Latest Odisha News

BREAKING NEWS

Browsing Category

ଖେଳ

ଫାଇନାଲରେ ପାକିସ୍ତାନକୁ ଶୋଚନୀୟ ଭାବେ ହରାଇଲା ଶ୍ରୀଲଙ୍କା

ଦୁବାଇ: ଏସିଆ କପ୍‌-୨୦୨୨ର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଷଷ୍ଠ ଥର ପାଇଁ ଏସିଆ କପ୍ ଚାମ୍ପିଅନ ହୋଇଛି ଶ୍ରୀଲଙ୍କା । https://twitter.com/OfficialSLC/status/1569021658715017217?s=20&t=NJPrbvRgnA0Nm2RvSTN6aQ ଦୁବାଇ…

ଏସିଆ କପ ଫାଇନାଲ: ପାକିସ୍ତାନ ସମ୍ମୁଖରେ ୧୭୧ ରନର ଟାର୍ଗେଟ, ଭାନୁକାଙ୍କ ଚମତ୍କାର ଅର୍ଦ୍ଧଶତକ

ଦୁବାଇ: ଚଳିତ ଏସିଆ କପ କ୍ରିକେଟ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୧ ରନର ଟାର୍ଗେଟ ପାକିସ୍ତାନ ସମ୍ମୁଖରେ ରଖିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ବିଶେଷ କରି ଭାନୁକା ରାଜପାକ୍ଷେ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ…

ପୂର୍ବାଂଚଳ ଆନ୍ତଃରାଜ୍ୟ ବ୍ୟାଡମିଂଟନ: ଇତିହାସ ରଚିଲେ ଓଡିଆ ଖେଳାଳି

ଭୁବନେଶ୍ୱର: ଓଡିଶାର ବ୍ୟାଡମିଂଟନ ଖେଳାଳିମାନେ ପୂର୍ବାଂଚଳ ଆନ୍ତଃ ରାଜ୍ୟ ବ୍ୟାଡମିଂଟନରେ ଇତିହାସ ରଚିଛନ୍ତି । ଉତରପ୍ରଦେଶର ଗୋରଖପୁର ଲାଭନିସ ଏକାଡେମୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଆୟୂଷ ପଟ୍ଟନାୟକ ଓ ଅବିନାଶ ମହାନ୍ତି ଯୋଡି ପୁରୁଷ ଡବଲ୍ସରେ…

ଏସିଆ କପ୍ : ଶ୍ରୀଲଙ୍କା ୬ ଓଭରରେ ୪୨ /୩

ଏସିଆ କପ୍‌-୨୦୨୨ ଫାଇନାଲରେ ପ୍ରଥମେ ବ୍ୟାଟିଂ କରୁଛି ଶ୍ରୀଲଙ୍କା । ଟସ୍ ଜିଣି ପାକିସ୍ତାନ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଓଭରରୁ ଶ୍ରୀଲଙ୍କାର ଉଇକେଟ ପତନ ପରେ କ୍ରମାଗତ ଉଇକେଟ ହରାଇ ଚାଲିଛି ଶ୍ରୀଲଙ୍କା । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଏହି ମ୍ୟାଚ…

ଫିଟ ହେଲେ ବୁମରାହ, ହର୍ଷଲ

ବାଙ୍ଗାଲୋର: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଟି୨୦ ବିଶ୍ୱକପ ପୂର୍ବରୁ ଦୁଇ ଆଘାତପ୍ରାପ୍ତ ବୋଲି ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲ ଫିଟ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସେମାନେ ଫିଟନେସ ଟେଷ୍ଟ କ୍ଲିୟର କରିଛନ୍ତି । ବାଙ୍ଗାଲୋରରେ ଏନସିଏରେ ସେମାନେ ବୋଲିଂ ଅଭ୍ୟାସ ମଧ୍ୟ…

ପ୍ରଶଂସକଙ୍କ ପାଇଁ କୋହଲି ଶେୟାର କଲେ ପିଲା ବେଳର ଫଟୋ: ଖାଓ, ପିଓ ଐଶ କରୋ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଦୀର୍ଘ ଦିନ ପରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଏହା ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ହଟେଇ ଦେଇଛି କହିଲେ ଭୁଲ ହେବନି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୨୨ ରନର ଇିନଂସ ଖେଳିଥିଲେ । କୋହଲିଙ୍କ ଏହି ଶତକକୁ…

ଅବସର ନେଲେ ଆରୋନ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଂଚ ଆଜି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ଖେଳିବେ । ତେବେ ସେ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ଘରୋଇ ପରିବେଶରେ ହେବାକୁ ଥିବା…

ଟିମ ଚୟନ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ବିସିସିଆଇ

ମୁମ୍ବାଇ: ଆଉ ହାତଗଣତି ଦିନ ପରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ଟି୨୦ କ୍ରିକେଟ ବିଶ୍ୱକପ । ଏସିଆ କପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟଥିତ କରିବା ସହ ସେପ୍ଟମ୍ବରରେ ହେବାକୁ ଥିବା ବିଶ୍ୱକପ ନେଇ ଚିନ୍ତାରେ ପକାଇଛି । ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା…

୧୭ ବର୍ଷରୁ କମ୍ ମହିଳା ବିଶ୍ବକପ୍ ଫୁଟବଲ୍ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ୧୭  ବର୍ଷରୁ କମ୍ ମହିଳା ବିଶ୍ୱକପ ଫୁଟବଲ ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିଅମରେ ଏ ନେଇ ଏକ ସ୍ଵତନ୍ତ୍ର ଆୟୋଜନ ହୋଇଥିଲା। ଏଥିସହ ସ୍କୁଲ ଫୁଟବଲ କାର୍ନିଭାଲର ମଧ୍ୟ ଉଦଘାଟନ କରିଛନ୍ତି ନବୀନ। ଏହି କାର୍ଯ୍ୟକ୍ରମରେ…

ପାକିସ୍ତାନକୁ ୫ ୱିକେଟରେ ହରାଇଲା ଶ୍ରୀଲଙ୍କା

ଏସିଆ କପର ସୁପର ୪ ମ୍ୟାଚରେ ଶ୍ରୀଲଙ୍କା ପାକିସ୍ତାନକୁ ୫ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରି  ପାକିସ୍ତାନ ଶ୍ରୀଲଙ୍କାକୁ ୧୨୨ ରନର ଟାର୍ଗେଟ ଦେଇଥିଲା । ୧୭ ଓଭରରେ ଶ୍ରୀଲଙ୍କା ୫ ୱିକେଟରେ ୧୨୪ ରନ୍ କରି ବିଜୟଲାଭ କରିଛି । ହସରଙ୍ଗା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।…