Latest Odisha News

BREAKING NEWS

Browsing Category

ଖେଳ

ବାଂଲାଦେଶ ବିଜୟୀ, ସେମିଫାଇନାଲ ଦୌଡରୁ ବାଦ ପଡିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ବାଂଲାଦେଶ ୩ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ଏଥିସହ ଶ୍ରୀଲଙ୍କାର ସେମିଫାଇନାଲ ପ୍ରବେଶ ଆଶା ନଷ୍ଟ ହୋଇଯାଇଛି । ବାଂଲାଦେଶ ପୂର୍ବରୁ ଏହି ଦୌଡରୁ ବାଦ ପଡିସାରିଛି । ୨୮୦ ରନର ଲକ୍ଷ୍ୟକୁ ପିଛା କରି ବାଂଲାଦେଶ ୪୧.୧ ଓଭରରେ ୭ ୱିକେଟ…

ପଞ୍ଜାବ ଜିତିଲା ସୟେଦ ମୁସ୍ତାକ ଅଲୀ ଟ୍ରଫି ଟାଇଟଲ

ମୋହାଲୀ: ବରୋଦାକୁ ୨୦ ରନରେ ପରାସ୍ତ କରି ପଞ୍ଜାବ ପ୍ରଥମ ଥର ପାଇଁ ସୟେଦ ମୁସ୍ତାକ ଅଲୀ ଟ୍ରଫି ଟାଇଟଲ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୨୩ ରନ ସଂଗ୍ରହ କରିଥିଲା । ଅନମୋଲପ୍ରୀତ ସିଂ ୬୧ ବଲରେ ୧୧୩ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ନେହାଲ…

ବାଂଲାଦେଶ ସମ୍ମୁଖରେ ୨୮୦ ରନର ଟାର୍ଗେଟ ରଖିଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଚାରିଥ ଆଶଲଙ୍କାଙ୍କ ଶତକ ବଳରେ ଦିନିକିଆ ବିଶ୍ୱକପ କ୍ରିକେଟରେ ସୋମବାର ଅନୁଷ୍ଠିତ ମୁକାବିଲାରେ ଶ୍ରୀଲଙ୍କା ୨୮୦ ରନର ଟାର୍ଗେଟ ବାଂଲାଦେଶ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୪୯.୩ ଓଭରରେ ୨୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏକଦା ଶ୍ରୀଲଙ୍କା ୩୦୦ରୁ…

ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ଟାଇମ ଆଉଟ ହେଲେ ଆଞ୍ଜେଲୋ ମାଥ୍ୟୁସ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚରେ ଆଞ୍ଜେଲୋ ମାଥ୍ୟୁସ ପ୍ରଥମ ଖେଳାଳି ଭାବେ ଟାଇମ ଆଉଟ ହୋଇଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ଏହା ପୂର୍ବରୁ କୌଣସି ବ୍ୟାଟ୍ସମ୍ୟାନଙ୍କୁ ଅମ୍ପାୟର ଏ ଭଳି ଆଉଟ ଦେଇ ନ ଥିଲେ । ମ୍ୟାଚର ୨୫ତମ ଓଭରରେ ସଦୀରା ସମରବ୍ରିକମା…

କୋହଲି ସାଜିଲେ ୪୯ ଶତକର ରାଜା

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଦିନିକିଆ କ୍ରିକେଟରେ ୪୯ ଶତକକୁ ଏକ ଏଭରେଷ୍ଟ ମାଇଲଷ୍ଟୋନ ବିବେଚନା କରାଯାଉଥିଲା । ତେବେ ଏହି ରେକର୍ଡ ସହ ବିରାଟ କୋହଲି ସମକକ୍ଷ ହୋଇ ଭାରତୀୟ କ୍ରିକେଟରେ ନୂତନ ଅଧ୍ୟାୟ ଯୋଡିଛନ୍ତି । ସେ ଏବେ ଦିନିକିଆରେ ୪୯ ଶତକର ରାଜା ସାଜିଛନ୍ତି । ଆଉ ଗୋଟିଏ ଶତକ…

କ୍ରୀଡା ମନ୍ତ୍ରୀ ବରଖାସ୍ତ କଲେ ସମ୍ପୂର୍ଣ୍ଣ ଶ୍ରୀଲଙ୍କା କ୍ରିକେଟ ବୋର୍ଡ

କଲମ୍ବୋ:ବିଶ୍ୱକପ କ୍ରିକେଟରେ ଭାରତ ବିପକ୍ଷରେ ଶ୍ରୀଲଙ୍କା ଲଜ୍ଜାଜନକ ପରାଜୟବରଣ କରିଛି । ଏଥିନେଇ ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପରିକି ଶ୍ରୀଲଙ୍କା କ୍ରୀଡା ମନ୍ତ୍ରୀ ରୋଶନ ରାଣାସିଂଘେ ରାଷ୍ଟ୍ରୀୟ କ୍ରିକେଟ ବୋର୍ଡକୁ ବରଖାସ୍ତ କରି ଦେଇଛନ୍ତି । ଦୁର୍ନୀତି ଏବଂ ଅନ୍ୟ…

ବିଶ୍ବକପ୍: ଭାରତର କ୍ରମାଗତ ଅଷ୍ଟମ ବିଜୟ, ୨୪୩ ରନ୍‌ରେ ହାରିଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର: କୋଲକାତାର ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ। ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ। ବିରାଟ କୋହଲିଙ୍କ ଶତକୀୟ ଇନିଂସ ଓ ରବୀନ୍ଦ୍ର ଜାଡ଼େଜାଙ୍କ…

୩୫ ବର୍ଷରେ ପାଦ ଥାପିଲେ କିଙ୍ଗ କୋହଲି : ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ : ଭାରତର ଶ୍ରେଷ୍ଠ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ତଥା ଟିମ୍ ଇଣ୍ଡିଆର ସବୁଠୁ ଦମଦାର ଖେଳାଳୀଙ୍କ ର ଆଜି ଜନ୍ମଦିନ  । ହଁ ଆଜ୍ଞା ଆମେ କହୁଛୁ ବିରାଟ କୋହଲିଙ୍କ କଥା  । ଆଜି ୩୫ ବର୍ଷରେ ପାଦ ଥାପିଲେ ବିରାଟ  । ଜନ୍ମଦିନ ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ୧୯୮୮…

ଇଂଲଣ୍ଡକୁ ୩୩ରନରେ ପରାସ୍ତ କଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟରେ ଶନିବାର ଇଂଲଣ୍ଡକୁ ୩୩ରନରେ ଅଷ୍ଟ୍ରେଲିଆ ପରାସ୍ତ କରିଛି । ୨୮୭ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୪୮.୧ ଓଭରରେ ୨୫୩ ରନ କରିବାକୁ ସକ୍ଷମ ହୋଇଥିଲା । ଡାୱିଡ ମାଲାନ ୫୦, ବେନ ଷ୍ଟୋକ୍ସ ୬୪ ଓ କ୍ରିସ ୱକସ ୩୨ ରନର ଇନିଂସ ଖେଳିଥିଲେ ମଧ୍ୟ ତାହା ଦଳକୁ ବିଜୟୀ…

ସୁଲତାନ ଜୋହର କପ ହକି: ଭାରତକୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ସୁଲତାନ ଜୋହର କପ ଜୁନିୟର ହକିରେ ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଉଭୟ ଦଳ ନିର୍ଦ୍ଧାରିତ ସମୟରେ ୩ଟି ଲେଖାଁଏ ଗୋଲ ସ୍କୋର…