Latest Odisha News

BREAKING NEWS

Browsing Category

ଖେଳ

ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଆରମ୍ଭ

ମେଲବୋର୍ଣ୍ଣ: ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ମାର୍କସ ଷ୍ଟୋଇନସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି…

୪ ବର୍ଷ ପରେ ଟପ ଫାଇଭକୁ ଫେରିଲେ ସିନ୍ଧୁ

ମୁମ୍ବାଇ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ୪ ବର୍ଷ ପରେ ବିଶ୍ୱ ର‌୍ୟାଙ୍କିଙ୍ଗରେ ପ୍ରଥମ ୫ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ଆଘାତପ୍ରାପ୍ତ ହେବା ସତ୍ୱେ ସେ ଗୋଟିଏ ସ୍ଥାନ ଉନ୍ନୀତ ହେବାରେ ସଫଳ ହୋଇଛନ୍ତି । ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାର ମହିଳା ସିଙ୍ଗଲ୍ସରେ ସେ…

ଅବସର ନେଇ ସେରେନାଙ୍କ ୟୁ ଟର୍ଣ୍ଣ

ନୂଆଦିଲ୍ଲୀ: ଆମେରିକାର ଷ୍ଟାର ମହିଳା ଟେନିସ ଖେଳାଳି ସେରେନା ୱିଲିୟମ୍ସ ତାଙ୍କ ଅବସର ନିଷ୍ପତିରେ ୟୁ ଟର୍ଣ୍ଣ ନେଇଛନ୍ତି । ୨୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ସେରେନା କହିଛନ୍ତି ମୁଁ ଏ ପର୍ଯ୍ୟନ୍ତ ଟେନିସରୁ ଅବସର ନେଇନି । ମୋର ଫେରିବା ସମ୍ଭାବନା ଅଧିକ ରହିଛି । ଆପଣ ଏବେ ମୋ ଘରକୁ…

ଟିମ ପେନଙ୍କ ଚାଂଚଲ୍ୟକର ଖୁଲାସା: ବଲ ଟ୍ୟାମ୍ପରିଂ କରିଥିଲେ ଦକ୍ଷିଣ ଆଫ୍ରିକା ଟିମ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ ଅବସରରେ ବଲ ଟ୍ୟାମ୍ପରିଂ ଇସ୍ୟୁ ପୁନର୍ବାର ସାମ୍ନାକୁ ଆସିଛି । ମଙ୍ଗଳବାର ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଟିମ ପେନ ଦକ୍ଷିଣ ଆଫ୍ରିକା ଦଳ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପେନ ତାଙ୍କ ଆତ୍ମଜୀବନୀ ଦି ପେଡ ପ୍ରାଇସରେ ସେ ଏହା ଉଲ୍ଲେଖ କରିଛନ୍ତି ।…

ଟ୍ବିଟରରେ ପଙ୍ଗା ନେଲେ ପାକିସ୍ତାନୀ ଫ୍ୟାନ୍, ଜବାବ ଦେଲେ ଗୁଗୁଲ ସିଇଓ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗୁଗୁଲ ସିଇଓ ସୁନ୍ଦର ପିଚାଇ ସୋମବାର ଟ୍ୱିଟ୍ କରି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ-ପାକିସ୍ତାନ ମ୍ୟାଚ ଦେଖି ସେ ବହୁତ ଖୁସି ବୋଲି କହିଛନ୍ତି। କିନ୍ତୁ ଜଣେ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ ସୁନ୍ଦର ପିଚାଇଙ୍କୁ ତାଙ୍କ ପୋଷ୍ଟରେ ଟ୍ରୋଲ୍ କରିବାକୁ…

