Latest Odisha News

BREAKING NEWS

Browsing Category

ଖେଳ

ମହିଳା କ୍ରିକେଟ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ବିଜୟ ହାସଲ କଲା ଟିମ ଇଣ୍ଡିଆ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଟିମ ୱାଙ୍ଖେଡ ଷ୍ଟାଡିୟମରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଐତିହାସିକ ବିଜୟ ହାସଲ କରିଛି । ଅଷ୍ଟ୍ରେଲିଆ ବିରୋଧରେ ଭାରତର ଏହା ପ୍ରଥମ ଟେଷ୍ଟ ବିଜୟ । ରବିବାର ଅନ୍ତିମ ଦିବସରେ ଅଷ୍ଟ୍ରେଲିଆ ଟିମ ଦ୍ୱିତୀୟ ଇନିଂସରେ ୧୬୧ ରନରେ ଅଲଆଉଟ ହୋଇଯାଇଥିଲା…

କ୍ରିକେଟଠାରୁ ୫ ମାସ ଦୂରେଇ ରହି ପାରନ୍ତି ହାର୍ଦ୍ଦିକ: ରିପୋର୍ଟ

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତପ୍ରାପ୍ତ ହୋଇଥିଲେ । ବର୍ତମାନ ସୁଦ୍ଧା ସେ ସମ୍ପୂର୍ଣ୍ଣ ଭାବେ ତାଙ୍କ ଆଘାତରୁ ମୁକୁଳି ପାରି ନାହାନ୍ତି । ମିଡିଆ ରିପୋର୍ଟ୍ସ ଅନୁସାରେ ସେ ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜ ଓ ଆଇପିଏଲ ୨୦୨୪ ଖେଳି ନ…

ମ୍ୟାଚ ଜିତି ଦକ୍ଷିଣ ଆଫ୍ରିକାରେ ଦ୍ବିତୀୟ ଥର ଇତିହାସ ରଚିଲା ମ୍ୟାନ୍ ଇନ୍ ବ୍ଲ୍ୟୁ

ବୋଲାଣ୍ଡ ପାର୍କ: ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ଏକପାଖିଆ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ମ୍ୟାଚକୁ କବଜା କରିବା ସହିତ ଦିନିକିଆ ସିରିଜ ନିଜ ନାଁରେ କରିଛି। ଭାରତ ଏହି ସିରିଜକୁ ୨-୧ରେ କବଜା କରିଛି।…

ଡବ୍ଲୁଏଫ୍ଆଇର ନୂଆ ସଭାପତି ସଞ୍ଜୟ ସିଂହ, ସାକ୍ଷୀ ମଲ୍ଲିକ କହିଲେ ଛାଡିଦେବେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଙ୍ଘ (ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ମୁଖ୍ୟ ବ୍ରିଜ୍ ଭୂଷଣ ଶରଣ ସିଂହଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂହ ଗୁରୁବାର ସଂଘର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସଂସ୍କାର ଓ ନେତୃତ୍ୱ ପରିବର୍ତ୍ତନ ଦାବିରେ ଜନ୍ତରମନ୍ତରରେ ବିକ୍ଷୋଭକାରୀ କୁସ୍ତିଯୋଦ୍ଧାମାନେ…

ଭଣଜାଙ୍କୁ କ୍ରିକେଟର ବନେଇବାକୁ ଚାହିଁବାରୁ ଘରକୁ ଆସିବାକୁ ମନା କରିଦେଲେ ଭିଣେଇ, ଏବେ IPLରେ ସଫଳ ହେଲା ମାମୁଁଙ୍କ…

ନୂଆଦିଲ୍ଲୀ: ସମୀର ରିଜଭିଙ୍କ ପିତା ହସିନ ରିଜଭି ତାଙ୍କ ଶଳା ସାହେବ ତାକିବଙ୍କ ପାଇଁ ଘରର କବାଟ ସବୁ ଦିନ ପାଇଁ ବନ୍ଦ କରିଦେଇଥିଲେ।  କାରଣ ତାକିବ ତାଙ୍କ ଭଣଜା ସମୀରଙ୍କୁ କ୍ରିକେଟ୍ ଖେଳିବା ପାଇଁ ପ୍ରସ୍ତୁତ କରୁଥିଲେ। ସମୀରଙ୍କ ମାମୁଁ ତାକିବ ନିଜେ ମଧ୍ୟ ଜଣେ କ୍ରିକେଟର ହେବାକୁ…

