Latest Odisha News

BREAKING NEWS

Browsing Category

ଖେଳ

ଟେଷ୍ଟରେ ଭାରତର ଦ୍ରୁତ ୫୦, ୧୦୦, ୧୫୦, ୨୦୦, ୨୫୦ ରନରେ ବିଶ୍ୱରେକର୍ଡ

କାନପୁର: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଐତିହାସିକ ଇନିଂସ ଖେଳିଛନ୍ତି । ଦ୍ରୁତ ୫୦, ୧୦୦, ୧୫୦, ୨୦୦ ଓ ୨୫୦ ରନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ପ୍ରଥମ ୩ ଓଭରରେ ୫୧ ରନ କରି ଏହି ଧାରା…

କାନପୁର ଟେଷ୍ଟରେ ରୋମାଂଚ ଭରିଲା ଟିମ ଇଣ୍ଡିଆ

କାନପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଟିମ ଇଣ୍ଡିଆ ବିଜୟ ସୁଯୋଗ ସୃଷ୍ଟି କରି ରୋମାଂଚ ଭରିଛି । ପ୍ରଥମ ଦିନ ୩୫ ଓଭର ଖେଳାଯିବା ସମ୍ଭବପର ହେବା ପରେ ବାକି ୨ ଦିନ ବର୍ଷା ଯୋଗୁ ମ୍ୟାଚ ଖେଳା ଯାଇପାରି ନ ଥିଲା । ଚତୁର୍ଥ ଦିନ ବାଂଲାଦେଶ ପ୍ରଥମ ଇନିଂସରେ ୨୩୩ ରନ କରି ଅଲଆଉଟ…

ରାଜ୍ୟ ଲନ୍ ବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ବୋଲିଂ ସଂଘ ପକ୍ଷରୁ ରାଜ୍ୟ କନିଷ୍ଠ ଓ ବରିଷ୍ଠ ଲନ୍ ବଲ୍ ପ୍ରତିଯୋଗିତା ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି । ଟେନିସ୍ ଷ୍ଟାଡିୟମ୍ ସେଣ୍ଟର୍ କୋର୍ଟରେ ଅସ୍ଥାୟୀ ଭାବେ ପ୍ରସ୍ତୁତ ଲନ୍ ବଲ୍ ଗାଲିଚା ଉପରେ ଖେଳାଯାଉଥିବା ଏହି ୩ ଦିନିଆ…

ବାଂଲାଦେଶ ବିପକ୍ଷ ଟି୨୦ ସିରିଜ:ଅଭିଷେକଙ୍କ ସହ କିଏ କରିବେ ଓପନିଂ

ନୂଆଦିଲ୍ଲୀ:ବାଂଲାଦେଶ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଘୋଷିତ ୧୫ ଜଣିଆ ଦଳର ନେତୃତ୍ୱ ସୂର୍ଯ୍ୟକୁମାର ଯାଦବ ନେବେ । ଅକ୍ଟୋବର ୬ରେ ପ୍ରଥମ ଟି୨୦ ଗ୍ୱାଲିୟରରେ ଖେଳାଯିବ । ଏହା ପରେ ବାକି ୨ଟି ମ୍ୟାଚ ୯ ଏବଂ ୧୨ରେ ଦିଲ୍ଲୀ, ହାଇଦ୍ରାବାଦରେ…

ବର୍ଷା ଯୋଗୁ ବାତିଲ ହେଲା କୋଣାର୍କ ସୂର୍ଯ୍ୟାସ ଓଡିଶା-ଇଣ୍ଡିଆ କ୍ୟାପିଟାଲ୍ସ ମ୍ୟାଚ

ସୁରଟ: ଲିଜେଣ୍ଡସ ଲିଗ କ୍ରିକେଟରେ ରବିବାର ଖେଳାଯିବାକୁ ଥିବା କୋଣାର୍କ ସୂର୍ଯ୍ୟାସ ଓଡିଶା ଓ ଇଣ୍ଡିଆ କ୍ୟାପିଟାଲ୍ସ ମ୍ୟାଚ ବର୍ଷା ଏବଂ ଓଦା ଆଉଟଫିଲ୍ଡ ଯୋଗୁ ବାତିଲ ହୋଇଯାଇଛି । ଗ୍ରାଉଣ୍ଡ ଷ୍ଟାଫଙ୍କ ଆପ୍ରାଣ ଉଦ୍ୟମ ସତ୍ୱେ ପିଚ ଖେଳିବା ଉପଯୋଗୀ ହୋଇପାରି ନ ଥିଲା । ଶେଷରେ ମ୍ୟାଚ ଅଫିସିଆଲ…