ସୌରଭଙ୍କ ଆକଳନ ଏହି ୪ଟି ଟିମ୍ ଟି-୨୦ ବିଶ୍ବକପ ସେମିଫାଇନାଲରେ ଖେଳିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି। ବିରାଟ କୋହଲିଙ୍କ 'ବିରାଟ' ଇନିଂସ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଆରମ୍ଭରୁ ଭାରତ ଗୋଟିଏ ପରେ ଗୋଟିଏ ଓ୍ୱିକେଟ ହରାଇବା ପରେ ମ୍ୟାଚରେ ପରାଜୟ ହେବ ବୋଲି ଆଶା…

୫ ବଲରେ ମ୍ୟାଚର ମୋଡ ବଦଳାଇଲେ କିଙ୍ଗ୍ କୋହଲି..ଏପରି ହେବ ଭାବିପାରିନଥିବ ପାକିସ୍ତାନ

ମେଲବର୍ଣ୍ଣ: ଏସିଆ କପରେ ଭାରତ ପାକିସ୍ତାନ ବିପକ୍ଷରେ ଦ୍ବିତୀୟ ମ୍ୟାଚରେ ହାରିବା ପରେ ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ କ'ଣ ରହିବ ଫଳାଫଳ ସେ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଶେଷରେ ସମସ୍ତ ଅପେକ୍ଷାର ଅନ୍ତ ଘଟିଛି ଆଉ ଦୀପାବଳିର ଦିନକ ପୂର୍ବରୁ ଟିମ୍ ଇଣ୍ଡିଆ ଭେଟି ଦେଇଛି ଭାରତୀୟଙ୍କୁ…

ମ୍ୟାଚ ହାରିବା ପରେ ପାକିସ୍ତାନ କ୍ରିକେଟରୁ ଆସିଲା ଖରାପ ଖବର, ହସ୍ପିଟାଲରେ କ୍ରିକେଟର

ମେଲବର୍ଣ୍ଣ: ପାକିସ୍ତାନର କ୍ରିକେଟର ଉମର ଆକମଲ ଡାକ୍ତରଖାନାରେ ଭର୍ତ୍ତି। ଭାରତ ବିପକ୍ଷ ମ୍ୟାଚରେ ପାକିସ୍ତାନ ହାରିବା ପରେ ଏହି ଖେଳାଳି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମେଲବର୍ଣ୍ଣ ମ୍ୟାଚର ଦୁଇ ଦିନ ପୂର୍ବରୁ ପାକିସ୍ତାନର ଶାନ ମାସୁଦଙ୍କୁ…

ଦୃଷ୍ଟିହୀନ ବିଶ୍ୱକପ କ୍ରିକେଟ: ଭାରତୀୟ ଦଳରେ ଓଡିଶାର ନକୁଳ

ଭୁବନେଶ୍ୱର: ଚଳିତ ବର୍ଷ ଶେଷ ଭାଗରେ ଭାରତରେ ଆୟୋଜିତ ହେବ ଦୃଷ୍ଟିହୀନ ବିଶ୍ୱକପ କ୍ରିକେଟ । ଏଥି ନିମନ୍ତେ ଆଜି ଅଜୟ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଷ୍ଟାର ଅଲ ରାଉଣ୍ଡର ନକୁଳ ବଡନାୟକ ସ୍ଥାନ ପାଇଛନ୍ତି । ଡିସେମ୍ବର ୬ରୁ ୧୭ ପର୍ଯ୍ୟନ୍ତି ଏହି…

ଆଶ୍ଚର୍ଯ୍ୟ, ସ୍ତବ୍ଧ ଓ ଆବାକ କରିଦେଲେ କୋହଲି

ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଚମତ୍କାର ଢ଼ଙ୍ଗରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ବିଜୟର ହୀରୋ ସାଜିଥିଲେ କିଙ୍ଗ କୋହଲି । କିଛି ଦିନ ତଳେ ତାଙ୍କୁ ବିଶ୍ୱକପ ଦଳରେ ନେବା ଉଚିତ ହେବ କି ନାହିଁ ଆଲୋଚନା ହେଉଥିଲା । ସମସ୍ତ ସମାଲୋଚକଙ୍କୁ ନୀରବ କରି ଦେଇଛନ୍ତି…