Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲରେ ଉର୍ବିଲ ପଟେଲଙ୍କ ଦ୍ରୁତତମ ଅର୍ଦ୍ଧଶତକ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସର ଉର୍ବିଲ ପଟେଲ ଆଇପିଏଲ ଇତିହାସରେ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଯଶସ୍ୱୀ ଜୈସୱାଲଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ମାତ୍ର ୧୩ ବଲରେ ଏହି ଐତିହାସିକ ଇନିଂସ ଖେଳିଥିଲେ । ୭ଟି ବଲରେ ସେ…

ଭାରତୀୟ କ୍ରିକେଟ ଟିମର ସ୍ପିନ ବୋଲିଂ କୋଚ ଦାୟିତ୍ୱ ତୁଲାଇବେ ଏହି ଅଭିଜ୍ଞ ସ୍ପିନର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଜୁନ ୬ରୁ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ । ଏହି ସିରିଜରେ ବିସିସିଆଇ ନୂତନ ସ୍ପିନ ବୋଲିଂ କୋଚଙ୍କୁ ଦାୟିତ୍ୱ ମିଳିପାରେ । ରିପୋର୍ଟ ମୁତାବକ ଘରୋଇ କ୍ରିକେଟରେ ୬୦୦ରୁ ଅଧିକ ୱିକେଟ ନେଇଥିବା ସ୍ପିନର ସାଇରାଜ ବହୁତୁଲେଙ୍କୁ ଏହି ଗୁରୁ…

ଅର୍ଶଦୀପଙ୍କୁ ବ୍ଲଗିଂ କରିବାକୁ ମନା କଲା ପଞ୍ଜାବ

ନୂଆଦିଲ୍ଲୀ: ବିସିସିଆଇର କଡା ଚେତାବନୀ ପରେ ଆଇପିଏଲର ଟିମଗୁଡିକ ସେମାନଙ୍କ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ପଞ୍ଜାବ କିଙ୍ଗସର ପେସ ବୋଲର ଅର୍ଶଦୀପ ସିଂଙ୍କୁ ବ୍ଲଗିଂ କରିବା ପାଇଁ ମନା କରିଦେଇଛି । ଚଳିତ ଆଇପିଏଲରେ ଅର୍ଶଦୀପ ହୋଟେଲ, ଷ୍ଟାଡିୟମ ଏବଂ ବିମାନରେ ଭିଡିଓ…

ଇତିହାସ ରଚିଲେ ଆରସିବି ପେସର ଭୁବନେଶ୍ୱର

ବେଙ୍ଗାଲୁର: ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ପେସ ବୋଲର ଭୁବନେଶ୍ୱର କୁମାର ଇତିହାସ ରଚିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ସେ ପ୍ରଥମ ପେସ ବୋଲର ଭାବେ ଏହି ଟୁର୍ଣ୍ଣାମେଂଟରେ ୨୦୦ ମ୍ୟାଚ ଖେଳିବା ସୌଭାଗ୍ୟ ଅର୍ଜନ…

କନ୍ୟା ସନ୍ତାନର ବାପା ହେଲେ ଟି୨୦ ଚାମ୍ପିୟନ ଦଳର ଅଧିନାୟକ

ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ ଜିତାଇଥିବା ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ କନ୍ୟା ସନ୍ତାନର ବାପା ହୋଇଛନ୍ତି । ସୂର୍ଯ୍ୟକୁମାରଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମାଆ ହୋଇଛନ୍ତି । ୨୦୧୬ରେ ସୂର୍ଯ୍ୟକୁମାର ଓ ଦେବୀଶା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟ କଲେଜରୁ ପରସ୍ପରକୁ ଭଲ…

