Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ ମହିଳା କ୍ରିକେଟ: ଥାଇଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ସିଲହଟ: ଚଳିତ ଏସିଆ କପ ମହିଳା କ୍ରିକେଟରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରାଉଣ୍ଡ ରବିନ ଷ୍ଟେଜର ଅନ୍ତିମ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଥାଇଲାଣ୍ଡ…

ବୁମରାହଙ୍କ ସ୍ଥାନରେ ଟି୨୦ ବିଶ୍ୱକପ ଦଳରେ ସାମିଲ ହେବେ ସାମୀ

ମୁମ୍ବାଇ: ଟି୨୦ ବିଶ୍ୱକପ ଠିକ ପୂର୍ବରୁ ଆଘାତ ସମସ୍ୟା ଯୋଗୁ ଷ୍ଟାର ବୋଲର ଯଶପ୍ରୀତ ବୁମରାହ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ଭାରତୀୟ କିଏ ସାମିଲ ହେବ ସେ ନେଇ ଆଲୋଚନା ଜୋର ଧରିଛି । ତେବେ ମହମ୍ମଦ ସାମୀ ଏହି ଦୌଡରେ ଆଗରେ ଅଛନ୍ତି ଏବଂ ତାଙ୍କୁ ସାମିଲ କରାଯିବ ବୋଲି ବିସିସିଆଇର ଜନୈକ…

ଅଷ୍ଟ୍ରେଲିଆରେ ୧୧ ବର୍ଷ ପରେ ଟି-୨୦ କ୍ରିକେଟରେ ଇଂଲଣ୍ଡର ପ୍ରଥମ ବିଜୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ଟି -୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଷ୍ଟ୍ରେଲିଆ ୧୧ ବର୍ଷ ମଧ୍ୟରେ ଇଂଲଣ୍ଡଠୁ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି।  ଇଂଲଣ୍ଡର ଏଲେକ୍ସ ହେଲ୍ସ (୮୪) ଏବଂ ଜୋସ୍ ବଟଲର (୬୮) ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହିତ ମାର୍କ ଉଡ (୩୪/୩)ଙ୍କ ଘାତକ ବୋଲିଂ ଯୋଗୁଁ ଇଂଲଣ୍ଡ…

ସାଉଥ ଆଫ୍ରିକାକୁ ୭ ଉଇକେଟରେ ହରାଇଲା ଭାରତ: ଆୟାରଙ୍କ ଶତକ

ରାଞ୍ଚି: ଭାରତ - ଦକ୍ଷିଣ ଆଫ୍ରିକା ମଧ୍ୟରେ  ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ବିଜୟୀ ହୋଇଛି । ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ଟସ୍ ଜିତି ସାଉଥ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୭୮ ରନ୍ ସଂଗ୍ରହ କରିଥିଲା । ଭାରତ ଆଗରେ ୨୭୯ ରନ୍ ବିଜୟ ଲକ୍ଷ୍ୟ ଥିବାବେଳେ ଭାରତ ୩…

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଦିନିକିଆ, ଜିତିବା ପାଇଁ କସରତ କରୁଛି ଧାଓ୍ବନ ବାହିନୀ

ରାଞ୍ଚି : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳାଯିବ ।  ରାଞ୍ଚିରେ ଭାରତ ବିଜୟ ପାଇଁ  ଜୋରଦାର ପ୍ରସ୍ତୁତି କରିଛି । ଲକ୍ଷ୍ନୌରେ ପରାଜୟ ପରେ ଭାରତ ଆଜିର ମ୍ୟାଚ ହାରିଲେ ସିରିଜ ପରାଜୟ ହେବ ।…

ଆଉ ଦିନକ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱକପ୍ ଲଢ଼େଇ ; ଭାରତ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ବର:  ଆସନ୍ତା ମଙ୍ଗଳବାରରୁ ଆରମ୍ଭ ହେଉଛି ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ସମସ୍ତ ଦଳର ଖେଳାଳି ମଧ୍ୟ ଭୁବନେଶ୍ବରରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ୱକପ୍ ଲାଗି…

