Latest Odisha News

BREAKING NEWS

Browsing Category

ଖେଳ

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ; ସେମିଫାଇନାଲରେ ଯିବେ ଏହି ୪ ଦଳ

ନୂଆଦିଲ୍ଲୀ: ଫେବୃଆରୀ ୧୯ ତାରିଖରୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଯାଉଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ। କିନ୍ତୁ ଟିମ୍ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ  ଦୁବାଇରେ ଖେଳିବ। ତେବେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ…

ରଣଜୀ ଟ୍ରଫି: କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଟିମରେ ସାମିଲ ହେଲେ ସୂର୍ଯ୍ୟକୁମାର, ଦୁବେ

ମୁମ୍ବାଇ: ଟିମ ଇଣ୍ଡିଆର ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ରଣଜୀ ମ୍ୟାଚରେ ଖେଳିବେ । ହରିୟାଣା ବିପକ୍ଷ କ୍ୱାର୍ଟର ଫାଇନାଲ ମ୍ୟାଚ ପାଇଁ ମୁମ୍ବାଇ ଟିମରେ ସୂର୍ଯ୍ୟକୁମାର ଓ ଶିବମ ଦୁବେଙ୍କୁ ସାମିଲ କରାଯାଇଛି । ଫେବୃୟାରୀ ୮ରୁ ଏହି ମ୍ୟାଚ ଆରମ୍ଭ ହେବ । ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ…

ଆଇଏସଏଲ: ଓଡିଶା ଏଫସି- ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ଡ୍ର

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଏକ ରୋମାଂଚକ ମୁକାବିଲା ଡ୍ରରେ ଶେଷ ହୋଇଛି । ଉଭୟ ଟିମ ୨ଟି ଲେଖାଏଁ ଗୋଲ ସ୍କୋର କରିଥିଲେ । ଗୋଲ ପାଇଁ ଉଭୟ ଦଳ ୬୬ ମିନିଟ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ।…

ଆଗକୁ ଗମ୍ଭୀରଙ୍କ ଅଗ୍ନିପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତ ଟେଷ୍ଟ ଏବଂ ଦିନିକିଆରେ ସେ ଭଳି ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହିଁ । ତେବେ ଟି୨୦ରେ ଟିମ ଇଣ୍ଡିଆର ପ୍ରଦର୍ଶନ ଜବରଦସ୍ତ ରହିଛି । ଏବେ ଇଂଲଣ୍ଡକୁ ୪-୧ରେ ହରାଇବା ପରେ ଭାରତର ମନୋବଳ ଉଚ୍ଚରେ ରହିଛି । ଇଂଲଣ୍ଡ ବିପକ୍ଷ ଦିିନିକିଆ ଓ…

ଏଫଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୪-୨୫: ଭୁବନେଶ୍ୱରରେ ମାଗଣା ମ୍ୟାଚ୍ ଦେଖିବେ ଦର୍ଶକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ହକି ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ପୁରୁଷ ଏବଂ ମହିଳା ଏଫଆଇଏଚ୍ ପ୍ରୋ ଲିଗ୍ ମ୍ୟାଚ୍ । ଏହା ଫେବୃଆରୀ ୧୫ ରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅବସରରେ ଷ୍ଟାଡିୟମରେ ପ୍ରବେଶ ପାଇଁ ସମସ୍ତ ପ୍ରଶଂସକଙ୍କ ପାଇଁ ମାଗଣା ମିଳିବ ଟିକେଟ୍…

କୋହଲିଙ୍କୁ ଆଉଟ କରିବା ପାଇଁ ବସ ଡ୍ରାଇଭର ହିମାଂଶୁଙ୍କୁ ଦେଇଥିଲେ ବୁଦ୍ଧି

ନୂଆଦିଲ୍ଲୀ: ୧୨ ବର୍ଷ ପରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ରଣଜୀ ଖେଳିଥିଲେ । ଫର୍ମ ସୁଧାରିବା ପାଇଁ ସେ ଦିଲ୍ଲୀ ତରଫରୁ ରେଲୱେ ବିପକ୍ଷ ମ୍ୟାଚକୁ ଓହ୍ଲାଇଥିଲେ । ତାଙ୍କଠାରୁ ଏକ ବଡ ଇନିଂସ ଆଶା କରାଯାଉଥିଲେ ମଧ୍ୟ କୋହଲି ୬ ରନ କରି ଆଉଟ ହୋଇ ଯାଇଥିଲେ ।…

