Latest Odisha News

BREAKING NEWS

Browsing Category

ଖେଳ

ଆଜି ଖେଳାଯିବ ଭାରତ- ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ, ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ନୂଆଦିଲ୍ଲୀ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଖେଳାଯିବ । ଟେଷ୍ଟ ସିରିଜ ଜିତିବା ପରେ ଦିନିକିଆ ସିରିଜ ଉପରେ କବଜା କରିବା ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବ ଭାରତ । ସେପଟେ ଟେଷ୍ଟ ସିରିଜ ହାରିବାର ପ୍ରତିଶୋଧ ନେବା ଲକ୍ଷ୍ୟରେ…

ଓଡିଶାର ପ୍ରଥମ ଆଥଲେଟ ଭାବେ ଏସିଆନ ପାରା ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ପ୍ରମୋଦ

ଭୁବନେଶ୍ୱର: ଭାରତର ଷ୍ଟାର ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ପାରା ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ପ୍ରମୋଦ ଓଡିଶାର ପ୍ରଥମ ଆଥଲେଟ ଭାବେ ଏହି ଯୋଗ୍ୟତା ଅର୍ଜନ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏସିଆନ ଗେମ୍ସ ଚୀନରେ…

ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବ ଭାରତର ୨୩ ବର୍ଷରୁ କମ ଫୁଟବଲ ଟିମ

ନୂଆଦିଲ୍ଲୀ: ଭାରତର ୨୩ ବର୍ଷରୁ କମ ପୁରୁଷ ଏବଂ ମହିଳା ଫୁଟବଲ ଟିମ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବେ । କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ଭାରତୀୟ ଫୁଟବଲ ଟିମ ଏବେ ୧୮ତମ ସ୍ଥାନରେ ରହିଛି । ଏସିଆଡ ଫର୍ମାଟ ଅନୁସାରେ ୨୩ ବର୍ଷରୁ କମ ଟିମ ସହ ୩ଜଣ…

ଟି୨୦ରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ମାଲେସିଆ ବୋଲର ସ୍ୟାଜରୁଲ ଇଦ୍ରୁସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଏସିଆ ବି କ୍ୱାଲିଫାୟର ମୁକାବିଲାରେ ମାଲେସିଆର ସ୍ୟାଜରୁଲ ଇଦ୍ରୁସ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଟି୨୦ ଇତିହାସରେ ସେ ପ୍ରଥମ ବୋଲର ଭାବେ ୭ଟି ୱିକେଟ ହାସଲ କରିଛନ୍ତି । ଏହି ପେସ ବୋଲର ଜଣଙ୍କ ଚୀନର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଥିଲେ ।…

ଯୁବରାଜ ସିଂଙ୍କ ମାଆଙ୍କୁ ଧମକ: ୪୦ ଲକ୍ଷ ନଦେଲେ ମିଥ୍ୟା ମାମଲାରେ ଫସେଇ ଦେବି କହିଲେ ମହିଳା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ମାଆଙ୍କୁ ମିଥ୍ୟା ମାମଲାରେ ଫସାଇ ଦେବାକୁ ମିଳିଛି ଧମକ। ଏହି ଘଟଣା ପରେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି ଯୁବରାଜ ସିଂଙ୍କ ପରିବାର ଲୋକେ। ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ ଲକ୍ଷ ଟଙ୍କା…

ୱେଷ୍ଟଇଣ୍ଡିଜର ବିମାନ ସେବା ନେଇ ଅସନ୍ତୋଷ ବ୍ୟକ୍ତ କଲେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଏବେ ୱେଷ୍ଟଇଣ୍ଡିଜ ଗସ୍ତରେ ରହିଛି । ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୦ରେ ଜିତିବା ପରେ ଏବେ ଦିନିକିଆ ସିରିଜ ଉପରେ ନଜର ରହିଛି । ତେବେ ୱେଷ୍ଟଇଣ୍ଡିଜରେ ବିମାନ ସେବା ନେଇ ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତ୍ରିନିଦାଦରୁ ବାରବାଡୋସ ଯିବା…

ଦିନିକିଆ ବିଶ୍ୱକପ କ୍ରିକେଟ: ଭାରତ-ପାକିସ୍ତାନ ମ୍ୟାଚ ତାରିଖ ବଦଳିପାରେ

ମୁମ୍ବାଇ: ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟରେ ଏକ ବଡ ଧରଣର ପରିବର୍ତନ ହୋଇପାରେ । ୧୫ ଅକ୍ଟୋବରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ହାଇ ଭୋଲଟେଜ ମୁକାବିଲାର ତାରିଖ ବଦଳି ପାରେ ବୋଲି ଅନୁମାନ କରାଯାଉଛି । ୧୫ ଅକ୍ଟୋବରରୁ ନବରାତ୍ରୀ ଆରମ୍ଭ ହେଉଛି ।…

ଘରୋଇ ପିଚରେ ଭାରତୀୟ କ୍ରିକେଟ ଦଳ ଖେଳିବ ୧୬ ଆନ୍ତର୍ଜାତୀୟ ମ୍ୟାଚ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ୨୦୨୩ ଓ ୨୪ରେ ଭାରତୀୟ ଦଳ ଘରୋଇ ପରିବେଶରେ ୧୬ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଏଥିରେ ୫ଟି ଟେଷ୍ଟ, ୩ ଦିନିକିଆ ଓ ୮ଟି ଟି୨୦ ମ୍ୟାଚ ଖେଳାଯିବ । ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ପୂର୍ବରୁ ଭାରତ ଗସ୍ତରେ ଆସିବ ଅଷ୍ଟ୍ରେଲିଆ ।…

୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ ହେଲେ ହରମନପ୍ରୀତ

ଦୁବାଇ: ବାଂଲାଦେଶ ବିପକ୍ଷ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ମ୍ୟାଚରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ଭାରତୀୟ ମହିଳା ଟିମର ଅଧିନାୟିକା ହରମନପ୍ରୀତ କୌରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମଙ୍ଗଳବାର ଆଇସିସି ଆଚରଣ ସଂହିତା ତାଙ୍କୁ ୨ଟି ଆନ୍ତର୍ଜାତୀୟ ମ୍ୟାଚରୁ ନିଲମ୍ବିତ କରିଛି…

ଓଭାଲ ଟେଷ୍ଟ ପରେ ସ୍ମିଥ, ୱାର୍ଣ୍ଣରଙ୍କ ଅବସରକୁ ନେଇ ଜୋର ଧରିଲା ଚର୍ଚ୍ଚା

ଓଭାଲ: ଆଶେସ ସିରିଜର ଅନ୍ତିମ ଟେଷ୍ଟ କିଙ୍ଗଷ୍ଟନ ଓଭାଲରେ ଖେଳାଯିବ । ତେବେ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ପରେ ଅଷ୍ଟ୍ରେଲିଆର ଦୁଇ ମହାନ ଖେଳାଳି ଷ୍ଟିଭ ସ୍ମିଥ ଓ ଡେଭିଡ ୱାର୍ଣ୍ଣର ଅବସର ନେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ…