Latest Odisha News

BREAKING NEWS

Browsing Category

ଖେଳ

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଫାଇନାଲରେ ରେକର୍ଡ ସ୍କୋର କଲା ଅଷ୍ଟ୍ରେଲିଆ

ବେନୋନି: ଏଠାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୨୫୪ ରନର ରେକର୍ଡ ଟାର୍ଗେଟ ଭାରତ ସମ୍ମୁଖରେ ରଖିଛି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ୱିକେଟ ବିନିମୟରେ ୨୫୩ ରନ କରିଥିଲା । ବିଶ୍ୱକପ ଫାଇନାଲରେ ଏହା ସର୍ବୋଚ୍ଚ ସ୍କୋର ।…

୧୯ ବର୍ଷରୁ କମ ବିଶ୍ୱକପରୁ ସିନିୟର ଟିମରେ ଷ୍ଟାର ସାଜିଥିବା ଖେଳାଳି

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ୨୪ ବର୍ଷ ତଳେ ଭାରତ କଲମ୍ବୋରେ ଶ୍ରୀଲଙ୍କାକୁ ହରାଇ ପ୍ରଥମ ଥର ଏହି ଟ୍ରଫି ହାସଲ କରିଥିଲା । ଏବେ ୫ମ ଥର ପାଇଁ ଟାଇଟଲ ଜିତିବା ପାଇଁ ପଡିଆକୁ ଓହ୍ଲାଇବ । ୨୦୦୪ରେ ମହମ୍ମଦ କୈଫଙ୍କ ନେତୃତ୍ୱରେ…

ସୌରଭ ଗାଙ୍ଗୁଲିଙ୍କ ଘରୁ ମୋବାଇଲ ଚୋରି!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, କୋଲକାତାର ବେହାଲାସ୍ଥିତ ତାଙ୍କ ଘରୁ ତାଙ୍କ ଜେଜେବାପାଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଯାଇଥିବାର ଖବର ସାମ୍ନାକୁ ଆସିଛି। ଯଦିଓ…

୧୩ ବର୍ଷ ପରେ କୋହଲି ପ୍ରଥମ ଥର ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ଓହରିଲେ, ସଚିନ ୪ଥର ଖେଳି ନ ଥିଲେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ଆନ୍ତର୍ଜାତୀୟ ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଛନ୍ତି । ବ୍ୟକ୍ତିଗତ କାରଣ ଯୋଗୁ ସେ ଏହି ନିଷ୍ପତି ନେଇଛନ୍ତି । କୋହଲି ୨୦ ଜୁନ ୨୦୧୧ରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେବେଠାରୁ ସେ…

ରଣଜୀ ଟ୍ରଫି: ଉତରାଖଣ୍ଡର ୩୪୨ ରନ ଜବାବରେ ଓଡିଶା ୧୨୩/୬

କଟକ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ପୁନର୍ବାର ଓଡିଶା ବ୍ୟାଟ୍ସମ୍ୟାନ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଡ୍ରିମ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା ଗ୍ରୁପ ଡି ମୁକାବିଲାରେ ଉତରାଖଣ୍ଡର ପ୍ରଥମ ଇନିଂସ ସ୍କୋର ୩୪୨ ରନ ଜବାବରେ ଓଡିଶା ୬ ୱିକେଟ ବିନିମୟରେ ୧୨୩ ରନ କରିଛି । ଆଶୀର୍ବାଦ ସ୍ୱାଇଁ ୫୪…

ବାଉଚରଙ୍କ ବୟାନ ପରେ ପତ୍ନୀଙ୍କ ପ୍ରତିକ୍ରିୟା ନେଇ ମୁହଁ ଖୋଲିଲେ ରୋହିତ

ମୁମ୍ବାଇ: ଆଇପିଏଲ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟେଇ ଦେଇଛି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ମୁମ୍ବାଇ ୫ଥର ଚାମ୍ପିୟନ କରାଇଥିବା ରୋହିତଙ୍କୁ ହଟାଇବା ନେଇ ପ୍ରଶଂସକମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ…

ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ବାକି ୩ଟି ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଘୋଷଣା କରାଯାଇଛି । ୧୭ ସଦସ୍ୟ ଦଳରେ ବିରାଟ କୋହଲି ଓ ଶ୍ରେୟାସ ଆୟାର ନାହାନ୍ତି । ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଯଶପ୍ରୀତ ବୁମରାହ ବିଶ୍ରାମ ନେବେ ବୋଲି ଆଲୋଚନା ହେଉଥିଲେ…

ଓଡ଼ିଶାର ସର୍ବବୃହତ ଘରୋଇ କ୍ରିକେଟ କୋଚିଂ ସେଣ୍ଟର ଖୋଲିବେ ରବି ଶାସ୍ତ୍ରୀ

କଟକ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଓଡ଼ିଶାରେ ଏକ କ୍ରିକେଟ୍ କୋଚିଂ ସେଣ୍ଟର ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମହତ୍ତ୍ୱାକାଂକ୍ଷୀ କୋଚିଂ ସେଣ୍ଟର ଦେଶର ପୂର୍ବାଞ୍ଚଳର ସର୍ବବୃହତ ଘରୋଇ କ୍ରିକେଟ୍ କୋଚିଂ…

ଦୀନେଶଙ୍କ ସହ ବିଶ୍ୱାସଘାତକତା କରିଥିଲେ ପତ୍ନୀ ଓ ବନ୍ଧୁ ବିଜୟ

ଭାରତୀୟ କ୍ରିକେଟର ସିନିୟର ୱିକେଟକିପର ଦୀନେଶ କାର୍ତିକଙ୍କ ଜୀବନରେ ଅନେକ ଝଡ ଆସିଛି । ତେବେ ପତ୍ନୀ ଓ ବନ୍ଧୁ ତାଙ୍କ ସହ ବିଶ୍ୱାସଘାତକତା କରିବେ ତାହା ସେ କେବେ ସ୍ୱପ୍ନରେ ଭାବି ନ ଥିଲେ । ଦୀନେଶ ଓ ନିକିତା ବନଜାରା ଦୀର୍ଘ ଦିନ ପରସ୍ପରକୁ ଭଲ ପାଇବା ପରେ ଶେଷରେ ବିବାହ କରିଥିଲେ । ୨୦୧୨ରେ…

ରଣଜୀ ଟ୍ରଫି: ପ୍ରାରମ୍ଭିକ ସଫଳତା ସତ୍ୱେ ପୁନର୍ବାର ନିରାଶ କଲେ ଓଡିଶା ବୋଲର

କଟକ: ରଣଜୀ ଟ୍ରଫି କ୍ରିକେଟର ଶୁକ୍ରବାର ଗ୍ରୁପ ଡିର ଏକ ମୁକାବିଲାରେ ଓଡିଶା ବିପକ୍ଷରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଉତରାଖଣ୍ଡ ୩ ୱିକେଟ ବିନିମୟରେ ୨୩୨ ରନ ସଂଗ୍ରହ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଉତରାଖଣ୍ଡ ୨ ୱିକେଟ ବିନିମୟରେ ୨୨ ରନ ସଂଗ୍ରହ କରି ପ୍ରାରମ୍ଭିକ ବ୍ୟାଟିଂ…