ଦ୍ୱିତୀୟ ଦିିନିକିଆରେ ଭାରତ ୨୧୧ରେ ଅଲଆଉଟ

କ୍ୱେବରାହ: ଏଠାରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୨୧୧ ରନରେ ଅଲଆଉଟ ହୋଇଯାଇଛି । ଟସ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବା ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା । ଏହାର ଜବାବରେ ଟିମ ଇଣ୍ଡିଆ ୪୬.୧ ଓଭରରେ ୨୧୧ ରନ କରି ଅଲଆଉଟ ହୋଇ ଯାଇଥିଲା…

ଆଇପିଏଲ ଇତିହାସର ୫ ଦାମୀ ଖେଳାଳି, ଜଣେ ବି ଭାରତୀୟ ନାହାନ୍ତି

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ନିଲାମରେ ବାଜି ମାରିଛନ୍ତି ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ । ତାଙ୍କୁ କୋଲକାତା ନାଇଟ ରାଇଡର୍ସ ୨୪.୭୫ କୋଟିରେ କ୍ରୟ କରିଛି । ସେ ଏଥିସହ ସମଗ୍ର ଆଇପିଏଲ ଇତିହାସରେ ମଧ୍ୟ ଦାମୀ ଖେଳାଳି ପାଲଟିଛନ୍ତି । ଆଇପିଏଲ ଇତିହାସର ଦାମୀ ଖେଳାଳିଙ୍କ ତାଲିକାରେ ଭାରତରେ କେହି…

ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା: ସବୁଠାରୁ ମହଙ୍ଗା ମିଚେଲ ଷ୍ଟାର୍କ

ନୂଆଦିଲ୍ଲୀ:ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା । ନିଲାମ ହେଲେ ଆଇପିଏଲ ଖେଳାଳୀ । ଦୁବାଇରେ କୋଟି କୋଟି ଟଙ୍କାରେ ଖେଳାଳିଙ୍କର ଆଜି ନିଲାମ ହୋଇଛି । ଏହି ମିନି ଅକ୍ସନରେ ୩୩୨ ଖେଳାଳିଙ୍କ ମୂଲ୍ୟ ଧାର୍ଯ୍ୟ ହୋଇଛି । ଏଥିରେ ୨୧୬ ଜଣ ଭାରତୀୟ ଏବଂ ୧୧୬ ଜଣ ବିଦେଶୀ ଖେଳାଳି ଅଛନ୍ତି ।ଏହି ୩୩୨…

ବଦଳିବ ବାରବାଟୀ କ୍ରିକେଟ ଷ୍ଟାଡିୟମର ଚେହେରା

କଟକ: ବାରବାଟୀ ଷ୍ଟାଡିୟମକୁ ଅନ୍ତର୍ଜାତୀୟ ମାନର କରିବା ସହ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଯୋଜନା କରୁଛି। ରବିବାର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକ ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏହି ସୂଚନା ଦେଇଛନ୍ତି। ନବୀକରଣ ନେଇ ଏକ ବିସ୍ତୃତ…

ପ୍ରଥମ ଦିନିକିଆରେ ଭାରତ ନିକଟରୁ ଦକ୍ଷିଣ ଆଫ୍ରିକାର ଶୋଚନୀୟ ପରାଜୟ, ଅର୍ଶଦୀପଙ୍କୁ ୫ ୱିକେଟ

ଜୋହାନ୍ସବର୍ଗ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୮ ୱିକେଟରେ ଶୋଚନୀୟ ଭାବେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୨୭.୩ ଓଭରରେ ୧୧୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଟୋନୀ ଡେ…