ଟିମ ବସରେ ଅଜଣା ବ୍ୟକ୍ତି ଯାତ୍ରା ନେଇ ଚେତାଇଲେ ବିସିସିଆଇ ସେକ୍ରେଟାରୀ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୋଟିଏ ପରେ ଗୋଟିଏ ବିବାଦ ସମ୍ମୁଖକୁ ଆସୁଛି । ରାଜସ୍ଥାନ ରୟାଲ୍ସର ମ୍ୟାନେଜର ଡଗଆଉଟରେ ଫୋନ ବ୍ୟବହାର କରିବା ଏବଂ ରିୟାନ ପରାଗ ୱେପିଙ୍ଗ କରିବା ପ୍ରଶଂସକଙ୍କୁ ନିରାଶ କରିଛି । ଏବେ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ ଅନ୍ୟ ଏକ ଘଟଣା ନେଇ ଅସନ୍ତୋଷ ବ୍ୟକ୍ତ…

ରିୟାନଙ୍କ ପରେ ବଡ ବିବାଦରେ ଫସିବେ କି ଚହଲ

ଚଣ୍ଡୀଗଡ: ପଞ୍ଜାବ କିଙ୍ଗସର ଅନୁଭବୀ ଲେଗ ସ୍ପିନର ୟୁଜଭେନ୍ଦ୍ର ଚହଲ ଏକ ବଡ ବିବାଦରେ ଫସିଛନ୍ତି । ଯଦି ଏହି ଘଟଣା ସତ୍ୟ ପ୍ରମାଣିତ ହୁଏ ତେବେ ତେବେ ସେ ଦଣ୍ଡିତ ମଧ୍ୟ ହୋଇ ପାରନ୍ତି । ସୋସିଆଲ ମିଡିଆରେ ଚହଲ ଇ-ସିଗାରେଟ ପିଉଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସେ ଏହାକୁ…

ପ୍ୟାଟ କୁମିନ୍ସଙ୍କୁ ମିଳିଲା ୧୧୪ କୋଟି ଟଙ୍କାର ଅଫର, ଛାଡିଦେବେ କି ଆଇପିଏଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲ ଅବସରରେ ପ୍ୟାଟ କୁମିନ୍ସଙ୍କୁ ଏକ ବଡ ଅଫର ମିଳିଛି । କ୍ରିକେଟ ଅଷ୍ଟ୍ରେଲିଆ ୩ ବର୍ଷ ପାଇଁ ତାଙ୍କ ସହ ୧୧୪ କୋଟି ଟଙ୍କାର ଚୁକ୍ତି କରିଛି । ଏହି ଅଫର ଦେଇ ସିଏ ତାଙ୍କୁ ଲିଗ କ୍ରିକେଟଠାରୁ ଦୂରେଇ ରଖିବାକୁ ଚାହୁଁଛି । କୁମିନ୍ସ କିପରି ଦେଶ ପକ୍ଷରୁ ଅଧିକରୁ ଅଧିକ…

ମେ ୧୮ରେ ଅବସର ନେବେ କି ଧୋନୀ !

ଚେନ୍ନାଇ: ଚଳିତ ଆଇପିଏଲରେ ଆରମ୍ଭରୁ ଖରାପ ପ୍ରଦର୍ଶନ କରିବା ପରେ ଚେନ୍ନାଇ ସୁପର କିଙ୍ଗସ ଟ୍ରାକକୁ ଫେରିବା ସହ ପ୍ଲେ ଅଫ ପ୍ରବେଶ ଆଶା ମଜଭୁତ କରିଛି । ଦଳର ଷ୍ଟାର ଖେଳାଳି ଏମଏମ ଧୋନୀ ଏ ପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚରେ ଖେଳି ନାହାନ୍ତି । ସେ ଫିଟ ହୋଇଥିଲେ ମଧ୍ୟ କାହିଁକି ଖେଳୁ ନାହାନ୍ତି…

ଆରସିବି ବିପକ୍ଷ ମ୍ୟାଚରେ ମଧ୍ୟ ଖେଳି ନ ପାରନ୍ତି ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରଖିଛି । ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱ ଓ ବ୍ୟକ୍ତିଗତ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ହାର୍ଦ୍ଦିକ ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମ୍ୟାଚରେ ଖେଳି ନ ଥିଲେ । ତାଙ୍କ ସ୍ଥାନରେ…