ଓଡ଼ିଶାର ବିକାଶ ସ୍ୱରୂପ ପତି ହେଲେ ବିସିସିଆଇ ମ୍ୟାଚ୍ ରେଫରି

ଭୁବନେଶ୍ୱର: ଓଡ଼ିଶା ରଣଜୀ ଟ୍ରଫିର ପୂର୍ବତନ ଖେଳାଳି ବିକାଶ ସ୍ୱରୂପ ପତି ବିସିସିଆଇ ମ୍ୟାଚ୍ ରେଫରି ଭାବେ ମନୋନୀତ ହୋଇଛନ୍ତି। ୩୭ ବର୍ଷୀୟ ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଏହି ସଫଳତା ସହିତ ଓଡ଼ିଶାର ପଞ୍ଚମ ମ୍ୟାଚ୍ ରେଫରି ହୋଇଛନ୍ତି। ବିସିସିଆଇ ମ୍ୟାଚ୍ ରେଫରୀଙ୍କ ପ୍ୟାନେଲରେ…

ଡେଭିଡ ମିଲରଙ୍କ ଉପରେ ଖସିଲା ଦୁଃଖର ପାହାଡ଼: କ୍ୟାନସର ପୀଡ଼ିତା ଝିଅ ଆରପାରିରେ

ନୂଆଦିଲ୍ଲୀ: ରାଞ୍ଚି ମ୍ୟାଚ ପୂର୍ବରୁ ଭାରତକୁ କ୍ରିକେଟ ଖେଳିବାକୁ ଆସିଥିବା ସାଉଥ ଆଫ୍ରିକା ଷ୍ଟାର ବ୍ୟାଟସମ୍ୟାନ ଡେଭିଡ ମିଲରଙ୍କ ଉପରେ ଦୁଃଖର ପାହାଡ଼ ଖସିଛି । ଆଉ ସେ ଦୁଃଖ ହେଲା ତାଙ୍କ ଝିଅର ଅକାଳ ବିୟୋଗ ଘଟିଛି । କ୍ୟାନସର ପୀଡିତା ଝିଅ ତାଙ୍କୁ ଛାଡି ଚାଲିଯାଇଥିବାରୁ ସେ ଦୁଃଖଭରା…

ଆଉ ତିନି ଦିନ ପରେ ଅଣ୍ଡର-୧୭ ପିଫା ମହିଳା ବିଶ୍ବକପ୍

ଭୁବନେଶ୍ବର: ଫୁଟବଲ୍ ବିଶ୍ବକପ ପାଇଁ ବିଶ୍ୱର ଶ୍ରେଷ୍ଠ ଟିମଗୁଡ଼ିକ ରାଜଧାନୀରେ ପହଁଚିଥିବା ବେଳେ ଭୁବନେଶ୍ବରରେ ଖେଳାଳିଙ୍କ ପ୍ରାକ୍ଟିସ ପାଇଁ ନୂଆ ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଟୁଇଟ କରି ଖୁସି ପ୍ରକଟ କରିଛନ୍ତି । ଏହି ବିଶ୍ବସ୍ତରୀୟ…

ଟିମ ଇଣ୍ଡିଆ ପାଇଁ ରାହୁ ସାଜିଛି ବିଶ୍ରାମ

ପୁରୀ: ୨୦୦୭ ପ୍ରାରମ୍ଭିକ ସଂସ୍କରଣ ପରେ ୧୫ ବର୍ଷ ହେବ କ୍ରିକେଟପ୍ରେମୀ ଭାରତର ଟି୨୦ ବିଶ୍ୱକପ ବିଜୟକୁ ଚାତକ ପରିି ଚାହିଁ ବସିଛନ୍ତିି । ପଦ୍ମ ଘୁଂଚି ଘୁଂଚି ଯାଉଛି.... ଅଥଚ କପ ହାତକୁ ଆସୁନି । ଅଧିନାୟକ ବଦଳଠାରୁ ଆରମ୍ଭ କରି ଖେଳାଳିଙ୍କୁ ଏଥିପାଇଁ ଯଥେଷ୍ଟ ବିଶ୍ରାମ ଦିଆଯାଇଛି । ତଥାପି…