Latest Odisha News

BREAKING NEWS

Browsing Category

ଖେଳ

ବୋହୂ ପାଇଁ ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ନୋଟିସ୍

ମୁମ୍ବାଇ: ବିସିସିଆଇ ବସ ତଥା ସଭାପତି ରୋଜର ବିନ୍ନିଙ୍କୁ ନୋଟିସ୍ ହୋଇଛି। ବୋହୂ ମୟନ୍ତି ଲଙ୍ଗେର ଷ୍ଟାର ସ୍ପୋର୍ଟସରେ ନିଯୁକ୍ତ ଅଛନ୍ତି। ଏପରି ସ୍ଥିତିରେ ବୋର୍ଡର ସ୍ବାର୍ଥକୁ ଆଞ୍ଚ ଆସିପାରେ। ତେଣୁ ଏହାଉପରେ ଜବାବ ମଗାଯାଇଥିବା ସୂଚନା ରହିଛି। ବିସିସିଆଇର ନୈତିକ ଅଧିକାରୀ ବିନିତ ସରିନ…

ଜାଣିଛନ୍ତି କି ବିଶ୍ୱକପ ଗ୍ରୁପ ପର୍ଯ୍ୟାୟର ଶେଷ ଲିଗ ମ୍ୟାଚଗୁଡିକ କାହିଁକି ଏକା ସମୟରେ ଖେଳାଯାଏ

ଦୋହା: କତାରରେ ଚାଲିଥିବା ବିଶ୍ୱକପ ଫୁଟବଲ ଧିରେ ଧିରେ ରୋମାଂଚକ ସ୍ଥିତିକୁ ଯାଉଛି । ବର୍ତମାନ ସୁଦ୍ଧା ଚାମ୍ପିୟନ ଫ୍ରାନ୍ସ, ବ୍ରାଜିଲ ଓ ପର୍ତୁଗାଲ ଟିମ ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଛନ୍ତି । ଆୟୋଜକ କତାର ଏହି ଦୌଡରୁ ବାଦ ପଡିଛି । ବର୍ତମାନ ବି ୨୮ଟିମ ନିକଟରେ…

ମୁହାଁମୁହିଁ ହେଲେ ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି

ଲାହୋର: ପାକିସ୍ତାନ କ୍ରିକେଟର ଦୁଇ ମହାନ ଖେଳାଳି ୱାସିମ ଆକ୍ରମ ଓ ସଲୀମ ମଲିକ ମୁହାଁମୁହିଁ ହୋଇଛନ୍ତି । ଆକ୍ରମ ନିଜ ଦେଶର ମଲିକଙ୍କ ବିରୋଧରେ କେତେକ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ୧୯୮୨ରେ ସଲିମ ଏବଂ ୧୯୮୪ରେ ଆକ୍ରମ ପାକିସ୍ତାନ ପକ୍ଷରୁ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।…

ପିଟି ଉଷା ହେଲେ ଆଇଓଏର ପ୍ରଥମ ମହିଳା ସଭାପତି

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ପ୍ରଥମ ମହିଳା ଭାବେ ଭାରତୀୟ ଅଲିମ୍ପିକ ଆସୋସିଏଶନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଥିଲା । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ବିଜୟ ନେଇ…

ଆଇସିସି ବିଶ୍ୱକପ ୨୦୨୩: ଭାରତ ସମେତ ୭ ଟିମ କଲେ ସିଧାସଳଖ କ୍ୱାଲିଫାଇ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ସୋମବାର ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ସିଧାସଳଖ ପ୍ରବେଶ କରିଥିବା ୭ଟିମର ନାମ ଘୋଷଣା କରିଛି । ଆୟୋଜକ ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଯୋଗ୍ୟତା ହାସଲ କରିଛନ୍ତି । ୧୨ ବର୍ଷ ପରେ…

ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍: ଗୋଟିଏ ଓଭରରେ ୭ ଛକା

ଅହମ୍ମଦାବାଦ : ଗୋଟିଏ ଓଭରରେ ୭ଛକା ମାରି ଇତିହାସ ରଚିଲେ ଋତୁରାଜ ଗାଏକଓ୍ୱାଡ୍ । ବିଜୟ ହଜାରେ ଟ୍ରଫି ଆଜିର ମ୍ୟାତରେ ଋତୁରାଜ କରିଛନ୍ତି ରେକର୍ଡ । ଉତ୍ତରପ୍ରଦେଶ ବିପକ୍ଷରେ ଖେଳୁଥିଲେ ମହାରାଷ୍ଟ୍ରର ଟାଣୁଆ କ୍ରିକେଟର ଋତୁରାଜ । ଗୋଟିଏ ଓଭରରେ ୭ ଛକା ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନର…

ବେଲଜିୟମ ହାରିବା ସହ୍ୟ କରି ପାରିଲେନି ପ୍ରଶଂସକ, ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି

ବ୍ରୁସେଲ୍ସ: କତାରରେ ଚାଲିଥିବା ଫୁଟବଲ ବିଶ୍ୱକପରେ ମରକ୍କୋ ନିକଟରୁ ବେଲଜିୟମର ପରାସ୍ତକୁ ପ୍ରଶଂସକମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି । ମ୍ୟାଚ ପରେ ରାଜଧାନୀ ବ୍ରୁସେଲ୍ସରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ କଡା ପଦକ୍ଷେପ ଗ୍ରହଣ…

ହକି ସିରିଜ: ଭାରତର କ୍ରମାଗତ ଦ୍ୱିତୀୟ ପରାଜୟ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ହକି ସିରିଜରେ ରବିବାର ଭାରତ ପୁର୍ନବାର ପରାଜୟବରଣ କରିଛି । ଅଷ୍ଟ୍ରେଲିଆ ୭-୪ରେ ବିଜୟ ହାସଲ କରିବା ସହ ଏହି ସିରିଜରେ ୨-୦ର ଅଗ୍ରଣୀ ହାସଲ କରିଛି । ବିଶ୍ୱକପ ପ୍ରସ୍ତୁତି ପାଇଁ ଭାରତ ଏହି ସିରିଜ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି ।…

ବିଶ୍ୱକପ ଫୁଟବଲ ବିପର୍ଯ୍ୟୟ ନମ୍ବର ୩: ବେଲଜିୟମକୁ ହରାଇଲା ମରକ୍କୋ

ଦୋହା: ଚଳିତ ଫିଫା ବିଶ୍ୱକପରେ ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ଘଟିବାରେ ଲାଗିଛି । ରବିବାର ଗ୍ରୁପ ଏଫର ଏକ ମୁକାବିଲାରେ ମରକ୍କୋ ଅପେକ୍ଷାକୃତ ଶକ୍ତିଶାଳୀ ବିଶ୍ୱର ୨ ନମ୍ବର ଟିମ ବେଲଜିୟମକୁ ୨-୦ ଗୋଲରେ ପରାସ୍ତ କରିଛି । ବିଶ୍ୱକପରେ ୨୪ ବର୍ଷ ପରେ ମରକ୍କୋ ବିଜୟ ହାସଲ କରିଛି । ୧୯୯୮ରେ…

ଭାରତର ପ୍ରଥମ ମହିଳା ଆଇଓଏ ସଭାପତି ଦୌଡରେ ପିଟି ଉଷା

ନୂଆଦିଲ୍ଲୀ: ମହାନ ଆଥଲେଟ ପିଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନ ସଭାପତି ଦୌଡରେ ପ୍ରାର୍ଥୀ ହୋଇଛନ୍ତି । ରବିବାର ସେ ଏ ନେଇ ଅନ୍ୟ ୧୪ଜଣଙ୍କ ସହ ନୋମିନେଶନ ପତ୍ର ଦାଖଲ କରିଛନ୍ତି । ଯଦି ସେ ଏଥିରେ ବିଜୟୀ ହୁଅନ୍ତି ତାହାହେଲେ ପ୍ରଥମ ମହିଳା ଭାବେ ଆଇଓଏର ସଭାପତି ଦାୟିତ୍ୱ ତୁଲାଇବେ । ଆଇଓଏ…