Latest Odisha News

BREAKING NEWS

Browsing Category

ଖେଳ

ଧୋନୀଙ୍କ ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପନ୍ତ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ୫ମ କ୍ରିକେଟ ଟେଷ୍ଟରେ ଚମତ୍କାର ଶତକ ହାସଲ କରି ରିଷଭ ପନ୍ତ ଭାରତକୁ ବିପଦରୁ ରକ୍ଷା କରିଛନ୍ତି । ଏଥିସହ ପନ୍ତ ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ଟେଷ୍ଟ କ୍ରିକେଟରେ ଭାରତ ପକ୍ଷରୁ ଦ୍ରୁତ ଶତକ ହାସଲର ୧୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ପନ୍ତ ମାତ୍ର ୫୧…

ପନ୍ତଙ୍କ ଦମଦାର ଶତକ: ଭାରତ 338/7

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା  ଟେଷ୍ଟ ମ୍ୟାଚରେ ଆଜି ଦମଦାର ଶତକ କରିଛନ୍ତି ପନ୍ତ । ଛକା ଚଉକା ବର୍ଷା କରି ପନ୍ତ ଶତକ ଅର୍ଜନ କରିଛନ୍ତି । ସବୁ ବୋଲରଙ୍କୁ ପିଟିଚାଲିଥିଲେ ପନ୍ତ । ପ୍ରଥମ ଉଇକେଟ କିପର ଭାବେ ରେକର୍ଡ 89 ବଲରେ ଶତକ କରିଛନ୍ତି ପନ୍ତ । 111…

ରଥଯାତ୍ରା ଅବସରରେ ଓଡିଶା ଏଫସିର ମହିଳା ଟିମ ଘୋଷଣା

ଭୁବନେଶ୍ୱର: ଫୁଟବଲ ପ୍ରେମୀଙ୍କ ପାଇଁ ଖୁସି ଖବର । ରଥଯାତ୍ରା ପରି ଶୁଭ ଦିନରେ ଇଣ୍ଡିଆନ ସୁପର ଲିଗର ଟିମ ଓଡିଶା ଏଫସି ଏହାର ମହିଳା ଦଳ ଘୋଷଣା କରିଛି । କ୍ରିସପିନ ଛେତ୍ରୀଙ୍କୁ ମହିଳା ଦଳର ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି । ନିକଟରେ ସମ୍ପନ୍ନ ହୋଇଥିବା ଇଣ୍ଡିଆନ ଓମ୍ୟାନ ଲିଗରେ ମୁଦୁରାଇର…

ମାଲେସିଆ ଓପନ ବ୍ୟାଡମିଂଟନ: କ୍ୱାର୍ଟର ଫାଇନାଲରେ ଶେଷ ହେଲା ସିନ୍ଧୁଙ୍କ ଅଭିଯାନ

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ସିନ୍ଧୁ ବିଶ୍ୱର ଏକ ନମ୍ବର ଖେଳାଳି ଚାଇନିଜ ତାଇପେର ତାଇଜୁ ୟିଙ୍ଗଙ୍କ ନିକଟରୁ ୨୧-୧୩, ୧୫-୨୧ ଓ ୧୩-୨୧ରେ ପରାଜିତ ହୋଇଥିଲେ । ପ୍ରଥମ…

ବୁମରାହ ହେଲେ ଭାରତର ୩୬ତମ ଟେଷ୍ଟ ଅଧିନାୟକ

ବର୍ମିଂହାମ: ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ରିଷଭ ପନ୍ତ ଉପଅଧିନାୟକ ଦାୟିତ୍ୱ ତୁଲାଇବେ । ଜୁଲାଇ ୧ରୁ ଏହି ଏକମାତ୍ର ଟେଷ୍ଟଟି ଖେଳାଯିବ । ବୁମରାହ ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଭାରତର ୩୬ତମ…

