Latest Odisha News

BREAKING NEWS

Browsing Category

ଖେଳ

ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ

ଆଜି ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି ସାରଜାରେ । ଆଫଗାନିସ୍ଥାନ ଏବଂ ବାଙ୍ଗଲାଦେଶ ମଧ୍ୟର ଚାଲିଥିବା ଏସିଆ କପ ମ୍ୟାଚରେ ଆଫଗାନିସ୍ତାନ ୭ ଉଇକେଟରେ ବାଂଲାଦେଶକୁ ପରାସ୍ତ କରିଛି । ଆଫଗାନିସ୍ତାନ ପକ୍ଷରୁ ଇବ୍ରାହିମ ଜରଦାନ ୪୨ରନ କରିଥିବା ବେଳେ ନଜିବୁଲ୍ଲା ଜରଦାନ ୪୩ ରନ୍ କରି…

ସାଫ ମହିଳା ଚାମ୍ପିୟନଶିପ: ସମ୍ଭାବ୍ୟ ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଆସନ୍ତା ମାସରେ ନେପାଳରେ ମହିଳା ସାଫ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ମଙ୍ଗଳବାର ୨୬ ଜଣିଆ ସମ୍ଭାବ୍ୟ ଫୁଟବଲ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୨ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ମନୀଷା ପନ୍ନା ଓ ଜୁଲି କିଶାନ । ପୁଣେ ଅଭ୍ୟାସ ଶିବିରରେ…

ଖାଲି ହକିରେ ନୁହେଁ କ୍ରିକେଟରେ ବି ସିଦ୍ଧହସ୍ତ ହେଲେ ଥିଲେ ଏହି କ୍ରୀଡା ଯାଦୁଗର

ପୁରୀ: ଭାରତୀୟ କ୍ରୀଡାର ମହାରଥୀ ମେଜର ଧ୍ୟାନଚାନ୍ଦଙ୍କୁ କିଏ ବା ନ ଜାଣେ । ପ୍ରତିକୂଳ ପରିସ୍ଥିତିରେ ବିଶ୍ୱ ଦରବାରେ ସେ ଭାରତକୁ କ୍ରୀଡା ଏବଂ ହକି ମାଧ୍ୟମରେ ପରିଚିତ କରିଥିଲେ । ଆଜି ତାଙ୍କ ଜନ୍ମ ଏବଂ କ୍ରୀଡା ଦିବସ ଅବସରରେ ଆମେ ହକି ବ୍ୟତୀତ ତାଙ୍କ କ୍ରିକେଟ ଦକ୍ଷତା ଉପରେ ଆଲୋଚନା କରିବା…

[ଦେଖନ୍ତୁ ଭିଡିଓ] ୨୨ ବର୍ଷର କ୍ୟାରିୟରରେ ୪୦୦ରୁ ଅଧିକ ଗୋଲ୍, ଏମିତି ଥିଲେ ହକିର ଯାଦୁଗର

ନୂଆଦିଲ୍ଲୀ: ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ । ଖାଲି ଭାରତ କାହିଁକି ଦୁନିଆ ତାଙ୍କୁ ହକିର ଯାଦୁଗର କୁହେ । ୨୨ ବର୍ଷର ଲମ୍ବା ହକି କ୍ୟାରିୟରରେ ୪ ଶହରୁ ଅଧିକ ଗୋଲ୍ କରିଥିବା ମେଜର ଧ୍ୟାନ ଚାନ୍ଦ ଆଜି ବି କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କ ଜନ୍ମଦିନକୁ ମନେ ପକାଇ…

ପାକିସ୍ତାନକୁ ହରାଇ ଭାରତର ରୋମାଞ୍ଚକର ବିଜୟ: ପ୍ରଶଂସକ ମନାଇଲେ ଉତ୍ସବ

ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ 5  ଉଇକେଟରେ ପରାସ୍ତ କରିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ହାସଲ କରିଛନ୍ତି । https://twitter.com/BCCI/status/1563952537845149696 ହାଇ ଭୋଲଟେଜ ମ୍ୟାଚରେ ଭାରତୀୟ ବ୍ୟାଟସମ୍ୟାନମାନେ ଜବରଦସ୍ତ ବ୍ୟାଟି…

