Latest Odisha News

BREAKING NEWS

Browsing Category

ଖେଳ

ପେଟିଏମ ବଦଳରେ ଟିମ ଇଣ୍ଡିଆର ଟାଇଟଲ ସ୍ପନଶର ହେବ ମାଷ୍ଟରକାର୍ଡ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ କ୍ରିକେଟ ସିରିଜରେ ପେଟିଏମ ବଦଳରେ ମାଷ୍ଟରକାର୍ଡ ହେବ ଟିମ ଇଣ୍ଡିଆର ଟାଇଟଲ ସ୍ପନଶର । ପେଟିଏମ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡକୁ ତାର ରାଇଟ୍ସ ମାଷ୍ଟରକାର୍ଡକୁ ଦେବା ପାଇଁ ଅନୁରୋଧ କରିଥିଲା । ଯାହାକୁ ବିସିସିଆଇ…

ଷ୍ଟାର ଆଥଲେଟ ନୀରଜ ଖେଳିବେନି ରାଜ୍ୟଗୋଷ୍ଠୀ କ୍ରୀଡା

ନୂଆଦିଲ୍ଲୀ: ଭାରତର ଷ୍ଟାର ଆଥଲେଟ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡାରେ ଅଂଶଗ୍ରହଣ କରିବେ ନାହିଁ । ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ଐତିହାସିକ ରୌପ୍ୟ ପଦକ ଜିତିଥିବା ନୀରଜ ଆଘାତ ସମସ୍ୟା ଯୋଗୁ ଏହି ନିଷ୍ପତି ନେଇଛନ୍ତି…

ଝଡ ସୃଷ୍ଟି କଲା ଲଭଲିନାଙ୍କ ଟୁଇଟ, ମୁଣ୍ଡ ପୂରାଇଲା କ୍ରୀଡା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ବର୍ମିଂହାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଅଲିମ୍ପିକ ପଦକ ବିଜେତା ମହିଳା ବକ୍ସର ଲଭଲିନା ବୋରଗାହନଙ୍କ ଟୁଇଟ ପରେ ଭାରତୀୟ କ୍ରୀଡା ମହଲରେ ହଇଚଇ ସୃଷ୍ଟି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ, ଆଇଓଏକୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ କ୍ରୀଡା ମନ୍ତ୍ରଣାଳୟ…

ଧୋନୀଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ନୋଟିସ

ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ ଜାରୀ କରାଯାଇଛି । ଆମ୍ରପଲ୍ଲୀ ଗ୍ରୁପ ଏବଂ ଧୋନୀଙ୍କ ଅର୍ଥ କାରୋବାର ମାମଲା ହାଇକୋର୍ଟରୁ ସୁପ୍ରିମକୋର୍ଟଙ୍କ ନିକଟରେ ପଂହଚିଥିଲା । ସୋମବାର ଏ ନେଇ ଶୁଣାଣୀ କରିବା ସହ ଧୋନୀ ଏବଂ ଆମ୍ରପଲ୍ଲୀ ଗ୍ରୁପକୁ ପକ୍ଷ…

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ: ଗୋଟିଏ ଦିନରେ ୩ଥର ଭାଙ୍ଗିଲା ବିଶ୍ୱରେକର୍ଡ

ୟୁଜିନ: ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ସୋମବାର ୩ଟି ବିଶ୍ୱରେକର୍ଡ ଭଙ୍ଗ ହୋଇଛି । ୧୦୦ ମିଟର ହର୍ଡଲ୍ସ ଇଭେଂଟରେ ନାଇଜେରିଆ ଆଥଲେଟ ଟୋବି ଅମୁସାନୀ ଗୋଟିଏ ଦିନରେ ୨ ଥର ବିଶ୍ୱ ରେକର୍ଡ ଭଙ୍ଗ କରିଥିଲେ । ପ୍ରଥମେ ସେ ସେମିଫାଇନାଲରେ ୧୨.୧୨ ସେକେଣ୍ଡ ସମୟ ନେଇ ନୂତନ…

