Latest Odisha News

BREAKING NEWS

Browsing Category

ଖେଳ

ମହିଳା ଏଫଆଇଏଚ ପ୍ରୋ ଲିଗ: ଦୀପ ଗ୍ରେସଙ୍କ ଚମତ୍କାର ପ୍ରଦର୍ଶନ, ଆର୍ଜେଂଟିନାକୁ ହରାଇଲା ଭାରତ

ରୋଟ୍ଟେରଡାମ: ମହିଳା ଏଫଆଇଏଚ ପ୍ରୋ ଲିଗରେ ଶନିବାର ଦୀପଗ୍ରେସ ଏକ୍କାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଅଲିମ୍ପିକ ରୌପ୍ୟ ପଦକ ବିଜେତା ଆର୍ଜେଂଟିନାକୁ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩ଟି ଲେଖାଁଏ ଗୋଲ ଦେଇଥିଲେ । ଫଳାଫଳ ପାଇଁ ଶୁଟଆଉଟରେ ସହାୟତା ନିଆ ଯାଇଥିଲା । ଏଥିରେ…

ଗାଙ୍ଗୁଲିଙ୍କ ସୂଚନା: ଇଂଲଣ୍ଡ ବିପକ୍ଷରେ ଖେଳିବ ଭାରତର ସମ୍ଭାବ୍ୟ ବିଶ୍ୱକପ ଟିମ !

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏ ନେଇ ଶନିବାର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ଭାରତର…

୨୩ ବର୍ଷ ପରେ ରଣଜୀ ଫାଇନାଲରେ ପ୍ରବେଶ କଲା ମଧ୍ୟପ୍ରଦେଶ

ଭୋପାଳ: ୨୩ ବର୍ଷ ପରେ ମଧ୍ୟପ୍ରଦେଶ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଛି । ଏଠାରେ ଅନୁଷ୍ଠିତ ସେମିଫାଇନାଲ ମୁକାବିଲାରେ ମଧ୍ୟପ୍ରଦେଶ ୧୭୪ ରନରେ ବେଙ୍ଗଲକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିଫାଇନାଲରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ୟୁପିକୁ ପଛରେ ପକାଇ ମୁମ୍ବାଇ ଟାଇଟଲ ମୁକାବିଲାରେ…

ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଜିତି  ସିରିଜକୁ ୨-୨ରେ ବରାବର କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ  ୧୭୦ରନର ବିଜୟ ଲକ୍ଷ୍ୟ ରଖିଥିଲା ।  ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ…

ବୟୋଜ୍ୟେଷ୍ଠ ଭାରତୀୟ ଭାବେ ଆନ୍ତର୍ଜାତୀୟ ଟି୨୦ରେ ଅର୍ଦ୍ଧଶତକ ହାସଲ କଲେ କାର୍ତିକ

ରାଜକୋଟ: ଏଠାରେ ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚରେ ଦୀନେଶ କାର୍ତିକଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ୧୭୦ ରନର ବିଜୟ ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ରଖିଛି । ଏହି ମ୍ୟାଚରେ କାର୍ତିକ ୨୭ ବଲରେ ୫୫ ରନ ସଂଗ୍ରହ କରିଥିଲେ । ୧୬ ବର୍ଷ ଆନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ କାର୍ତିକଙ୍କ ଏହା…

ପ୍ରଥମ ଥର ପାଇଁ ୩ଟି ଦେଶ ମିଳିତ ଭାବେ ଆୟୋଜନ କରିବେ ଫିଫା ବିଶ୍ୱକପ

ଜ୍ୟୁରିକ: ୨୦୨୬ ଫିଫା ବିଶ୍ୱକପ ଆମେରିକା, ମେକ୍ସିକୋ ଓ କାନାଡା ମିଳିତ ଭାବେ ଆୟୋଜନ କରିବେ । ଫିଫା (ଇଂଟରନ୍ୟାଶନାଲ ଫେଡେରେଶନ ଅଫ ଆସୋସିଏଶନ ଫୁଟବଲ) ଇତିହାସରେ ପ୍ରଥମ ଥର ପାଇଁ ୩ଟି ଦେଶକୁ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି । ଆୟୋଜକ ଦେଶ ପକ୍ଷରୁ ୧୬ ସହରର ନାମ ମଧ୍ୟ ଘୋଷଣା କରାଯାଇଛି ।…

ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ ସ୍କୋର କଲା ଇଂଲଣ୍ଡ

ଲଣ୍ଡନ: ନେଦରଲାଣ୍ଡ ବିପକ୍ଷରେ ଆଜି ଇଂଲଣ୍ଡ କ୍ରିକେଟ ଦଳ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ୪ ୱିକେଟ ବିନିମୟରେ ୪୯୮ ରନ କରି ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ ସ୍କୋର କରିବା ଗୌରବ ଅର୍ଜନ କରିଛି । ଫିଲ ସାଲ୍ଟ (୧୨୨), ଡେଭିଡ ମଲାନ (୧୨୫) ଓ ଜୋସ ବଟଲର ୧୬୨ ରନର ଇନିଂସ…

କୋହଲି, ବାବର ଗୋଟିଏ ଟିମରୁ ଖେଳିବେ !

ମୁମ୍ବାଇ: ବିରାଟ କୋହଲି ଓ ବାବର ଆଜାମ ଗୋଟିଏ ଟିମ ପକ୍ଷରୁ ଖେଳିବେ । ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ୨୦୨୩ରେ ଏସିଆ ଓ ଆଫ୍ରିକା ଏକାଦଶ ମଧ୍ୟରେ ଏକା ମ୍ୟାଚ ଖେଳାଯିବା ନେଇ ଯୋଜନା ଚାଲିଛି । ଭାରତ ଓ ପାକିସ୍ତାନର ଏହି ଦୁଇ ଷ୍ଟାର ଖେଳାଳି ଏସିଆ ଏକାଦଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ ।…

ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨: ଭାରତୀୟ ଦଳରେ ଦୂତି, ଶ୍ରାବଣୀ

ନୂଆଦିଲ୍ଲୀ: ଭାରତୀୟ ଆଥଲେଟିକ୍ସ ମହାସଂଘ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ୧୮ ମହିଳା ଆଥଲେଟଙ୍କ ସମେତ ୩୭ ଜଣିଆ ଦଳ ଘୋଷଣା କରିଛି । ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଘୋଷିତ ଏହି ଦଳରେ ଓଡିଶାର ଷ୍ଟାର ଖେଳାଳି ଦୂତି ଚାନ୍ଦ ଏବଂ ଶ୍ରାବଣୀ…

ଚେସ ଅଲିମ୍ପିଆଡରେ ପ୍ରଥମ ଥର ହେବ ମଶାଲ ଶୋଭାଯାତ୍ରା

ନୂଆଦିଲ୍ଲୀ: ଚେସ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଥର ଚେସ ଅଲିମ୍ପିଆଡରେ ପ୍ରଥମ ଥର ପାଇଁ ମଶାଲ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ୧୯୨୭ରୁ ଆରମ୍ଭ ହୋଇଥିବା ଏହି ଅଲିମ୍ପିଆଡର ୪୪ତମ ସଂସ୍କରଣର ଆୟୋଜକ ଭାରତ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯ରେ ଏହି ମଶାଲ ଶୋଭାଯାତ୍ରାର ଉଦଘାଟନ…