Latest Odisha News

BREAKING NEWS

Browsing Category

ଖେଳ

କୋହଲି ଆଘାତପ୍ରାପ୍ତ

ଦୁବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଘାତପ୍ରାପ୍ତ ହୋଇଛନ୍ତି । ସେଥିପାଇଁ ସେ ଅଭ୍ୟାସ ସେଶନରେ ଯୋଗ ଦେଇ ନ ଥିଲେ । ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆରେ ଆଘାତ ସମସ୍ୟା ଯୋଗୁ ଖେଳି ନ ଥିଲେ । ତେବେ ସେ…

ରୋହିତଙ୍କ ଅବସର ସମ୍ପର୍କରେ ଏହା କହିଲେ ଗିଲ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପୂର୍ବରୁ ଭାରତର ଉପ ଅଧିନାୟକ ଶୁଭମନ ଗିଲ ଅଧିନାୟକ ରୋହିତ ଶର୍ମାଙ୍କ ଅବସର ସମ୍ପର୍କରେ ସ୍ଥିତି ସ୍ପଷ୍ଟ କରିଛନ୍ତି । ରୋହିତ କଣ ଫାଇନାଲ ମ୍ୟାଚ ପରେ ଅବସର ନେବେ କି ପ୍ରଶ୍ନର ଉତରରେ ସେ କହିଥିଲେ, ଏହି ବିଷୟ ନେଇ କୌଣସି ଆଲୋଚନା ହୋଇନି । ଆମେ…

ମେଘୁଆ ପାଗରେ ଖେଳାଯିବ ଫାଇନାଲ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଫାଇନାଲ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମହାମୁକାବିଲା ଖେଳାଯିବ । ଉଭୟ ଦଳ ଭଲ ଫର୍ମରେ ଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ଏହି ମ୍ୟାଚ ଅବସରରେ ପାଗ ମେଘୁଆ ରହିବ ବୋଲି…

ଚାମ୍ପିୟନ୍ସ ଟ୍ରଫି ଫାଇନାଲ: କୋହଲି, ୱିଲିୟମସନ ହେବେ ଗେମ ଚେଞ୍ଜର

ଦୁବାଇ: ଆଉ କିଛି ଘଂଟା ପରେ ଦୁବାଇରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଖେଳାଯିବ । ଉଭୟ ଟିମ ଶକ୍ତିଶାଳୀ ଥିବାରୁ କିଏ ଚାମ୍ପିୟନ ହେବ ତାହା ପୂର୍ବାନୁମାନ କରିବା କଷ୍ଟକର । ତେବେ ଭାରତର ପୂର୍ବତନ କୋଚ ରବି ଶାସ୍ତ୍ରୀ କହିଛନ୍ତି ଭାରତ ପାଇଁ…

ଫାଇନାଲ ପୂର୍ବରୁ ଏହି ମହାନ ସ୍ପିନର କହିଲେ..ମୋତେ ନ୍ୟୁଜିଲାଣ୍ଡ ଭୟ ଘାରିଛି

ଦୁବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ମାର୍ଚ୍ଚ ୯ରେ ଖେଳାଯିବ । ଦୁଇ ଶକ୍ତିଶାଳୀ ଟିମ ମଧ୍ୟରେ ଏକ କଡା ମୁକାବିଲା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ୨୫ ବର୍ଷ ପରେ ଭାରତ ଚାମ୍ପିୟନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ…

Champions Trophy: ବଦଳିଗଲା କି ଫାଇନାଲର ସମୟ ? ଜାଣନ୍ତୁ ଦୁବାଇରେ କେତେବେଳେ ଆରମ୍ଭ ହେବ ମ୍ୟାଚ୍

ନୂଆଦିଲ୍ଲୀ: ବିଗ୍‌ ଫାଇଟ୍‌ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଦୁଇ ଟିମ୍ ପ୍ରସ୍ତୁତି ଜୋରଦାର୍ କରୁଛନ୍ତି । ଏହି ମ୍ୟାଚ ଦୁବାଇ ଇଣ୍ଟରନେସନାଲ ଷ୍ଚାଡିୟମରେ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ :ଏହି ପିଚରେ ଖେଳାଯିବ ଫାଇନାଲ ମ୍ୟାଚ

ଦୁବାଇ: ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଦୁବାଇରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଯେଉଁ ପିଚର ବ୍ୟବହାର କରାଯାଇଥିଲା ତାର ପୂନରାବୃତି ହେବନି । ଏହି ପିଚ ସମ୍ପୂର୍ଣ୍ଣ ନୂଆ…

ଆଇସିସି ଫାଇନାଲ: କୋହଲି, ରୋହିତଙ୍କ ମଧ୍ୟରେ ଶ୍ରେଷ୍ଠ କିଏ

ଦୁବାଇ: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି କହିଲେ ଭୁଲ ହେବନି । ତେବେ ଆଇସିସିର ଫାଇନାଲରେ ଭାରତର ଏହି ଦୁଇ…

ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପ : ଫ୍ଲୋର ଏକ୍ସରସାଇଜ ଫାଇନାଲରେ ତପନ

ଭୁବନେଶ୍ୱର: ଓଡିଶାର ଷ୍ଟାର ଜିମ୍ନାଷ୍ଟ ତପନ ମହାନ୍ତି ଏଫଆଇଜି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେ ବାକୁରେ ଅନୁଷ୍ଠିତ ଏହି ବିଶ୍ୱକପର ଫ୍ଲୋର ଏକ୍ସରସାଇଜ ଫାଇନାଲରେ ପ୍ରବେଶ କରିଛନ୍ତି । ୨୨ ବର୍ଷୀୟ ଏହି ଯୁବ ଜିମ୍ନାଷ୍ଟ ୧୨.୬୦୦ ସ୍କୋର କରି…

ସ୍ପିନ ଜାଲରେ କିଏ ମଜଭୁତ, ଏବେ ହେବ ପ୍ରକୃତ ପରୀକ୍ଷା

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଦୁବାଇରେ ରଚା ଯାଇଥିବା ସ୍ପିନ ଜାଲରେ ଏବେ ଦୁଇ ଶକ୍ତିଶାଳୀ ଟିମ ମୁହାଁମୁହିଁ ହୋଇଛନ୍ତି । କ୍ରମାଗତ ମ୍ୟାଚ ଖେଳିବ ଭାରତ ପିଚର ଗଣିତକୁ ଭଲ ଭାବେ କଷି ପାରିଛି । ଏବେ ନ୍ୟୁଜିଲାଣ୍ଡ ଏହାର…