ଦ୍ବିତୀୟ ଦିନିକିଆରେ ଭାରତର ଦମଦାର ବିଜୟ

ଦ୍ବିତୀୟ ଦିନିକିଆରେ ଭାରତ ଦମଦାର ବିଜୟ ହାସଲ କରିଛି । ଓ୍ବେଷ୍ଟଇଣ୍ଡିଜକୁ 2 ଉଇକେଟରେ ପରାସ୍ତ କରିଛି ଶେଖରବାହିନୀ । ରୋମାଞ୍ଚକର ମ୍ୟାଚରେ ଶେଷ ଓଭରରେ ଜିତିଛି ଟିମ ଇଣ୍ଡିଆ । ଭଲ ଖେଳି ଅକ୍ଷର ପଟେଲ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି ।  ପୋର୍ଟ ଅଫ୍‌ ସ୍ପେନ୍‌ରେ ଖେଳାଯାଇଥିବା…

କୃଣାଳ-ପଙ୍ଖୁରୀ ଦେଲେ ଗୁଡ ନ୍ୟୁଜ

ମୁମ୍ବାଇ: ଭାରତୀୟ କ୍ରିକେଟର ଲୋକପ୍ରିୟ ଅଲରାଉଣ୍ଡର କୃଣାଳ ପାଣ୍ଡ୍ୟା ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । କୃଣାଳଙ୍କ ପତ୍ନୀ ପଙ୍ଖୁରୀ ଶର୍ମା ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି । ଟିମ ଇଣ୍ଡିଆରୁ ବାଦ ପଡିଥିବା କୃଣାଳ ଇନଷ୍ଟାଗ୍ରାମରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କ ପତ୍ନୀ…

[ଦେଖନ୍ତୁ ଭିଡିଓ] ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପରେ ଜିତିଲେ ରୌପ୍ୟ ପଦକ

ଦିଲ୍ଲୀ: ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଜିତିଲେ ରୌପ୍ୟ ପଦକ । ନୀରଜ ଚୋପ୍ରା ୮୮ ଦଶମିକ ୧୩ ମିଟର ଜାଭଲିନ୍ ଥ୍ରୋ କରି ରୌପ୍ୟ ପଦକ ଜିତିଛନ୍ତି । ବିଶ୍ୱର ଏକ ନମ୍ବର ପିଟର୍ସ ୯୦ ଦଶମିକ ୫୪ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି…

୧୧ତମ ଖେଳାଳି ଭାବେ ୪୦୦ ସ୍କୋର କଲେ ସାମ ନର୍ଥଇଷ୍ଟ

ଲିସେଷ୍ଟର: ପ୍ରଥମ ଶ୍ରେଣୀ କ୍ରିକେଟରେ ୧୧ତମ ଖେଳାଳି ଭାବେ ୪୦୦ ସ୍କୋର କରିଛନ୍ତି ଗ୍ଲାମରଗନର ବ୍ୟାଟ୍ସମ୍ୟାନ ସାମ ନର୍ଥଇଷ୍ଟ । ଲିସେଷ୍ଟରଶାୟର ବିପକ୍ଷରେ ସେ ୪୧୦ ରନ କରି ଅପରାଜିତ ରହିଥିଲେ । କାଂଉଟି କ୍ରିକେଟରେ ୪ର୍ଥ ଖେଳାଳି ଭାବେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ତାଙ୍କ…

ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି ରାହାଣେ

ମୁମ୍ବାଇ: ଭାରତର ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଥର ପାଇଁ ବାପା ହେବାକୁ ଯାଉଛନ୍ତି । ଏହି ପ୍ରତିଭାବାନ କ୍ରିକେଟରଜଣଙ୍କ ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଏ ନେଇ ସୂଚନା ଦେଇଛନ୍ତି । ଏଥିରେ ସେ ତାଙ୍କ ପତ୍ନୀ ରାଧିକା ଓ ଝିଅ ଆର୍ଯ୍ୟାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି ।…