Latest Odisha News
Browsing Category

ଖେଳ

ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ରନ ସଂଗ୍ରହ କରିପାରନ୍ତି କୋହଲି

ଦୁବାଇ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚାମ୍ପିୟନ୍ସ ଟ୍ରଫିରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୁଯୋଗ ରହିଛି । ଫେବୃୟାରୀ ୧୯ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଭାରତ ଫେବୃୟାରୀ ୨୦ରେ ବାଂଲାଦେଶ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ।…

ରାଜ୍ୟ ବଜେଟ୍‌ ୨୦୨୫-୨୬: କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ଓଡ଼ିଶା ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୨.୯୦ ଲକ୍ଷ କୋଟି ଟଙ୍କାର ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୯୪୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ଉତ୍କୃଷ୍ଟ…

ରହସ୍ୟ ଉଜାଗର ହେଲା, ଭାରତ କାହିଁକି ନେଇଛି ୫ ସ୍ପିନର

ଦୁବାଇ: ଭାରତୀୟ କ୍ରିକେଟ ଟିମ ଏବେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଦୁବାଇ ଗସ୍ତରେ ଯାଇଛି । ଅନ୍ୟ ଟିମ ତୁଳନାରେ ଭାରତ ତାର ଦଳରେ ୫ଜଣ ସ୍ପିନରଙ୍କୁ ନେଇ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଏ ନେଇ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ଭାରତର ଚୟନ କମିଟି ମୂଖ୍ୟ ଅଜିତ ଅଗରକର, କୋଚ ଗୌତମ…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିବାଦ, ପାକିସ୍ତାନ ଷ୍ଟାଡିୟମରେ ଭାରତୀୟ ପତାକା ଉଡିଲାନି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ହେଉଛି ପାକିସ୍ତାନ। କିନ୍ତୁ ସୁରକ୍ଷାକୁ ନଜରରେ ରଖି ପାକ୍ ଗସ୍ତ ଭାରତ ସରକାର ଟିମ୍ ଇଣ୍ଡିଆକୁ ଅନୁମତି ଦେଇନଥିଲେ। ଯାହା ଫଳରେ ହାଇବ୍ରିଡ୍ ମଡେଲ୍ ଆଧାରରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ତେବେ ଏହାରି ମଧ୍ୟରେ ଲାହୋରର…

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରଥମ ମ୍ୟାଚ ଖେଳି ପାରିବେନି ହାର୍ଦ୍ଦିକ

ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲର ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ମୁମ୍ବାଇ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲା । ଆଇପିଏଲ ୨୦୨୫ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ମୁମ୍ବାଇ ତାର ପ୍ରଥମ ମୁକାବିଲାରେ ଚେନ୍ନାଇ ସୁପର…

ଆଇପିଏଲ ୨୦୨୫ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣର କାର୍ଯ୍ୟସୂଚୀ ଘୋଷିତ ହୋଇଛି । ମାର୍ଚ୍ଚ ୨୨ରୁ ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ । ଗତ ସଂସ୍କରଣର ବିଜେତା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ମଧ୍ୟରେ ପ୍ରଥମ ମୁକାବିଲା…

୧୭ବର୍ଷ ପରେ ଭାରତରେ ଏହି ଚାମ୍ପିଅନସିପ୍ ହେବ ଆୟୋଜନ..

ରାଞ୍ଚି: ଝାଡଖଣ୍ଡର ରାଜଧାନୀ ରାଞ୍ଚି ପୁଣି ଥରେ କ୍ରୀଡା ଇତିହାସ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି । ଦକ୍ଷିଣ ଏସୀୟ ସିନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ର ଚତୁର୍ଥ ସଂସ୍କରଣ ରାଞ୍ଚି ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଆୟୋଜିତ ହେବ । ଆଗାମୀ ମେ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି…

ପ୍ରୋ ଲିଗ୍ ୨୦୨୪-୨୫: ଭୁବନେଶ୍ୱରରେ ପହଞ୍ଚିଲେ ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲ୍ୟାଣ୍ଡ ଟିମ୍

ଭୁବନେଶ୍ବର: ଏଫଆଇଏଚ୍ ପ୍ରୋ ଲିଗ୍ ୨୦୨୪-୨୫ ପାଇଁ ଆଜି (ରବିବାର) ନେଦରଲ୍ୟାଣ୍ଡର ମହିଳା ହକି ଦଳ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏହି ଦଳ ଚାରିଟି ଖେଳରୁ ନଅ ପଏଣ୍ଟ ହାସଲ କରି ବର୍ତ୍ତମାନ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । …

ଏହି ସବୁ କାରଣ ଟିମ ଇଣ୍ଡିଆକୁ କରାଇବ ଚାମ୍ପିୟନ

ଦୁବାଇ: ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ କ୍ରିକେଟ ଟିମ ଦୁବାଇରେ ପଂହଚିଛନ୍ତି । ୨୦୧୭ ଫାଇନାଲ ପରାଜୟକୁ ଭୁଲି ଏଥର ଟିମ ଇଣ୍ଡିଆ ଟାଇଟଲ ହାସଲ ଲକ୍ଷ୍ୟରେ ରହିବ । ଷ୍ଟାର ପେସର ଯଶପ୍ରୀତ ବୁମରାହଙ୍କ ଅନୁପସ୍ଥିତିର ଭରଣା କିପରି ଦଳ କରୁଛି ସେଥିପ୍ରତି ନଜର ରହିବ । ତେବେ କେତେଗୁଡିଏ…

ପେସ ପିଚରେ ସ୍ପିନ ରଣନୀତି

ଦୁବାଇ: ଭାରତୀୟ କ୍ରିକେଟ ଟିମ ଏଥର ଚାମ୍ପିୟନ୍ସ ଟ୍ରଫି ହାସଲ କରିବା ଦୌଡରେ ଆଗରେ ରହିଛି । ଇଂଲଣ୍ଡ ବିପକ୍ଷ ସିରିଜ ପରେ ଦଳ ଏଠାରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ତେବେ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଟିମ ଚୟନ…