Latest Odisha News

BREAKING NEWS

Browsing Category

ଖେଳ

ପଡିଆରେ କୋହଲିଙ୍କ ଆଗ୍ରେସନକୁ ନେଇ ବଡ କଥା କହିଲେ ଏହି ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: କ୍ରିକେଟ ପଡିଆରେ ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ସର୍ବଦା ଆଗ୍ରେସନ ମୁଡରେ ଦେଖିବାକୁ ମିଳିଥାଏ । ସାମାନ୍ୟ ଘଟଣା ଟିମ ସପକ୍ଷରେ ଗଲେ ସେ ଆବଶ୍ୟକତାଠାରୁ ବେଶ ଉତ୍ସାହିତ ହୋଇ ପଡନ୍ତି । କେତେକ ସମାଲୋଚକଙ୍କ ମତରେ କୋହଲି କ୍ୟାମେରା ପାଇଁ ଏ ଭଳି ଆଗ୍ରେସନ ଅବତାର…

ଟି୨୦ ଲିଗରେ ଡ୍ରାଭିଡ କିଣିଲେ ଟିମ, ଅଶ୍ୱୀନ ହେବେ ଅଧିନାୟକ

ନୂଆଦିଲ୍ଲୀ: ରାହୁଲ ଡ୍ରାଭିଡ ଆନ୍ତର୍ଜାତୀୟ କ୍ରିକେଟରେ ଜଣେ ଖେଳାଳି ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଅବସର ନେବା ପରେ ସେ କୋଚିଂ ଦାୟିତ୍ୱ ମଧ୍ୟ ସଫଳତାର ସହ ତୁଲାଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ଭାରତ ଟି୨୦ ବିଶ୍ୱକପ ଟାଇଟଲ ମଧ୍ୟ ହାସଲ କରିଛି । ଏବେ ଡ୍ରାଭିଡ…

ଆଗାମୀ ଟେଷ୍ଟ ସିରିଜ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ଗମ୍ଭୀର

ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପରେ ଭାରତୀୟ କ୍ରିକେଟ ଟିମ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୁଚୀ ରହିଛି । ଜୁନ ୬ରୁ ଟିମ ଇଣ୍ଡିଆ ନ୍ୟୁ ଚଣ୍ଡୀଗଡରେ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ । ଏହା ପରେ ଦିନିକିଆ ସିରିଜ ଖେଳାଯିବ । ଏହି ଦୁଇ ସିରିଜରେ ଶୁଭମନ ଗିଲଙ୍କ ନେତୃତ୍ୱ ଦକ୍ଷତାର ଆଉ…

ସୀମିତ ଓଭର ଟିମ ର‌୍ୟାଙ୍କିଙ୍ଗରେ ଭାରତ ଏକ ନମ୍ବର

ନୂଆଦିଲ୍ଲୀ: ଆଇସିସି ସୋମବାର ଟିମ ର‌୍ୟାଙ୍କିଙ୍ଗ ଜାରୀ କରିଛି । ଭାରତ ଦିନିକିଆ ଓ ଟି୨୦ରେ ଏକ ନମ୍ବର ସ୍ଥାନ ହାସଲ କରି ସୀମିତ ଓଭରରେ ପ୍ରଭୂତ୍ୱ ଜାରୀ ରଖିଛି । ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଟି୨୦ ବିଶ୍ୱକପ ଜିତିବା ପରେ ଭାରତର ସ୍ଥିତି ମଜଭୁତ…

କୃଣାଳଙ୍କୁ ନେଇ ବଦ୍ରିନାଥଙ୍କ ବୟାନ ସୃଷ୍ଟି କଲା ବିବାଦୀୟ ପରିସ୍ଥିତି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୋଟିଏ ପରେ ଗୋଟିଏ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଆରସିବି ଓ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ପରେ ଚେନ୍ନାଇଙ୍କ ପୂର୍ବତନ ଖେଳାଳି ଏସ.ବଦ୍ରିନାଥଙ୍କ କୃଣାଳ ପାଣ୍ଡ୍ୟାଙ୍କୁ ନେଇ ଦେଇଥିବା ବୟାନ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏହି ମ୍ୟାଚରେ…