ଭାରତ ଆଗରେ 148 ରନ ଟାର୍ଗେଟ ରଖିଲା ପାକିସ୍ତାନ

ଭାରତ ଆଗରେ 148  ରନର ଟାର୍ଗେଟ ଦେଇଛି ପାକିସ୍ତାନ ।  ପ୍ରଥମେ ବ୍ୟାଟିଂ କରି 19.5 ଓଭରରେ ପାକିସ୍ତାନ 147  ରନ କରିଛି । ଭାରତୀୟ ବୋଲରଙ୍କ ଆଗରେ ଆଜି ପାକିସ୍ତାନ ବ୍ୟାଟସମ୍ୟାନମାନେ ବଡ଼ ସ୍କୋର କରିବା ପୂର୍ବରୁ ଆଉଟ ହୋଇଯାଇଥିଲେ । କେବଳ ମହମ୍ମଦ ରିଜଓ୍ବାନ ସର୍ବାଧିକ 43 ରନ କରିଥିଲେ ।…

ଭାରତ-ପାକିସ୍ତାନ ଟକ୍ମର: ଟସ ଜିତି ଫିଲଡିଂ ନିଷ୍ପତ୍ତି ନେଲା ଭାରତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆରମ୍ଭ ହୋଇଛି  ଭାରତ-ପାକିସ୍ତାନ ଟି-20 ଟକ୍ମର ।  ଦୁବାଇରେ ଚାଲିଛି କ୍ରିକେଟ ଲଢ଼େଇ । ଟସ ଜିତି ଭାରତୀୟ ଅଧିନାୟକ  ରୋହିତ ଶର୍ମା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…

ଆଜି ଭାରତ ପାକିସ୍ତାନ ମହାମୁକାବିଲା : କିଏ ଜିତିବ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜି ସଂଧ୍ୟାରେ ହେବ ଭାରତ- ପାକିସ୍ତାନ ମହାମୁକାବିଲା । ଦୁବାଇରେ ଦର୍ଶକଙ୍କ ଖଚାଖଚ୍‌ ଭିଡ ମଧ୍ୟରେ ଆଜି ଖେଳାଯିବ ହାଇ ଭୋଲଟେଜ ମ୍ୟାଚ । ଉଦଘାଟନୀ ମ୍ୟାଚରେ ଗତକାଲି ଶ୍ରୀଲଙ୍କାକୁ ହରାଇଛି ଆଫଗାନିସ୍ତାନ । କିନ୍ତୁ କୋଟି କୋଟି ଭାରତୀୟ ପ୍ରଶଂସକଙ୍କ ନଜର ରହିଛି…

ଭାରତର ଆଇସିସି ଟୁର୍ଣ୍ଣାମେଂଟ ପ୍ରସାରଣ ଅଧିକାର ହାତେଇଲା ଷ୍ଟାର ଟିଭି ନେଟୱର୍କ

ନୂଆଦିଲ୍ଲୀ: ୨୦୨୪ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଂଟର ଭାରତ ପାଇଁ ପ୍ରସାରଣ ଅଧିକାର ଷ୍ଟାର ଟିଭି ନେଟୱାର୍କ ହାତେଇଛି । ଏଥିରେ ପୁରୁଷ-ମହିଳା ଦିନିକିଆ, ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ମୁକାବିଲା ବି ସାମିଲ । କେତେ ଅର୍ଥରେ ଡିଜନୀ ଷ୍ଟାର ଏହି ରାଇଟ୍ସ…

ଡୋପ ଟେଷ୍ଟରେ ଧରା ପଡିଲେ ଡିସକସ ଥ୍ରୋୟର ନଭଜିତ, ୩ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ଡିସକସ ଥ୍ରୋୟର ନଭଜିତ କୌର ଢ଼ିଲୋଁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ୍ସ ଇଂଟିଗ୍ରେଟି ୟୁନିଟ ପକ୍ଷରୁ ତାଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସ ଡିହାଇଡ୍ରୋକ୍ଲୋରମିଥାଇଲଟେଷ୍ଟୋଷ୍ଟେରୋନର…