Latest Odisha News

BREAKING NEWS

Browsing Category

ଖେଳ

ଜାତୀୟ ଜୁନିୟର ରଗବୀ: ଓଡିଶା ବାଳିକା ଟିମକୁ ରୌପ୍ୟ

ପାଟନା: ଏଠାରେ ଚାଲିଥିବା ଜାତୀୟ ଜୁନିୟର ରଗବୀ ଚାମ୍ପିୟନଶିପରେ ଓଡିଶା ବାଳିକା ଟିମ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଓଡିଶା ୭-୨୪ରେ ଆୟୋଜକ ଟିମ ବିହାରଠାରୁ ହାରି ଯାଇଥିଲା । ଅପରାଜେୟ ଓଡିଶା ଶେଷ ହର୍ଡଲ୍ସ ପାର କରିବାରେ ବିଫଳ…

8 ମାସରେ 6 କ୍ୟାପ୍ଟେନ୍ ଏକ ଚ୍ୟାଲେଞ୍ଜ୍ : ଦ୍ରାବିଡ

ବାଙ୍ଗାଲୋର:  ଭାରତୀୟ କ୍ରିକେଟ ଟିମରେ 8 ମାସରେ 6 ଜଣ କ୍ୟାପ୍ଟେନ ଦେଖିବାକୁ ମିଳିଲାଣି । ବିରାଟ କୋହଲିଙ୍କ ପରେ ଏହି ପରିବର୍ତ୍ତନ ଜାରି ରହିଛି । ନୂଆ କ୍ୟାପ୍ଟେନ ମଧ୍ୟ ନିଜର ନେତୃତ୍ବର ପରିଚୟ ଦେଇଛନ୍ତି ।  ଭାରତରେ କ୍ରିକେଟ ପାଇଁ ଏହା ଭଲ ଖବର ଏବଂ  ଅତ୍ୟନ୍ତ ରୋମାଞ୍ଚକର ବୋଲି…

ଚେସ ଅଲିମ୍ପିଆଡ: ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେସ ଅଲିମ୍ପିଆଡର ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଛନ୍ତି । ତାମିଲନାଡୁର ମହାବଳରପୁରମରେ ଜୁଲାଇ ୨୮ରୁ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଆନ୍ତର୍ଜାତୀୟ ଚେସ ସଂଘର ସଭାପତି ଆରକାଡୀ ଡୋଭରକୋଭିଚ…

ବର୍ଷା ପାଇଁ ସିରିଜ ରହିଲା ଡ୍ର : ଭୁବନେଶ୍ବର ମ୍ୟାନ ଅଫ୍ ଦ ସିରିଜ୍

ବାଙ୍ଗାଲୋର: ବର୍ଷା ପାଇଁ ଟି 20 ସିରିଜ ଡ୍ର ହୋଇଛି । ଆଜି  ବାଙ୍ଗାଲୋର ଚିନ୍ନାସ୍ବାମୀ ଷ୍ଟାଡିୟମରେ 7ଟା 50ରେ ଖେଳ ଆରମ୍ଭ ହୋଇଥିଲା । ପଡିଆରେ ପାଣି ଜମିଥିବାରୁ ଖେଳ ବିଳମ୍ଭରେ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଦକ୍ଷିଣ ଆଫ୍ରିକା ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା…

ଆସନ୍ତୁ ଜାଣିବା ଯୁବରାଜଙ୍କ ପୁତ୍ରର ନାମ କଣ ଦିଆଗଲା

ଚଣ୍ଡୀଗଡ: ପିତୃ ଦିବସରେ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ କୀଚ ପୁଅର ନାମ କରଣ କରିଛନ୍ତି । ତାଙ୍କ ପୁଅର ନାମ ସେମାନେ ଓରିଅନ କୀଚ ସିଂ ରଖିଛନ୍ତି । ଟୁଇଟରରେ ଯୁବରାଜ ପୁଅର ଫଟୋ ଶେୟାର କରି ଏ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଛନ୍ତି । ପୁଅର ନାମ ପ୍ରକାଶ କରିବା ପରେ…

