Latest Odisha News

BREAKING NEWS

Browsing Category

ଖେଳ

ତୃତୀୟ ଟି୨୦ ବର୍ଷା ଯୋଗୁ ଟାଏ, ୧-୦ରେ ସିରିଜ ଜିତିଲା ଟିମ ଇଣ୍ଡିଆ

ନାପିୟର: ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟି୨୦ ବର୍ଷା ଯୋଗୁ ଅଧାରୁ ବାତିଲ ହୋଇଯାଇଛି । ଫଳରେ ଭାରତୀୟ କ୍ରିକେଟ ଟିମ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ନେଇଛି । ଆଜି ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ ହୋଇ ଯାଇଥିଲା । ଡେଭନ…

ହକି ବିଶ୍ବକପର ପ୍ରି ରେଜିଷ୍ଟ୍ରେସନ

ଭୁବନେଶ୍ବର: ଓଡ଼ିଶାରେ ହକି ବିଶ୍ୱକପ ଟିକେଟ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଖେଳପ୍ରେମୀଙ୍କ ଉତ୍କଣ୍ଠା ବଢ଼ିଥିବା ବେଳେ ଏଥିପାଇଁ  ଆରମ୍ଭ ହୋଇଛି ପ୍ରି ରେଜିଷ୍ଟ୍ରେସନ । ଖେଳ ଦେଖିବାକୁ ଇଚ୍ଛୁକ ଦର୍ଶକ ହକି ବିଶ୍ୱକପର…

କିପରି କତାର ପାଇଲା ବିଶ୍ବକପ୍ ଫୁଟବଲ ଆୟୋଜନ? ଦୁଇ ଲକ୍ଷ ମିଲିୟନ ଡଲାର କରିଛି ଖର୍ଚ

କତାର: ବିଶ୍ପକପ୍ ଫୁଟବଲ ମହାସମର ଏବେ କତାରରେ ଚାଲିଛି । ବିଶ୍ବର କୋଣଅନୁକୋଣରୁ ଫୁଟବଲ ପ୍ରେମୀମାନେ କତାରରେ ଡେରା ପକାଇଛନ୍ତି । କତାର ଭଳି ଛୋଟିଆ ଦେଶ ଯାହାର ଲୋକସଂଖ୍ୟା ୨୮ ଲକ୍ଷ । କିପରି ଫୁଟବଲ ବିଶ୍ବକପ୍ ଆୟୋଜନ କରିବାକୁ ଅନୁମତି ପାଇଲା ଏବଂ ତାହା ସଫଳ ଆୟୋଜନ କରିବାରେ ସମର୍ଥ…

ହିଜାବ ବିରୋଧୀଙ୍କୁ ସମର୍ଥନ କରି ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି

କତାର:  ଇରାନରେ ହିଜାବ ବିରୋଧରେ ମହିଳାମାନଙ୍କ ଆନ୍ଦୋଳନକୁ ନେଇ ସାରା ବିଶ୍ବରେ ଚର୍ଚା ହେଉଛି । ଏହାକୁ ନେଇ ଇରାନ ସରକାର ବିରୋଧୀଙ୍କ ଉପରେ ନିର୍ଯାତନା ଦେବା ସହ କଠୋର ଦମନ ନୀତି ଚଳାଇଥିବା ଅଭିଯୋଗ ହେଉଛି । ତେବେ ହିଜାବ ବିରୋଧୀ ଆନ୍ଦୋଳନକୁ ଫିଫା ବିଶ୍ବକପରେ ସମର୍ଥନ କରିଛନ୍ତି…

ଇରାନକୁ ୬-୨ରେ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ

ଦୋହା: ଫିଫା ବିଶ୍ୱକପରେ ସୋମବାର ଇଂଲଣ୍ଡ ୬-୨ ଗୋଲରେ ଇରାନକୁ ପରାସ୍ତ କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ଅଭିଯାନ ଆରମ୍ଭ କରିଛି । ୫ଜଣ ଖେଳାଳି ଇଂଲଣ୍ଡ ପକ୍ଷରୁ ଗୋଲ ସ୍କୋର କରିଥିଲେ । ବୁକାୟା ସାକା ସର୍ବାଧିକ ୨ଟି ଗୋଲ ଦେଇଥିଲେ । ରହୀମ ଷ୍ଟର୍ଲିଂ, ଜ୍ୟୁଡ ବେଲିଂହାମ, ଜ୍ୟାକ ଗ୍ରିଲିଶ ଓ…

