Latest Odisha News

BREAKING NEWS

Browsing Category

ଖେଳ

ଦ୍ୱିତୀୟ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟିମ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ବରୁ ଭାରତ ପ୍ରଥମ ଟିମ ଭାବେ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା । ଶନିବାର ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ପାକିସ୍ତାନ ୨୧ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ…

ବୃଥା ହେଲା ନ୍ୟୁଜିଲାଣ୍ଡର ବୃହତ ସ୍କୋର, ଡିଏଲରେ ପାକିସ୍ତାନ ବିଜୟୀ

ବାଙ୍ଗାଲୋର: ବିଶ୍ୱକପ କ୍ରିକେଟରେ ଶନିବାର ଡକ୍ୱୱର୍ଥ ଲୁଇସ ନିୟମରେ ପାକିସ୍ତାନ ୨୧ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ୱିକେଟ ବିନିମୟରେ ୪୦୧ ରନର ବିଶାଳ ସ୍କୋର କରିଥିଲା । ଦିନିକିଆରେ…

ଇଂଲଣ୍ଡ ସମ୍ମୁଖରେ ୨୮୭ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଅହମ୍ମଦାବାଦ: ବିଶ୍ୱକପ କ୍ରିକେଟରେ ଶନିବାର ଇଂଲଣ୍ଡ ସମ୍ମୁଖରେ ୨୮୭ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୯.୩ ଓଭରରେ ୨୮୬ ରନ କରି ଅଲଆଉଟ ହୋଇ ଯାଇଥିଲା । ଷ୍ଟିଭେନ ସ୍ମିଥ ୪୪, ମାର୍ନସ ଲାବୁଶେନ ୭୧ ଓ କାମେରୁନ ଗ୍ରୀନ ୪୭ ରନର ଇନିଂସ ଖେଳିଥିଲେ ।…

ବିଶ୍ୱକପରୁ ଓହରିଲେ ହାର୍ଦ୍ଦିକ, ପ୍ରସିଦ୍ଧ କ୍ରିଷ୍ଣା ସାମିଲ

ମୁମ୍ବାଇ: ଆଘାତ ସମସ୍ୟା ଯୋଗୁ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପ କ୍ରିକେଟର ବାକିତକ ମ୍ୟାଚରୁ ଓହରି ଯାଇଛନ୍ତି । ସେ ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ସେ ଟିମ ସହିତ ରହିବେ ଏବଂ ସମର୍ଥନ କରିବେ ବୋଲି କହିଛନ୍ତି । ଭାରତ…

ଟି୨୦ ବିଶ୍ୱକପ ୨୦୨୪: ଯୋଗ୍ୟତା ହାସଲ କଲେ ନେପାଳ, ଓମାନ

କାଠମାଣ୍ଡୁ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ୨୦୨୪ ଟି୨୦ ବିଶ୍ୱକପ ପାଇଁ ନେପାଳ ଓ ଓମାନ ଯୋଗ୍ୟତା ହାସଲ କରିଛନ୍ତି । ଶୁକ୍ରବାର ପ୍ରଥମ ସେମିଫାଇନାଲରେ ନେପାଳ ୮ ୱିକେଟରେ ୟୁଏଇକୁ ଏବଂ ଦ୍ୱିତୀୟ ସେମିରେ ଓମାନ ୧୦ ୱିକେଟରେ ବାହାରିନକୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି ।…

ନେଦରଲାଣ୍ଡକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଆଫଗାନିସ୍ତାନ ୭ ୱିକେଟରେ ନେଦରଲାଣ୍ଡକୁ ପରାସ୍ତ କରିଛି । ଏଥିସହ ଆଫଗାନିସ୍ତାନ ୭ ମ୍ୟାଚରୁ ୮ ପଂଏଟ ହାସଲ କରି ୫ମ ସ୍ଥାନକୁ ଉନ୍ନୀତ ହୋଇ ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ୧୮୦ ରନର ବିଜୟ ଲକ୍ଷ୍ୟକୁ ୩୧.୩ ଓଭରରେ ୩ ୱିକେଟ ହରାଇ…

ଆଇପିଏଲର ଅଂଶୀଦାର ହେବାକୁ ଚାହୁଁଛି ୟୁଏଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ବ୍ଲୁମର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ସାଉଦି ଆରବ ଏହି ଲିଗର ଅଂଶୀଦାର ହେବାକୁ ଚାହୁଁଛି । ଏହାର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଆଇପିଏଲକୁ ଏକ ଗ୍ଲୋବାଲ କ୍ରିକେଟ ଲିଗ କରିବା ପାଇଁ ପ୍ରସ୍ତାବ…

ପାରା ଆଥଲେଟ ପ୍ରମୋଦ, ସୌନ୍ଦର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଓଡିଶାର ମୂଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାରା ଏସିଆନ ଗେମ୍ସରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିବା ଓଡିଶାର ପାରା ଆଥଲେଟ ପ୍ରମୋଦ ଭଗତ ଓ ସୌନ୍ଦର୍ଯ୍ୟ କୁମାରଙ୍କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଭଗତଙ୍କୁ ୨କୋଟି ଏବଂ ସୌନ୍ଦର୍ଯ୍ୟଙ୍କୁ ୧.୫ କୋଟି ଟଙ୍କା ପୁରସ୍କାର ରାଶି ବାବଦକୁ ପ୍ରଦାନ…

ଆଫଗାନିସ୍ତାନ ସମ୍ମୁଖରେ ୧୮୦ ରନର ଲକ୍ଷ୍ୟ ରଖିଲା ନେଦରଲାଣ୍ଡ

ଲକ୍ଷ୍ନୌ: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ନେଦରଲାଣ୍ଡ ୧୮୦ ରନର ବିଜୟ ଲକ୍ଷ୍ୟ ଆଫଗାନିସ୍ତାନ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ନେଦରଲାଣ୍ଡ ଟିମ ୪୬.୩ ଓଭରରେ ୧୭୯ ରନ କରି ଅଲଆଉଟ ହୋଇ ଯାଇଥିଲା । ମାକ୍ସ ଓ ଡାଉଦ ୪୨, ସାଇବ୍ରାଣ୍ଡ ଇନଗେଲବ୍ରେଚେଟ ୫୮ ରନ…

ଶର୍ଟ ବୋଲିଂ ପ୍ରଶ୍ନ ନେଇ ରାଗିଗଲେ ଶ୍ରେୟାଶ ଆୟାର

ମୁମ୍ବାଇ: ଦିନିକିଆ ବିଶ୍ୱକପ ୨୦୨୩ ସଂସ୍କରଣରେ ଭାରତ କ୍ରମାଗତ ୭ଟି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି । ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଭାରତ ପକ୍ଷରୁ ବିରାଟ କୋହଲି, ଶୁଭମନ ଗିଲ ଓ ଶ୍ରେୟାଶ ଆୟାର ଭଲ ପ୍ରଦର୍ଶନ କରିଥିଲେ । ଆୟାର ୫୬ ବଲରେ ୮୨ ରନ କରିଥିଲେ ।…