ଡ୍ରେସିଂ ରୁମ ବିବାଦ ସମ୍ପର୍କରେ ମୁହଁ ଖୋଲିଲେ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ ଟିମ ଇଂଲଣ୍ଡକୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ୪-୧ରେ ପରାଜିତ କରିଛି । ଏବେ ଟିମ ଇଣ୍ଡିଆ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହା ପରେ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଟିମ ଯିବ । ଟିମର ଡ୍ରେସିଂ ରୁମରେ ଖେଳାଳିମାନଙ୍କ ମତଭେଦ ରହିଥିବା…

ସଞ୍ଜୁ ସାମସନ ଖେଳି ନ ପାରନ୍ତି ଆଗାମୀ ଆଇପିଏଲ

ନୂଆଦିଲ୍ଲୀ: ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷ ୫ମ ଟି୨୦ରେ ଆଘାତପ୍ରାପ୍ତ ହୋଇଛନ୍ତି । ତାଙ୍କ ଆଙ୍ଗୁଳିରେ ବଲ ବାଜିଥିଲା ଏବଂ ଏହା ଭାଙ୍ଗିଥିବା ଜଣାପଡିଛି । ସମ୍ପୂର୍ଣ୍ଣ ଫିଟ ହେବାକୁ ତାଙ୍କୁ ୫ରୁ ୬ ସପ୍ତାହ ସମୟ ଲାଗିବ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି ।…

ଜାତୀୟ କ୍ରୀଡା: ପ୍ରତ୍ୟାଶାଙ୍କୁ ବ୍ରୋଞ୍ଜ, ୧୫ରେ ପଂହଚିଲା ଓଡିଶାର ପଦକ ସଂଖ୍ୟା

ଭୁବନେଶ୍ୱର: ଉତରାଖଣ୍ଡରେ ଚାଲିଥିବା ଜାତୀୟ କ୍ରୀଡାରେ ଓଡିଶା ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛି । ରବିବାର ଓଡିଶାର ଷ୍ଟାର ସନ୍ତରଣକାରୀ ପ୍ରତ୍ୟାଶା ରାୟ ଆଉ ଏକ ପଦକ ଜିତିଛନ୍ତି । ସେ ୧୦୦ ମିଟର ମହିଳା ବ୍ୟାକ ଷ୍ଟ୍ରୋକରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଓଡିଶାର ପଦକ ସଂଖ୍ୟା ଏଥିସହ ୧୫ରେ…

ଅଭିଷେକ ଝଡ ପରେ ବୋଲରଙ୍କ କମାଲ, ଇଂଲଣ୍ଡକୁ ୧୫୦ ରନରେ ହରାଇଲା ଭାରତ

ମୁମ୍ବାଇ: ଏଠାରେ ଅନୁଷ୍ଠିତ ୫ମ ଟି୨୦ ମ୍ୟାଚରେ ଅଭିଷେକ ଶର୍ମାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ୧୫୦ ରନରେ ଶୋଚନୀୟ ଭାବେ ଇଂଲଣ୍ଡକୁ ପରାସ୍ତ କରିଛି । ଟି୨୦ରେ ଏହା ରନ ବ୍ୟବଧାନ ଦୃଷ୍ଟିକୋଣରୁ ଦ୍ୱିତୀୟ ବୃହତ ବିଜୟ । ଏଥିସହ ୫ ମ୍ୟାଚ ବିଶିଷ୍ଟ ମୁକାବିଲାରେ ଭାରତ ୪-୧ରେ ସିରିଜ ବିଜୟୀ…