୪୦ ଟଙ୍କିକିଆ ଔଷଧରେ ଚିକିତ୍ସିତ ହେଉଛନ୍ତି ଧୋନୀ

ରାଂଚୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଚିକିତ୍ସା ଏବେ ଚର୍ଚ୍ଚାର କାରଣ ସାଜିଛି । ଧୋନୀ ଏବେ କିଛି ଦିନ ହେବ ଆଣ୍ଠୁ ସମସ୍ୟାରେ ପୀଡିତ । ସେ ଏହାର ଚିକିତ୍ସା ବଡ ଡାକ୍ତରଖାନା ଓ ଚିକିତ୍ସକଙ୍କ ପାଖରେ କରିବା ବଦଳରେ ରାଂଚୀର ଜଙ୍ଗଲକୁ ଦୌଡୁଛନ୍ତି । ଆଜ୍ଞା…

ପୁଣି ଚର୍ଚ୍ଚାରେ ବ୍ୟାଡମିଂଟନ ଖେଳାଳି ସୟେଦ ମୋଦୀଙ୍କ ହତ୍ୟାକାଣ୍ଡ

ଲକ୍ଷ୍ନୌ: ଭାରତର ପ୍ରତିଷ୍ଠିତ ଓ ଲୋକପ୍ରିୟ ବ୍ୟାଡମିଂଟନ ଖେଳାଳି ସୟେଦ ମୋଦିଙ୍କ ହତ୍ୟାକାଣ୍ଡ ଏବେ ପୁନର୍ବାର ଚର୍ଚ୍ଚାର କାରଣ ସାଜିଛି । ବୁଧବାର ହତ୍ୟା ଅଭିଯୁକ୍ତ ଭାଗୱତୀ ସିଂଙ୍କ ଆଜୀବନ ସଜ୍ଜା ବିରୋଧରେ କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ବିଚାରପତି ରମେଶ ସିହ୍ନା…

କୋହଲିଙ୍କ ଆଉ ଏକ ରେକର୍ଡ ଭାଙ୍ଗିଲେ ବାବର

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ ପାକିସ୍ତାନ ଟିମର ଅଧିନାୟକ ବାବର ଆଜମ ଭାଙ୍ଗି ଦେଇଛନ୍ତି । ଆଇସିସି ଟି୨୦ ବ୍ୟାଟିଂ ର‌୍ୟାଙ୍କିଙ୍ଗରେ ବାବର ସବୁଠାରୁ ଅଧିକ ସମୟ ୧ ନମ୍ବର ସ୍ଥାନରେ ରହିଛନ୍ତି । କୋହଲି ସର୍ବାଧିକ ୧୦୧୩ ଦିନ ପ୍ରଥମ ସ୍ଥାନରେ…

ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ଓହରିଲେ ରୋହିତ, ବୁମରାହ ହେବେ ଅଧିନାୟକ

ବର୍ମିଂହାମ: ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଗୋଟିଏ ଟେଷ୍ଟ ମ୍ୟାଚରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଓହରି ଯାଇଛନ୍ତି । ଗତ ସପ୍ତାହରେ ରୋହିତଙ୍କୁ କରୋନା ହୋଇଥିବା ଜଣା ପଡିଥିଲା । ଜୁଲାଇ ୧ରୁ ଏହି ଟେଷ୍ଟ ଖେଳାଯିବାକୁ ଥିବାରୁ ରୋହିତଙ୍କ ଯିବା ସମ୍ଭବପର ହୋଇ ନ ଥିଲା ।…

ମାଲେସିଆ ଓପନ ବ୍ୟାଡମିଂଟନ: ସିନ୍ଧୁ ଜିତଲେ, ସାଇନା ବିଦା

ନୂଆଦିଲ୍ଲୀ: ମାଲେସିଆ ଓପନ ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ମହିଳା ସିଙ୍ଗଲ୍ସରେ ଥାଇଲାଣ୍ଡର ପୋର୍ନେପାୱି ଚୋଚୁଓଙ୍ଗଙ୍କୁ ୨୧-୧୩, ୨୧-୧୭ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ସମ୍ପୂର୍ଣ୍ଣ ମ୍ୟାଚରେ ସିନ୍ଧୁ ତାଙ୍କ…