ଆନ୍ତର୍ଜାତୀୟ ଟି୨୦ରୁ କାହିଁକି ଅବସର ନେଲେ କହିଲେ ରୋହିତ

ମୁମ୍ବାଇ: ଭାରତ ଟି୨୦ ବିଶ୍ୱକପ ୨୦୨୪ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଏହି ଲୋକପ୍ରିୟ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ରୋହିତ ହଠାତ କାହିଁକି ଏହି ଫର୍ମାଟରୁ ଅବସର ନେଲେ ତାହାର ଖୁଲାସା ଏବେ କରିଛନ୍ତି । ହାତରେ ଟ୍ରଫି ଧରିବା ବେଳେ ମୁଁ ଦେଖିଥିଲି ଅନେକ ଯୁବ…

ନୂଆ ଆଉ କଡା ନିୟମରେ ଏଥର ଖେଳାଯିବ ଆଇପିଏଲ

ମୁମ୍ବାଇ: ମେଗା ନିଲାମ ପ୍ରକ୍ରିୟା ପୂର୍ବରୁ ବିସିସିଆଇ ଆଇପିଏଲରେ ରିଟେନଶନଠାରୁ ଆରମ୍ଭ କରି ଅନ୍ୟ ନିୟମ ଉପରୁ ପରଦା ଉଠାଇଛି । ନୂତନ ନିୟମ ଅନୁସାରେ ଗୋଟିଏ ଫ୍ରାଂଚାଇଜ ୬ଜଣ ଖେଳାଳିଙ୍କୁ ରିଟେନ କରିପାରିବ । ଏଥିରେ ୨ଜଣ ଅନକ୍ୟାପେଡ ଭାରତୀୟ ଖେଳାଳିଙ୍କୁ ରଖାଯାଇ ପାରିବ । ଏହା ବ୍ୟତୀତ…

କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ବନାମ ଇଣ୍ଡିଆ କ୍ୟାପିଟଲ୍ସ

ସୁରଟ: ଲିଜେଣ୍ଡସ୍ ଲିଗ୍ କ୍ରିକେଟ୍ ୨୦୨୪ ରେ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା ଆଜିର ମ୍ୟାଚ ପାଇଁ ପ୍ରସ୍ତୁତି ଶେଷ କରିଛି । ସୁରଟର ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଆଜି ଦୀନେଶ କାର୍ତ୍ତିକଙ୍କ ଇଣ୍ଡିଆ କ୍ୟାପିଟଲ୍ସକୁ ଭେଟିବ କୋଣାର୍କ ସୂର୍ଯ୍ୟାସ ଓଡ଼ିଶା । ସନ୍ଧ୍ୟା ୭ରେ ଖେଳ ଆରମ୍ଭ…

ବିସିସିଆଇର ନୂଆ ଘୋଷଣା, ଏଣିକି ଆଇପିଏଲ୍ ଖେଳାଳିଙ୍କୁ ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ ପୂର୍ବରୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଚିବ ଜୟ ଶାହା ଏକ ବଡ଼ ଘୋଷଣା କରିଛନ୍ତି। ସେ ଶନିବାର କହିଛନ୍ତି ଯେ ଦଳରେ ସାମିଲ ଖେଳାଳିଙ୍କୁ ମ୍ୟାଚ୍ ଫି ହିସାବରେ ପ୍ରତି ମ୍ୟାଚରେ ୭.୫ ଲକ୍ଷ ଟଙ୍କା ମିଳିବ। ଏଥି ସହିତ ଯଦି ଜଣେ…

ଭୁବନେଶ୍ୱରରେ ଆରମ୍ଭ ହେଲା ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ପ୍ରଫେସନାଲ୍ ଚେସ୍ ଟ୍ରେନିଙ୍ଗ ଏକାଡେମୀ (ପ୍ରୋ-ଚେସ୍‌-ଟା) ଠାରେ ପ୍ରୋଡିଜି କ୍ଲାସିକାଲ୍ ଚେସ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସଂସ୍କରଣ ଆରମ୍ଭ ହୋଇଯାଇଛି । ଓଡ଼ିଶା କ୍ରୀଡା ଓ ଯୁବସେବା ବିଭାଗ ଦ୍ୱାରା ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାରେ ୧୦୦ରୁ ଉର୍ଦ୍ଧ୍ୱ…