Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱକପରେ ଆର୍ଜେଂଟିନାଠାରୁ ପରାଜିତ ହେବା ସତ୍ୱେ ଫ୍ରାନ୍ସରେ ମେସିଙ୍କୁ ଜୋରଦାର ସ୍ୱାଗତ

ପ୍ୟାରିସ: ଫିଫା ବିଶ୍ୱକପରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଂଟିନା ଚାମ୍ପିୟନ ହୋଇଛି । ତେବେ ଆର୍ଜେଂଟିନାର ଷ୍ଟାର ଖେଳାଳି ଲିଓନେଲ ମେସୀ ବୁଧବାର ଯେତେବେଳେ ଫ୍ରାନ୍ସରେ ପଂହଚିଥିଲେ ତାଙ୍କୁ ସାଥୀ ଖେଳାଳିମାନେ ଜୋରଦାର ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ, ମେସି ପ୍ୟାରିସ ସେଂଟ ଜର୍ମନ କ୍ଲବ…

ଡେରାଡୁନରେ ଚିକିତ୍ସିତ ହେଉଥିବା ଋଷଭ ପନ୍ତଙ୍କୁ ମୁମ୍ବାଇ ଆଣିବ ବିସିସିଆଇ: ଉନ୍ନତ ଚିକିତ୍ସା ପାଇଁ ବିଦେଶ ପଠାଇ ପାରେ…

ମୁମ୍ବାଇ: କାର୍ ଦୁର୍ଘଟଣାରେ ଶିକାର ହୋଇ ଡେରାଡୁନରେ ଚିକିତ୍ସିତ ହେଉଥିବା ୱିକେଟ କିପର ବ୍ୟାଟର ଋଷଭ ପନ୍ତଙ୍କୁ ଉନ୍ନତ ଚିକିତ୍ସା ପାଇଁ ମୁମ୍ବାଇ ଅଣାଯିବ। ଏନେଇ ବିସିସିଆଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଲିଗାମେଣ୍ଟ ଛିଡ଼ିବା ସହିତ ଅନ୍ୟାନ୍ୟ ଆହତର ଚିକିତ୍ସା ଏହିଠାରେ କରାଯିବ ବୋଲି…

ହକି ବିଶ୍ୱ କପ୍ ପାଇଁ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ସମୀର

ଭୁବନେଶ୍ୱର : ଓଡ଼ିଶାରେ ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱ କପ୍ । ଏଥିପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଯାଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ ମିଜୋରାମ ମୁଖ୍ୟମନ୍ତ୍ରୀ ପୁ. ଜୋରାମଥାଙ୍ଗାଙ୍କୁ ଆଜି ସକାଳେ…

ଭୁବନେଶ୍ୱରରେ ପହଞ୍ଚିଲା ନେଦରଲ୍ୟାଣ୍ଡସ୍ ହକି ଟିମ୍

ଭୁବନେଶ୍ୱର : ୧୩ ତାରିଖରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ । ପ୍ରଥମ ବିଦେଶୀ ପ୍ରତିଯୋଗୀ ଦଳ ଭାବେ ଓଡ଼ିଶାରେ ପହଞ୍ଚିଲା ଟିମ୍ । ଭୁବନେଶ୍ୱରରେ ପହଞ୍ଚିଛି ନେଦରଲାଣ୍ଡସ୍ ଟିମ୍ । ବିମାନବନ୍ଦରରେ ଦଳକୁ ଭବ୍ୟ ସ୍ୱାଗତ କରାଯାଇଛି । ୧୦ ତାରିଖରେ ରାଉରକେଲା ଅଭିମୁଖେ ଯିବ ଏହି ଦଳ ଓ ୧୪…