ବିଜୟ ହଜାରେ ଟ୍ରଫି: ପରାଜୟ ସହ ନୈରାଶ୍ୟଜନକ ଢଙ୍ଗରେ ଓଡିଶା ଶେଷ କଲା ଅଭିଯାନ

ମୁମ୍ବାଇ:ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମୁକାବିଲାରେ ସୋମବାର ଓଡିଶା ୫ ୱିକେଟରେ ପଞ୍ଜାବ ନିକଟରୁ ପରାଜିତ ହୋଇଛି । ଏଥିସହ ଓଡିଶା ନୈରାଶ୍ୟଜନକ ଢଙ୍ଗରେ ଅଭିଯାନ ଶେଷ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା କାର୍ତିକ ବିଶ୍ୱାଳଙ୍କ ୧୦୭ ଅପରାଜିତ( ୧୧୨ ବଲ,…

ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଲେ ଜଗଦୀଶନ

ମାଡ୍ରାସ: ତାମିଲନାଡୁର ଉଦୀୟମାନ କ୍ରିକେଟର ନାରାୟଣ ଜଗଦୀଶନ ଲିଷ୍ଟ ଏ କ୍ରିକେଟରେ ଇତିହାସ ରଚିଛନ୍ତି । ଚଳିତ ବିଜୟ ହଜାରେ ଟ୍ରଫିରେ ସେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ୨୭୭ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଲିଷ୍ଟ ଏ କ୍ରିକେଟରେ ଏହା ସବୁଠାରୁ ବଡ ବ୍ୟକ୍ତିଗତ ସ୍କୋର ।…

କ୍ଲବ ଫୁଟବଲ ଫିକ୍ସିଂର ସିବିଆଇ ତଦନ୍ତ ଆରମ୍ଭ, ଓଡିଶା ସରକାର ଫଣ୍ଡିଂ ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତରେ ଖେଳାଯାଉଥିବା କ୍ଲବ ଫୁଟବଲରେ ଫିକ୍ସିଂ ହେଉଥିବା ଅଭିଯୋଗ ଆସିଥିଲା । ଏବେ ଏହି ଘଟଣାର ତଦନ୍ତ ଭାର ସିବିଆଇ ହାତକୁ ଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଆଇଏଫଏଫ ଅଧିକାରୀଙ୍କୁ ଏ ନେଇ ପଚରା ଉଚରା ଆରମ୍ଭ କରିଛି ସିବିଆଇ । ଆନ୍ତର୍ଜାତୀୟ ଫିକ୍ସର ଏଥିରେ ଜଡିତ ଥିବା…

ବିଶ୍ବକପ୍ ଫୁଟବଲ: ଉଦଘାଟନୀ ମ୍ୟାଚରେ କତାରକୁ ହରାଇଲା ଇକ୍ଵେଡର

ଅଲ୍‌ ଖୋର୍  :  ଫିଫା ଫୁଟ୍‌ବଲ ବିଶ୍ବକପ୍‌ର  ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ କତାରକୁ ୨-୦ ଗୋଲ୍‌ରେ ପରାସ୍ତକରି ଅଭିଯାନ ଆରମ୍ଭ କରିଛି ଇ‌େକ୍ବଡର । ଖେଳ ଆରମ୍ଭରୁ ଇକ୍ବେଡର ଅଧିନାୟକଙ୍କ ଦମଦାର ପ୍ରଦର୍ଶନ କତାରକୁ ହରାଇବାରେ ସହାୟକ ହୋଇଛି । ଇକ୍ଵେଡର ଅଧିନାୟକ ଏନର ଭାଲେଁସିଆ…