ଡାଇମଣ୍ଡ ଲିଗ: ରେକର୍ଡ ଟାଇମିଂ ସହ ସ୍ୱର୍ଣ୍ଣ ଜିତିଲେ ୫ ବର୍ଷୀୟ ସନ୍ତାନର ମାଆ ଫ୍ରେଜର

ପ୍ୟାରିସ: ଡାଇମଣ୍ଡ ଲିଗ ଆଥଲେଟିକ୍ସ ଟୁର୍ଣ୍ଣାମେଂଟର ୧୦୦ ମିଟର ମହିଳା ରେସରେ କମାଲ କରିଛନ୍ତି ଜାମାଇକାର ଶୈଲୀ ଆନ ଫ୍ରେଜର । ୫ ବର୍ଷୀୟ ସନ୍ତାନର ମାଆ ଫ୍ରେଜର ୧୦.୬୭ ରେକର୍ଡ ଟାଇମିଂରେ ରେସ ସମ୍ପୂର୍ଣ୍ଣ କରିଥିଲେ । ସେ ୨ ଥର ଅଲିମ୍ପିକ ଚାମ୍ପିୟନ ଏଲେନ ଥମ୍ପସନଙ୍କ ରେକର୍ଡକୁ ବି ପଛରେ…

ଜଣେ ପାକିସ୍ତାନୀଙ୍କ ସମେତ ୧୧ ଅଧିନାୟକଙ୍କ ସହ ଖେଳି ସାରିଲେଣି କାର୍ତିକ

ମୁମ୍ବାଇ: ୩୭ ବର୍ଷୀୟ ଦୀନେଶ କାର୍ତିକ ଏକ ନିଆରା ରେକର୍ଡର ଅଧିକାରୀ ହୋଇଛନ୍ତି । ସେ ଜଣେ ପାକିସ୍ତାନୀଙ୍କ ସମେତ ୧୧ ଅଧିନାୟକଙ୍କ ସହ ମ୍ୟାଚ ଖେଳି ସାରିଛନ୍ତି । ସେ ୨୦୦୪ରେ ଏକଦିବସୀୟ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ସମୟରେ ଭାରତୀୟ ଦଳର ଅଧିନାୟକ ଥିଲେ ସୌରଭ ଗାଙ୍ଗୁଲି…

ଘଂଟାକରେ ୩୧୮୨ ପୁଶ ଅପ ମାରିଲେ ଏହି ଯୁବକ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଡାନିୟଲ ସ୍କାଲି ୧ ଘଂଟାରେ ୩୧୮୨ ପୁଶ ଅପ ମାରି ଗିନଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଡାନିୟଲଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । କମ୍ପେ୍ଲକ୍ସ ରିଜିଓନାଲ ପେନ ସିଣ୍ଡ୍ରମ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି…

ଆଜି ଫାଇନାଲ: ଜିତିବା ପାଇଁ ଲଢ଼ିବେ ପନ୍ଥବାହିନୀ

ବାଙ୍ଗାଲୋର: ଲଗାତାର ୨ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଭାରତ ଆଜି ଫାଇନାଲ ଖେଲିବ । ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୭ ଓ ୮୨ ରନ୍‌ର ବଡ଼ ବ୍ୟବଧାନରେ ହରାଇଥିବାରୁ ପନ୍ଥବାହିନୀର ମନୋବଳ ବୃଦ୍ଧି ପାଇଛି ।  ଶୃଙ୍ଖଳା ଏବେ ୨-୨ ସ୍ଥିତିରେ ଥିବାରୁ ଆଜିର ଫାଇନାଲ ହେବ  କଡା…

ମହିଳା ଏଫଆଇଏଚ ପ୍ରୋ ଲିଗ: ଦୀପ ଗ୍ରେସଙ୍କ ଚମତ୍କାର ପ୍ରଦର୍ଶନ, ଆର୍ଜେଂଟିନାକୁ ହରାଇଲା ଭାରତ

ରୋଟ୍ଟେରଡାମ: ମହିଳା ଏଫଆଇଏଚ ପ୍ରୋ ଲିଗରେ ଶନିବାର ଦୀପଗ୍ରେସ ଏକ୍କାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଅଲିମ୍ପିକ ରୌପ୍ୟ ପଦକ ବିଜେତା ଆର୍ଜେଂଟିନାକୁ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩ଟି ଲେଖାଁଏ ଗୋଲ ଦେଇଥିଲେ । ଫଳାଫଳ ପାଇଁ ଶୁଟଆଉଟରେ ସହାୟତା ନିଆ ଯାଇଥିଲା । ଏଥିରେ…