Latest Odisha News

BREAKING NEWS

Browsing Category

ଖେଳ

୬୦୦ ୱିକେଟ କ୍ଲବରେ ଭାରତର ଏହି ଅଭିଜ୍ଞ ଅଲରାଉଣ୍ଡର

ନାଗପୁର: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ ୱିକେଟ ପୂର୍ଣ୍ଣ କରିଛନ୍ତି । ସେ ଏହି ମ୍ୟାଚରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ୫ମ ଭାରତୀୟ ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।…

ଗିଲ, ଆୟାରଙ୍କ ଅର୍ଦ୍ଧଶତକ: ସହଜରେ ଇଂଲଣ୍ଡକୁ ହରାଇଲା ଭାରତ

ନାଗପୁର: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଶୁଭମନ ଗିଲ, ଶ୍ରେୟାଶ ଆୟାର ଓ ଅକ୍ଷର ପଟେଲ ଅର୍ଦ୍ଧଶତକ ହାସଲ କରି ଭାରତ…

ଇତିହାସ ରଚିଲେ ଜାଡେଜା

ନାଗପୁର: ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି । ଜାଡେଜା ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦିିନିକିଆ ମ୍ୟାଚରେ ସର୍ବାଧିକ ୱିକେଟ ହାସଲ କରିଛନ୍ତି । ସେ ୨୭ ମ୍ୟାଚରେ ୨୬ ଇନିଂସରେ ୪୨ ୱିକେଟ ହାସଲ…

ପ୍ରଥମ ଦିନିକିଆରୁ ଓହରିଲେ କୋହଲି

ନାଗପୁର: ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇ ନାହାନ୍ତି । କୋହଲି ବୁଧବାରଠାରୁ ଡାହଣ ଆଂଠୁରେ ଯନ୍ତ୍ରଣା ଅନୂଭବ କରୁଥିବାରୁ ପ୍ରଥମ ଦିନିକିଆରୁ ସେ ଓହରି ଯାଇଛନ୍ତି ।…

ଚାମ୍ପିୟନ୍ସ ଟ୍ରଫି ଟିମରେ ଥିଲେ, ହଠାତ ନେଇଗଲେ ଅବସର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ବିଶ୍ୱ ବିଜେତା ଟିମର ସଦସ୍ୟ ମାର୍କସ ଷ୍ଟୋଇନିସ ହଠାତ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛନ୍ତି । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ ପାଇଁ ଘୋଷିତ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ । ୩୫ ବର୍ଷୀୟ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିଗିଡି ଯାଉଛି ଟିମ କମ୍ବିନେସନ

ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫି ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ଭାରତ ତାର ସମସ୍ତ ମ୍ୟାଚ, ସୁରକ୍ଷା ଦୃଷ୍ଟିକୋଣରୁ ଦୁବାଇରେ ଖେଳିବ । ଫେବୃୟାର ୨୦ରୁ ଏହା ଆରମ୍ଭ ହେବ । ଟିମ କମ୍ବିନେଶନ ନେଇ ଭାରତୀୟ ଦଳର ମ୍ୟାନେଜମେଂଟ…

ରାଗିଗଲେ ରୋହିତ

ନାଗପୁର: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତି ଶେଷ କରିଛି । ଏ ନେଇ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ପ୍ରେସ କନଫେରେନ୍ସରେ ଟିମ ରଣନୀତି ସମ୍ପର୍କୀତ ପ୍ରଶ୍ନର ଉତର ଦେଉଥିଲେ । ତେବେ ଜଣେ ସାମ୍ବାଦିକ ତାଙ୍କ ଫର୍ମ ସମ୍ପର୍କରେ ପଚାରିବାରୁ ସେ…

ଓଡିଶା ରଣଜୀ ଟିମ ପାଇଁ ନକଆଉଟ ପ୍ରବେଶ ହୋଇଯିବ କି ସ୍ୱପ୍ନ

ଭୁବନେଶ୍ୱର: ଓଡିଶାରେ ଅନେକ ପ୍ରତିଭାବାନ କ୍ରିକେଟର ଥିଲେ ମଧ୍ୟ ରଣଜୀ ଟ୍ରଫିରେ ସେମାନଙ୍କ ପ୍ରଦର୍ଶନ କ୍ରୀଡାପ୍ରେମୀଙ୍କୁ ନିରାଶ କରୁଛି । ୨୦୧୯ ପରଠାରୁ ଓଡିଶା ରଣଜୀ ଟ୍ରଫିର ନକଆଉଟରେ ପ୍ରବେଶ କରିପାରି ନାହିଁ । ଆଗକୁ ଏହା କଣ କ୍ରୀଡାପ୍ରେମୀଙ୍କ ପାଇଁ ସ୍ୱପ୍ନ ସଦୃଶ ହୋଇଯିବ କି ? ଘରୋଇ…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ: ବିଗିଡି ଯାଉଛି ଟିମ କମ୍ବିନେଶନ

ଆଇସିସି ଚାମ୍ପିୟନ୍ସ ଟ୍ରଫି ଆଉ ଅଳ୍ପ ଦିନ ପରେ ଆରମ୍ଭ ହେବ । ପାକିସ୍ତାନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ଭାରତ ତାର ସମସ୍ତ ମ୍ୟାଚ ସୁରକ୍ଷା ଦୃଷ୍ଟିକୋଣରୁ ଦୁବାଇରେ ଖେଳିବ । ଫେବୃୟାର ୨୦ରୁ ଏହା ଆରମ୍ଭ ହେବ । ଟିମ କମ୍ବିନେଶନ ନେଇ ଭାରତୀୟ ଦଳର ମ୍ୟାନେଜମେଂଟ ଚିନ୍ତାରେ ପଡି…

ଚାମ୍ପିଅନ୍ସ ଟ୍ରଫି ପରେ କଣ ହେବ ରୋହିତ ଶର୍ମାଙ୍କ ଭବିଷ୍ଯତ? 

ନୂଆଦିଲ୍ଲୀ: ଭାରତୀୟ ଦଳର ଅଧିନାୟକ ତଥା ହିଟ୍ ମ୍ୟାନ ରୋହିତ ଶର୍ମା ଦୀର୍ଘ ସମୟ ଧରି ଖରାପ ଫର୍ମରେ ରହିଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍ ପରେ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ ସେ ବିଫଳ ହୋଇଥିଲେ। ସେ ଅଷ୍ଟ୍ରେଲିଆରେ ତିନୋଟି ଟେଷ୍ଟରେ ମାତ୍ର ୩୧ ରନ କରିପାରିଥିଲେ। ତେବେ ଖରାପ ପ୍ରଦର୍ଶନ ଯୋଗୁଁ…