Latest Odisha News

BREAKING NEWS

Browsing Category

ଖେଳ

ଶେଷ ଓଭରରେ ମ୍ୟାଚ୍ ଜିତାଇଲେ କୋହଲି, ହାରିଲା ପାକିସ୍ତାନ

ମେଲବର୍ଣ୍ଣ: ଟିମ୍ ଇଣ୍ଡିଆର ଦୀପାବଳି ଭେଟି । ଟି-ଟ୍ୱେଣ୍ଟି ବିଶ୍ୱକପରେ ପାକିସ୍ତାନ ବିପକ୍ଷ ରୋମାଞ୍ଚକର ମ୍ୟାଚକୁ ଭାରତ ୪ ୱିକେଟରେ ଜିତି ନେଇଛି । ଟସ୍ ହାରି ପ୍ରଥମେ ପାକିସ୍ତାନ ବ୍ୟାଟିଂ କରିଥିଲା । ୨୦ ଓଭରରେ ପାକିସ୍ତାନ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି…

ବ୍ୟାକଫୁଟରେ ଟିମ୍ ଇଣ୍ଡିଆ, ୩୧ ରନରେ ଖସିଲାଣି ୪ ୱିକେଟ୍

ମେଲବର୍ଣ୍ଣ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନ ସହ ଖେଳୁଛି । ପ୍ରଥମେ ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍ କରିଥିଲା । ୧୬୦ ରନର ପିଛା କରି ବ୍ୟାଟିଂ ଆରମ୍ଭ କରିଥିବା…

T20 World Cup: ଟସ୍ ଜିତି ପାକିସ୍ତାନ ବିପକ୍ଷରେ ଭାରତର ବୋଲିଂ ନିଷ୍ପତ୍ତି

ମେଲବର୍ଣ୍ଣ: ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ଆଜି ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳୁଛି । ମେଲବର୍ଣ୍ଣରେ ଖେଳା ଯାଉଥିବା ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ରୋହିତ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ।…

ଆଉ ଅଳ୍ପ ସମୟ ପରେ ଭାରତ-ପାକ ମ୍ୟାଚ: ମେଘୁଆ ପାଗ, ବର୍ଷା ଆଶଙ୍କା କମିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପର ସବୁଠାରୁ ହାଇ ଭୋଲେଟେଜ ମୁକାବିଲା ଦେଖିବା ପାଇଁ ଇନ୍ଦ୍ର ଦେବତା ବି ବୋଧ ହୁଏ ଚାହୁଁଛନ୍ତି । ଗତ କାଲି ୯୦ ପ୍ରତିଶତ ବର୍ଷା ଆଶଙ୍କା ଥିବା ବେଳେ ଆଜି ଏହା ୧୫ ପ୍ରତିଶତ ଖସି ଆସିଛି । ପାଗ ମେଘୁଆ ଥିଲେ ମଧ୍ୟ ମ୍ୟାଚ ହେବା ସମ୍ଭାବନା ବୃଦ୍ଧି ପାଇଛି । ୧ ଲକ୍ଷ…

ବୋଲିଂରେ କୁରାନଙ୍କ କମାଲ, ୫ ୱିକେଟରେ ଇଂଲଣ୍ଡ ବିଜୟୀ

ପର୍ଥ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟ ଗ୍ରୁପ ୧ର ସୁପର ୧୨ ମୁକାବିଲାରେ ସାମ କୁରାନଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ଇଂଲଣ୍ଡ ୫ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୧୯.୪ ଓଭରରେ ୧୧୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଇବ୍ରାହିମ ଜର୍ଦ୍ଦାନ ୩୨…

ପାକିସ୍ତାନ ସହ ଖେଳିବା ପାଇଁ ଆମେ ପ୍ରସ୍ତୁତ: ରୋହିତ

ସିଡନୀ: ଆସନ୍ତାକାଲି ଅଷ୍ଟ୍ରେଲିଆରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ । ଏହା ପୂର୍ବରୁ ଅଧିନାୟକ ରୋହିତ ଶର୍ମା ପ୍ରେସ ମିଟରେ ଦଳର  ପ୍ରସ୍ତୁତି ନେଇ ମତ ରଖିଛନ୍ତି ।  ସେ କହିଛନ୍ତି ବିଶ୍ବକପ ଖେଳିବା ଗୈାରବର କଥା । ଦେଶ ପାଇଁ ଖେଳିବା…

ଟି୨୦ ବିଶ୍ୱକପ କ୍ରିକେଟ: ବିଶ୍ୱ ଚାମ୍ପିୟନକୁ ହରାଇଲା ନ୍ୟୁଜିଲାଣ୍ଡ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ନିଜସ୍ୱ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ସୁପର ୧୨ର ପ୍ରଥମ ମୁକାବିଲାରେ କିୱି ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୮୯ ରନରେ ଶୋଚନୀୟ ଭାବେ ପରାଜିତ କରିଛି । ଗ୍ରୁପ ୧ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ…

୧୭ ବର୍ଷରୁ କମ ମହିଳା ବିଶ୍ୱକପ : ଆମେରିକାକୁ ହରାଇ ସେମିରେ ନାଇଜେରିଆ

ଭୁବନେଶ୍ୱର: ଚଳିତ ୧୭ ବର୍ଷରୁ କମ ମହିଳା ବିଶ୍ୱକପରେ ବଡ ବିପର୍ଯ୍ୟୟ ସୃଷ୍ଟି ହୋଇଛି । ବିଶ୍ୱର ଏକ ନମ୍ବର ଟିମ ଆମେରିକାକୁ ପେନାଲ୍ଟି ଶୁଟଆଉଟରେ ହରାଇ ନାଇଜେରିଆ ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ ନାଇଜେରିଆ ଏହି ମେଗା ଇଭେଂଟର ସେମିକୁ ଉନ୍ନୀତ ହୋଇଛି । ପୂର୍ବରୁ ୨୦୧୦,…

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ରେ ଆଜି ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ଲଢ଼େଇ

ସିଡ୍‌ନି :  ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟ ମ୍ୟାଚ ଆଜିଠୁ ଆରମ୍ଭ ହେଉଛି। ଆୟୋଜକ ଅଷ୍ଟ୍ରେଲିଆ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ । ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ସହ ଆଫ୍‌ଗାନିସ୍ତାନର ମୁକାବିଲା ହେବ ।  ସିଡ୍‌ନିରେ  ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍‌ ମ୍ୟାଚ୍‌ ପାଇଁ ଦୁଇ ଦଳ…

ଡୋପ ଟେଷ୍ଟରେ ଧରାପଡି ସାମୟିକ ବାସନ୍ଦ ହେଲେ ପୂର୍ବତନ ଏକ ନମ୍ବର ଟେନିସ ଖେଳାଳି

ଲଣ୍ଡନ: ଦି ଇଂଟରନ୍ୟାଶନାଲ ଟେନିସ ଇଂଟିଗ୍ରିଟି ଏଜେନ୍ସି (ଆଇଟା) ବିଶ୍ୱର ପୂର୍ବତନ ମହିଳା ଏକ ନମ୍ବର ଖେଳାଳି ସାଇମନ ହାଲେପଙ୍କୁ ସାମୟିକ ଭାବେ ବାସନ୍ଦ କରିଛି । ରୋମାନିଆର ଏହି ୩୧ ବର୍ଷୀୟା ଖେଳାଳିଜଣଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୟୁଏସ ଓପନ ଅବସରରେ ତାଙ୍କଠାରୁ…