Latest Odisha News

BREAKING NEWS

Browsing Category

ଖେଳ

ସନରାଇଜର୍ସ ହାଇଦ୍ରାବାଦର କୋଚ ହେଲେ ଲାରା

ମାଡ୍ରାସ: ଆଇପିଏଲ ୨୦୨୩ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ତାର କୋଚ ବଦଳାଇ ଦେଇଛି । ଟମ ମୁଡିଙ୍କ ସ୍ଥାନରେ ୱେଷ୍ଟଇଣ୍ଡିଜର ମହାନ ଖେଳାଳି ବ୍ରାଏନ ଲାରାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ମୁଡୀଙ୍କ ପ୍ରଶିକ୍ଷରେ ୨୦୨୨ରେ ହାଇଦ୍ରାବାଦର ପ୍ରଦର୍ଶନ ଅତ୍ୟନ୍ତ…

ହଂକଂ କୁ ହରାଇଲା ପାକିସ୍ତାନ, ପୁଣି ଭାରତ ପାକିସ୍ତାନ ମୁକାବିଲା ହେବ ରବିବାର

ହଂକଂକୁ ୧୫୫ ରନରେ ହରାଇଛି ପାକିସ୍ତାନ । ଆଜି ଲିଗ ମ୍ୟାଚରେ ଜିତି ସୁପର ଫୋରକୁ ଯାଇଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି  ପାକିସ୍ତାନ ୧୯୩ ରନ କରିଥିଲା । ପାକିସ୍ତାନ ପକ୍ଷରୁ ରିଜଓ୍ବାନ ସର୍ବାଧିକ 78 ରନ କରିଥିଲେ । ଫକର ଜମାନ 53 ରନ କରିଥିଲେ । ଖୁସଦିଲ 15 ବଲରେ 35 ରନ କରି…

ଅଲଟିମେଟ୍ ଖୋ ଖୋ : ଗୁଜରାଟକୁ ହରାଇ ଫାଇନାଲକୁ ଗଲା ଓଡ଼ିଶା ଜଗରନଟ୍ସ

ପୁଣେ:  ପୁଣେରେ ଚାଲିଥିବା  ଅଲ୍ଟିମେଟ୍ ଖୋ ଖୋ ଫାଇନାଲରେ ପ୍ରବେଶ କରିଛି  ଓଡ଼ିଶା ଜଗରନଟ୍ସ । ପ୍ରଥମ କ୍ୱାଲିଫାୟରରେ ଗୁଜରାଟ ଜାଏଣ୍ଟସକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି ଓଡ଼ିଶା ଜଗରନଟ୍ସ । https://twitter.com/od_juggernauts/status/1565750368545705984…

ଭୂତିଆଙ୍କୁ ହରାଇ ଚୌବେ ହେଲେ ଏଆଇଏଫଏଫର ନୂତନ ସଭାପତି

ନୂଆଦିଲ୍ଲୀ: ଷ୍ଟାର ଫୁଟବଲ ଖେଳାଳି ବାଇଚୁଙ୍ଗ ଭୂତିଆଙ୍କୁ ହରାଇ ୪୫ ବର୍ଷୀୟ କଲ୍ୟାଣ ଚୌବେ ସର୍ବଭାରତୀୟ ଫୁଟବଲ ମହାସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କୌଣସି ଏକ ଖେଳାଳି ସଭାପତି ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି । ପୂର୍ବତନ ଗୋଲକିପର ଚୌବେ…

ଏସିଆ କପରୁ ଓହରିଲେ ଜାଡେଜା, ଦଳରେ ସାମିଲ ହେଲେ ଅକ୍ଷର

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ବାକି ତକ ମ୍ୟାଚରୁ ଭାରତର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓହରି ଯାଇଛନ୍ତି । ବିସିସିଆଇ ସେକେଟାରୀ ଜୟ ଶାହ ଏ ନେଇ ସୂଚନା ଦେଇଛନ୍ତି । ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ବଦଳ ଖେଳାଳି ଭାବେ ସାମିଲ କରାଯାଇଛି । ପାକିସ୍ତାନ ଓ ହଂକଂ ବିପକ୍ଷ ମ୍ୟାଚରେ…

ଶ୍ରୀଲଙ୍କା ୨ ଉଇକେଟରେ ବାଂଲାଦେଶକୁ ହରାଇଲା

ଭୁବନେଶ୍ୱର : ଆଜି ପୁଣି ଏସିଆ କପରେ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିଛି। ଶ୍ରୀଳଙ୍କା ୨ ଉଇକେଟରେ ବାଂଲାଦେଶକୁ ପରାସ୍ତ କରି ଶେଷ ଓଭରରେ ଜିତିଛି ଶ୍ରୀଲଙ୍କା । https://twitter.com/ICC/status/1565398313746276353?s=20&t=MO_EQ-t8N7VbdPEyAuVxig…

କିଶୋର କୁମାରଙ୍କ ଜୁହୁ ଘରେ କୋହଲି ଖୋଲିବେ ହୋଟେଲ

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ମହାନ ଗାୟକ କିଶୋର କୁମାରଙ୍କ ଜୁହୁ ଘରେ ହୋଟେଲ ଖୋଲିବେ । କୋହଲି ୫ ବର୍ଷ ପାଇଁ ଏହାକୁ ଲିଜରେ ନେଇଛନ୍ତି । କିଶୋର ଓ ଲୀନାଙ୍କ ପୁତ୍ର ସୁମିତଙ୍କ ସହ କୋହଲି ଏ ନେଇ କିଛି ଦିନ ତଳେ ଆଲୋଚନା କରିଥିଲେ । ଶେଷରେ ସୁମିତ ଏହାକୁ ଭଡା…

ଯୁବରାଜଙ୍କ ପରି ୬ଟି ଛକା ମାରିବାକୁ ଚାହୁଁଥିଲି: ସୂର୍ଯ୍ୟକୁମାର

ୟୁଏଇ: ହଂକଂ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ଧୂଆଁଧାର ଇନିଂସ ଏବେ ସମସ୍ତଙ୍କ ହୃଦୟ ଜିତିଛି। ସୋଶିଆଲ ମିଡିଆରେ ଏବେ ତାଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଚାଲିଛି। ପ୍ରଶଂସକ, ଭେଟେରାନ୍ ସମୀକ୍ଷକ, ସମସ୍ତେ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି। ସେ ଶେଷ ଓଭରରେ ବ୍ୟାଟିଂ କରିବାକୁ…

ହଂକଂକୁ 40 ରନରେ ହରାଇଲା ଭାରତ

ଏସିଆ କପର ଲିଗମ୍ୟାଚରେ ହଂକଂକୁ 40 ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ହଂକଂ  ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । https://twitter.com/BCCI/status/1565028427807219718 ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୯୨ ରନ…

ହଂକଂକୁ ରାତିରେ ସୂର୍ଯ୍ୟ ଦେଖାଇଲେ ଯାଦବ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ବୁଧବାର ଅନୁଷ୍ଠିତ ହଂକଂ ବିପକ୍ଷ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରି ୧୯୩ ରନର ବିଜୟ ଲକ୍ଷ୍ୟ ପ୍ରଦାନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ହଂକଂକୁ ହତଚକିତ କରି ଦେଇଥିଲା । ସେ ମାତ୍ର ୨୬ ବଲରେ ୬…