Latest Odisha News
Browsing Category

ଖେଳ

କିଏ ହେବେ ଟିମ୍ ଇଣ୍ଡିଆର ପରବର୍ତ୍ତୀ ଅଧିନାୟକ? ଶିଖର କଲେ ଭବିଷ୍ୟବାଣୀ… 

ନୂଆଦିଲ୍ଲୀ: ରୋହିତ ଶର୍ମା ବର୍ତ୍ତମାନ ନିଜ କ୍ରିକେଟ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟରେ ଅଛନ୍ତି। ଏହିଭଳି ପରିସ୍ଥିତିରେ ଭାରତର ପରବର୍ତ୍ତୀ ଅଧିନାୟକ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।ତେବେ ବର୍ତ୍ତମାନ ସୁଦ୍ଧା ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) କୌଣସି ଘୋଷଣା…

ଆଇପିଏଲ ଖେଳିବା ସହ ନାଲି ବଲରେ ଅଭ୍ୟାସ କରିବ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଅଛି । ସେଠାରେ ପ୍ରଭାବୀ ପ୍ରଦର୍ଶନ କରି ଦଳ ସେମିଫାଇନାଲରେ ପ୍ରବେଶ କରିସାରିଛି । ଚାମ୍ପିୟନ୍ସ ଟ୍ରଫି ପରେ ଭାରତରେ ଆଇପିଏଲ ଆରମ୍ଭ ହେବ । ଆଗକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳାଯିବାକୁ ଥିବାରୁ…

ବର୍ଷା ଯୋଗୁ ଧୋଇ ହୋଇଗଲା ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ

ରାୱଲପିଣ୍ଡି: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ମଙ୍ଗଳବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ ବର୍ଷା ଯୋଗୁ ଧୋଇ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଗୋଟିଏ ବି ବଲ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଏବେ ଗ୍ରୁପ ବିର ସ୍ଥିତି ରୋମାଂଚକ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଓ…

ପରାଜୟକୁ ଗ୍ରହଣ କରିପାରୁ ନାହାନ୍ତି ପାକିସ୍ତାନ ପ୍ରଶଂସକ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ଶୋଚନୀୟ ଭାବେ ପାକିସ୍ତାନକୁ ପରାଜିତ କରିଛି । ଆଇସିସି ଟୁର୍ଣ୍ଣାମେଂଟରେ ପାକିିସ୍ତାନ ଉପରେ ଭାରତର ପ୍ରଭୂତ୍ୱ ଜାରୀ ରହିଛି । ପାକିସ୍ତାନର ଏହି ପରାଜୟକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି…

ବାବରଙ୍କୁ ପଛରେ ପକାଇ କୋହଲି ହେଲେ କିଙ୍ଗ

ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ ହାସଲ କରିଛି । ଏହି ବିଜୟ ପରୋକ୍ଷରେ ଦୁଇ ମହାନ ଖେଳାଳିଙ୍କୁ ନେଇ କରାଯାଉଥିବା ତୁଳନାକୁ ଏକପ୍ରକାର ଅନ୍ତ ଘଟାଇଛି । ଭାରତର ବିରାଟ କୋହଲି ଓ ପାକିସ୍ତାନର ବାବର ଆଜମଙ୍କୁ ନେଇ ପୂର୍ବରୁ ଅନେକ ତୁଳନା କରାଯାଇଥିଲା ।…

ଭାରତୀୟ ବକ୍ସିଂର ପରିଚାଳନା ପାଇଁ ଆଇଓଏ ଗଠନ କଲା ଆଡ ହକ ପ୍ୟାନେଲ

ନୂଆଦିଲ୍ଲୀ: ଫେବୃୟାରୀ ୨୪ରେ ଭାରତୀୟ ଅଲିମ୍ପିକ ସଂଘ ଦେଶରେ ବକ୍ସିଂ ଠିକ ଭାବେ ପରିଚାଳନା କରିବା ପାଇଁ ଏକ ଆଡହକ ପ୍ୟାନେଲ ଗଠନ କରିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ ନିର୍ବାଚନ କରିବାରେ ବିଫଳ ହୋଇଛି । ଭାରତୀୟ ଆଥଲେଟିକ୍ସ ମହାସଂଘର ପୂର୍ବ କୋଷାଧ୍ୟକ୍ଷ…

ଭାରତ, ନ୍ୟୁଜିଲାଣ୍ଡ ସେମିରେ: ଆୟୋଜକ ପାକିସ୍ତାନ ବିଦା

ରାୱଲପିଣ୍ଡ: ରଚୀନ ରବୀନ୍ଦ୍ରଙ୍କ ଚମତ୍କାର ଶତକ ବଳରେ ଏଠାରେ ସୋମବାର ଅନୁଷ୍ଠିତ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଏକ ମୁକାବିଲାରେ ନ୍ୟୁଜିଲାଣ୍ଡ ୫ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଗ୍ରୁପ ଏରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଆୟୋଜକ ତଥା ଗତ…

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ କୋହଲି ସାମିଲ ହେବେ ଏହି କ୍ଲବରେ

ଦୁବାଇ: ପାକିସ୍ତାନ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମୁକାବିଲାରେ ଚମତ୍କାର ପ୍ରଦର୍ଶନ ସହ ବିରାଟ କୋହଲି ପୂନର୍ବାର ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଛନ୍ତି । କୋହଲି ଏହି ମ୍ୟାଚରେ ୧୧୧ ବଲରେ ୧୦୦ ରନ କରି ଅପରାଜିତ ରହିଥିଲେ । ଏଥିସହ ସେ ଆନ୍ତର୍ଜାତୀୟ କ୍ରିକେଟରେ ୮୨ ଶତକ ପୂରଣ କରିଛନ୍ତି ।…

କଳା ଯାଦୁ ପାଇଁ ଜିତିଲା ଭାରତ; ପାକ୍ ଗଣମାଧ୍ୟମରେ ଅଜବ ଦାବି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫିର ହାଇଭୋଲଟେଜ୍ ଲିଗ୍ ମ୍ୟାଚରେ ଭାରତ ବିପକ୍ଷରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ପରେ ଗଣମାଧ୍ୟମର ଅଜବ ଦାବି କରିଛନ୍ତି। ଏକ ପାକିସ୍ତାନୀ ଟିଭି ଡିବେଟରେ ଜଣେ ପ୍ୟାନେଲିଷ୍ଟ ଦାବି କରିଛନ୍ତି ଯେ ଭାରତ ବିଜୟ ହାସଲ କରିବାପାଇଁ ପାକିସ୍ତାନୀ ଖେଳାଳିମାନଙ୍କ…

ବାବର ଆଜମ ଜଣେ ଠକ: ଭାରତଠୁ ହାରିବା ପରେ ବର୍ଷିଲେ ପୂର୍ବତନ ପାକ୍ କ୍ରିକେଟର

କରାଚି: ପାକିସ୍ତାନ ବ୍ୟାଟସମ୍ୟାନ ବାବର ଆଜମଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କ୍ରିକେଟର ସୋଏବ ଅଖତର। ସେ ବାବର ଆଜମଙ୍କୁ 'ଠକ' ବୋଲି ମଧ୍ଯ କହିଛନ୍ତି। ସୋଏବ କହିଛନ୍ତି ଯେ ବାବର ଆରମ୍ଭରୁ ଜଣେ ଠକ। ସୋଏବ ବାବର ଆଜମଙ୍କୁ ପାକିସ୍ତାନୀ ଟିମର କିଙ୍ଗ କୁହାଯାଏ, କିନ୍ତୁ ପ୍ରକୃତରେ ସେ ବଡ଼…