କମୁଛି କି IPL ଲୋକପ୍ରିୟତା; କାହିଁକି ଏମିତି କହିଲେ ହର୍ଷ ଗୋଏଙ୍କା

ନୂଆଦିଲ୍ଲୀ: IPLର ଚୌକା ଏବଂ ଛକାର ପ୍ରବଳ ଶବ୍ଦ ମଧ୍ୟରେ କ୍ରିକେଟ ପ୍ରେମୀ ଉତ୍ସାହିତ ହୋଇପଡ଼ନ୍ତି। କିନ୍ତୁ RPG ଏଣ୍ଟରପ୍ରାଇଜେସ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା ଙ୍କ ସୋସିଆଲ ମିଡିଆ ପୋଷ୍ଟ ସମସ୍ତଙ୍କୁ ଚକିତ କରିଦେଇଛି। ଯାହା BCCI ଠାରୁ ଫ୍ରାଞ୍ଚାଇଜ୍ ମାଲିକ ପର୍ଯ୍ୟନ୍ତ ସମସ୍ତଙ୍କୁ ଚିନ୍ତାରେ…

କୋହଲିଙ୍କ ଲାଇକ ନେଇ ବଡ କଥା କହିଲେ ଲିଜଲେଜ

ନୂଆଦିଲ୍ଲୀ: ଜର୍ମାନୀର ମଡେଲ ତଥା ଇନଫ୍ଲ୍ୟୁଏନ୍ସର ଲିଜଲେଜ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଲାଇକକୁ ନେଇ ମୁହଁ ଖୋଲିଛନ୍ତି । ଗୋଟିଏ ଲାଇକ କିପରି ତାଙ୍କ ଜୀବନ ଉପରେ ପ୍ରଭାବ ପକାଇଥିଲା ତାହା ସେ କହିଛନ୍ତି । କୋହଲି ଲାଇକ କରିବା ପର ଦିନ ମୁଁ ଯେତେବେଳେ ଶୋଇ କରି ଉଠିଲିୀ, ଚକିତ…

ଲକ୍ଷ୍ନୌର ପ୍ଲେ ଅଫ ପ୍ରବେଶ ଆଶା ହେଲା କ୍ଷୀଣ, ନିକଟତର ହେଉଛି ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲରେ ଆରମ୍ଭରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଚେନ୍ନାଇ ସୁପର କିଙ୍ଗସ ଏବେ ଚମତ୍କାର ପ୍ରଦଶନ ଜାରୀ ରଖି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ରବିବାର ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ୪ଟି ବଲ ବାକିଥାଇ ଚେନ୍ନାଇ ପରାଜିତ…

ବିହାର-ଝାଡ଼ଖଣ୍ଡର ସବୁଠୁ ଅଧିକ କରଦାତା ବନିଲେ ଧୋନି, ଜାଣନ୍ତୁ.

ନୂଆଦିଲ୍ଲୀ: କ୍ୟାପଟେନ୍ କୁଲ୍ ଭାବେ ପରିଚିତ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି। ତଥାପି "କ୍ୟାପ୍ଟେନ୍ କୁଲ୍" ଶବ୍ଦଟି ଏବେ ବି ପ୍ରଭାବ ବିସ୍ତାର କରୁଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଏମଏସ ଧୋନି ବିହାର ଏବଂ ଝାଡ଼ଖଣ୍ଡ ଉଭୟରେ ସର୍ବାଧିକ ବ୍ୟକ୍ତିଗତ ଆୟକର…

ଅଯୋଗ୍ୟ ଘୋଷିତ ହେବା ପରେ ଅସନ୍ତୋଷ ବ୍ୟକ୍ତ କଲେ ଭିନେଶ

ନୂଆଦିଲ୍ଲୀ: ଆଂଟି ଡୋପିଂ ନିୟମ ଉଲ୍ଲଂଘନ ନେଇ ଭାରତୀୟ ରେସଲିଂ ଫେଡେରେଶନ ରେସଲର ଭିନେଶ ଫୋଗଟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶୃଙ୍ଖଳିତ ଆଚରଣ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ୟୁଡବ୍ଲୁୃଡବ୍ଲ୍ୟୁ ଆଂଟି ଡୋପିଂ ନିୟମ ଅନୁଯାୟୀ ଅବସରରୁ ପ୍ରତ୍ୟାବର୍ତନ କରିଥିବା…