ହକି ବିଶ୍ୱକପ: ବିଭିନ୍ନ ହୋଟେଲରେ ରାତି ଅଧରେ ଚଢାଉ

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ ପୂର୍ବରୁ ରାଜଧାନୀକୁ ଅପରାଧୀଙ୍କ କବଳରୁ ସୁରକ୍ଷିତ ରଖିବାକୁ କମିଶନରେଟ ପୋଲିସ ପ୍ରୟାସ କରୁଛି। ତେଣୁ ରାଜଧାନୀରେ ଥିବା ବିଭିନ୍ନ ହୋଟେଲ ଏବଂ ଲଜରେ ଅତର୍କିତ ଚଢାଉ କରିଛି ପୋଲିସ। ଚଢାଉ ବେଳେ ପୋଲିସ ବିଭିନ୍ନ କାଗଜପତ୍ର ସହିତ କିଏ କିଏ ହୋଟେଲକୁ…

ଶେଷ ଓଭରରେ କାହିଁକି ଅକ୍ଷର ପଟେଲଙ୍କ ହାତରେ ବୋଲ୍ ଦେଲେ, ଜବାବ ରଖିଲେ ପାଣ୍ଡ୍ୟା

ଓ୍ୱାଙ୍ଖଡେ: ଟି -20 ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଅକ୍ଷର ପଟେଲଙ୍କୁ ଏକ ଜଟିଳ ପରିସ୍ଥିତିରେ ଶେଷ ଓଭର ବୋଲିଂ କରିବାକୁ କହିଥିଲେ। କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଚର୍ଚ୍ଚା…

ଶେଷ ଓଭରର ନିଷ୍ପତ୍ତି ପାଇଁ ପଲଟିଗଲା ବାଜି

ଓ୍ବାଙ୍ଖଡେ: ମୁମ୍ବାଇ ୱାଙ୍ଖଡେ ଠାରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି -୨୦ ମ୍ୟାଚର ଶେଷ ଓଭରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ମ୍ୟାଚ ଶ୍ରୀଲଙ୍କା ହାତରେ ଥିବା ବୋଲି ଲାଗୁଥିଲା । ହେଲେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡାଙ୍କ ନିଷ୍ପତ୍ତି ଓ ବୋଲର ଅକ୍ଷର…

ବିଜୟରୁ ଟି-୨୦ ସିରିଜ ଯାତ୍ରା ଆରମ୍ଭ କଲା ଭାରତ: ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର ଦୁଇ ରନରେ ହାରିଲା ଶ୍ରୀଲଙ୍କା

ମୁମ୍ବାଇ: ବିଜୟରୁ ଟି-୨୦ ସିରିଜ ଯାତ୍ରା ଆରମ୍ଭ କଲା ଭାରତ। ଶେଷ ପର୍ଯ୍ୟନ୍ତ ଲଢ଼ି ମାତ୍ର ଦୁଇ ରନରେ ହାରିଲା ଶ୍ରୀଲଙ୍କା। ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ମହାରାଷ୍ଟ୍ରର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା। ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି…

ପୁନର୍ବାର ଆଇପିଏଲକୁ ଫେରିଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ସୌରଭ ଗାଙ୍ଗୁଲି ପୁନର୍ବାର କ୍ରିକେଟ ମୈଦାନକୁ ଫେରିଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ସଭାପତି ଏଥର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ଦିଲ୍ଲୀ ଫ୍ରାଂଚାଇଜ ତାଙ୍କୁ…

ମହାନ ଟେନିସ ଖେଳାଳି ନାଭ୍ରାତିଲୋଭାଙ୍କୁ କ୍ୟାନସର

ନ୍ୟୁୟର୍କ: ଆମେରିକାର ମହାନ ମହିଳା ଟେନିସ ଖେଳାଳି ମାର୍ଟିନା ନାଭ୍ରାତିଲୋଭା କ୍ୟାନସରରେ ଆକ୍ରାନ୍ତ ହୋଇଛି । ରିପୋର୍ଟ ମୁତାବକ ୬୬ ବର୍ଷୀୟା ଏହି ଖେଳାଳିଙ୍କର ୨୦୧୦ରେ ବ୍ରେଷ୍ଟ କ୍ୟାନସର ହୋଇଥିଲା । ଏହା କିଛି ମାସର ଚିକିତ୍ସା ପରେ ଭଲ ହୋଇ ଯାଇଥିଲା । ନିକଟରେ ଡବ୍ଲ୍ୟୁଟିଏ ଫାଇନାଲ…