Latest Odisha News

BREAKING NEWS

Browsing Category

ଖେଳ

ଅଲ ଇଂଲଣ୍ଡ ବ୍ୟାଡମିଂଟନ: ବିଶ୍ୱର ୨ ନମ୍ବର ଖେଳାଳିଙ୍କୁ ହରାଇ କ୍ୱାର୍ଟରରେ ଲକ୍ଷ୍ୟ ସେନ

ଲଣ୍ଡନ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଚଳିତ ଅଲ ଇଂଲଣ୍ଡ ଚାମ୍ପିୟନଶିପର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି କ୍ୱାର୍ଟରରେ ସେ ବିଶ୍ୱର ୨ ନମ୍ବର ଖେଳାଳି ଜୋନାଥନ କ୍ରିଷ୍ଟିଙ୍କୁ ସିଧା ଗେମରେ ପରାସ୍ତ କରିଥିଲେ । ଏହି ମ୍ୟାଚକୁ ଲକ୍ଷ୍ୟ ମାତ୍ର…

ଆଇପିଏଲରୁ ବାସନ୍ଦ ହେଲେ ଇଂଲଣ୍ଡର ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ଆରମ୍ଭ ହେବା ଠିକ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଷ୍ଟାର ବ୍ୟାଟ୍ସମ୍ୟାନ ହ୍ୟାରୀ ବ୍ରୁକ ଏଥିରୁ ଓହରି ଯାଇଥିଲେ । ଇଂଲଣ୍ଡର ଏହି ୨୬ ବର୍ଷୀୟ ଖେଳାଳି ଆଗକୁ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ଯୋଗୁ ଏହି ନିଷ୍ପତି ନେଇଥିଲେ । ଦେଶ ପକ୍ଷରୁ ଖେଳିବାକୁ ପ୍ରାଥମିକତା ଦେଇ ସେ…

ଗମ୍ଭୀର କହିଲେ ଏହି ଖେଳାଳି ଦଳ ପାଇଁ ସବୁଠାରୁ ମୂଲ୍ୟବାନ

ନୂଆଦିଲ୍ଲୀ: ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ମୂଖ୍ୟ କୋଚ ଗୌତମ ଗମ୍ଭୀର ଏବେ କିଛି ଦିନ ବିଶ୍ରାମ କରିବେ ବୋଲି ନିଷ୍ପତି ନେଇଛନ୍ତି । ସୀମିତ ଓଭର ବିଶିଷ୍ଟ ମୁକାବିଲାରେ ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ମୂଲ୍ୟବାନ ଖେଳାଳି ବୋଲି ସେ କହିଛନ୍ତି । ଧଳା ବଲ କ୍ରିକେଟରେ ହାର୍ଦ୍ଦିକ ଚାପ…

ଆଶା ବାଡି ଧରି ପ୍ରଶିକ୍ଷଣ ଦେଲେ ଏହି ମହାନ କ୍ରିକେଟର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ସମସ୍ତ ଟିମ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ମାର୍ଚ୍ଚ ୨୨ରୁ ଏହା ଆରମ୍ଭ ହେବ । କୋଲତାକା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଇତି ମଧ୍ୟରେ ରାଜସ୍ଥାନ ରୟାଲ୍ସ କୋଚ ରାହୁଲ…

ଗମ୍ଭୀରଙ୍କ ନଜର ୨୦୨୬ ବିଶ୍ୱକପ ଉପରେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟ୍ରଫି ହାସଲ କରିଛି । କୋଚ ଗୌତମ ଗମ୍ଭୀରଙ୍କ ପାଇଁ ଏହି ଟୁର୍ଣ୍ଣାମେଂଟ ବେଶ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଟିମ ଇଣ୍ଡିଆର କ୍ରମାଗତ ବିଫଳତା ଯୋଗୁ ଗମ୍ଭୀରଙ୍କ କୋଚ ପଦ ବାଜିରେ ଲାଗିଥିଲା । ଏବେ ଗମ୍ଭୀର ଆଶ୍ୱସ୍ତ ।…

କିଏ ସେ ତାରା? ଯାହାଙ୍କର ଫ୍ୟାନ ପାଲଟିଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଆମେରିକାର ନାଗରିକତ୍ଵ ପାଇବା ପାଇଁ ପ୍ରତିବର୍ଷ ଅନେକ ଲୋକ ହଜାର ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି । କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଆମେରିକା ନାଗରିକତ୍ୱ ଛାଡି ନିଜ ଦେଶକୁ ଆସିଯାଆନ୍ତ । ଆଜି ଆମେ ଆପଣଙ୍କୁ ଏପରି ଜଣେ ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମେରିକାର…

ଟିମ ଇଣ୍ଡିଆକୁ ମିିଳିଲା ନୂଆ କୁଲ ଫିନିଶର

ଦୁବାଇ: କ୍ରିକେଟ ଭାରତରେ ଏକ ଧର୍ମ କହିଲେ ଭୁଲ ହେବନି । ଏଠାରେ କ୍ରିକେଟପ୍ରତି ଏକ ଭିନ୍ନ ଧରଣର ପାଗେଳାମୀ ଦେଖିବାକୁ ମିଳିଥାଏ । ନିକଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଟାଇଟଲ ହାସଲ କରିଛି । ଏହି ଟୁର୍ଣ୍ଣାମେଂଟରେ କେଏଲ ରାହୁଲଙ୍କ ପ୍ରଦର୍ଶନ…

ଏତେ ବଡ ସଫଳତା…ଅଥଚ ହେଲାନି ବିଜୟ ଉତ୍ସବ, କଣ ରହିଛି କାରଣ

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଟାଇଟଲ ହାସଲ କରିଛି । ଏହି ବିଜୟ ପରେ ଭାରତୀୟ ଦଳ ଦୁବାଇରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ଆଶ୍ଚର୍ଯ୍ୟ କଥା ଖେଳାଳିମାନେ ପଂହଚିବା ପରେ ଯେଉଁ ଢ଼ଙ୍ଗରେ ବିଜୟ…

ଆସନ୍ତୁ ଜାଣିବା କଣ ପାଇଁ ଛକା ମାରିବା ବେଳେ ପନ୍ତଙ୍କ ହାତରୁ ବ୍ୟାଟ ଖସେ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ପରେ ଏବେ ଭାରତୀୟ କ୍ରିକେଟପ୍ରେମୀ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଆଇପିଏଲର ୧୮ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜ୍ୟାଂଟସର ନେତୃତ୍ୱ ନେବେ । ପନ୍ତ…

ଟେଷ୍ଟ କ୍ରିକେଟର ୧୫୦ ତମ ବର୍ଷ ପୂରଣ ଅବସରରେ ଆୟୋଜିତ ହେବ ଦିବାରାତ୍ର ମ୍ୟାଚ

ମେଲବୋର୍ଣ୍ଣ: ବିଶ୍ୱର ଦୁଇ ପୂରାତନ କ୍ରିକେଟ ଟିମ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ କ୍ରିକେଟର ୧୫୦ ପୂର୍ତି ଅବସରରେ ଏକ ଦିବାରାତ୍ର ମ୍ୟାଚ ଖେଳାଯିବ । ୨୦୨୭ରେ ୧୧ରୁ ୧୫ ମାର୍ଚ୍ଚ ମଧ୍ୟରେ ଏହି ଐତିହାସିକ ମ୍ୟାଚ ଗୋଲାପୀ ବଲରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ୧୮୭୭ରେ…