Latest Odisha News

BREAKING NEWS

Browsing Category

ଖେଳ

ଫ୍ରେଂଚ ଓପନ ଟେନିସ: ପୁରୁଷ ଡବଲ୍ସ ସେମିରେ ବୋପାନ୍ନା

ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ଭାରତର ସିନିୟର ଖେଳାଳି ରୋହନ ବୋପାନ୍ନା ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ବୋପାନ୍ନା ଓ ତାଙ୍କ ନେଦରଲାଣ୍ଡ ଯୋଡୀ ମାଟେୱେ ମିଡିଲ କୁପଙ୍କ ସହ ମିଶି କ୍ୱାର୍ଟର ଫାଇନାଲରେ ବ୍ରିଟେନର ଲୟଡ ଗ୍ଲାସପୁଲ ଓ ଫିନଲାଣ୍ଡର…

ଫ୍ରେଂଚ ଓପନ: ମହିଳା ଫାଇନାଲ ହାରିବା ପରେ ଚୀନ ଖେଳାଳି କାହିଁକି କହିଲେ ପୁଅ ହୋଇଥିଲେ ଭଲ ହୋଇଥାନ୍ତା

ପ୍ୟାରିସ: ଫ୍ରେଂଚ ଓପନ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରଥମ ଥର ଫାଇନାଲ ଖେଳୁଥିବା ୧୯ ବର୍ଷୀୟା ଚୀନର ଝେଙ୍ଗ କିନୱେନ ବିଶ୍ୱର ଏକ ନମ୍ବର ଖେଳାଳି ଇଗା ସ୍ୱିଟେକାଙ୍କ ନିକଟରୁ ହାରିଯାଇଛନ୍ତି । ତେବେ ଏହି ପରାଜୟ ପରେ ସେ ଭାଙ୍ଗି ପଡି ନିରାଶ ସହକାରେ କହିଛନ୍ତି ମୁଁ ପୁଅ ହୋଇଥିଲେ ଭଲ…

ଏସିଆ କପ ହକି: ମାଲେସିଆ-ଭାରତ ମ୍ୟାଚ ଡ୍ର

ଭୁବନେଶ୍ୱର: ମାଲେସିଆରେ ଚାଲିଥିବା ଏସିଆ କପ ହକିରେ ରବିବାର ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ମାଲେସିଆ ସହ ମ୍ୟାଚ ଡ୍ର ରଖିଛନ୍ତି । ବୀରେନ୍ଦ୍ର ଲାକ୍ରା ନେତୃତ୍ୱାଧୀନ ଭାରତୀୟ ଟିମ ଆରମ୍ଭରୁ ସେ ଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ । ଜବରଦସ୍ତ ଫର୍ମରେ ଥିବା ମାଲେସିଆର ରାଜି…

ଏସିଆ କପ ହକି: ସୁପର ୪ର ପ୍ରଥମ ମୁକାବିଲାରେ ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ଅନୁଷ୍ଠିତ ଏସିଆ କପ ହକିରେ ଚାମ୍ପିୟନ ଭାରତ ତାର ପୂର୍ବ ଫର୍ମକୁ ଫେରିଛି । ଶନିବାର ସୁପର୪ର ପ୍ରଥମ ମୁକାବିଲାରେ ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରି ୨-୧ରେ ଜାପାନକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ପୁଲ ମ୍ୟାଚର ମଧୁର ପ୍ରତିଶୋଧ…

ଜାତୀୟ ଜୁନିୟର ହକି: ସେମିରେ ହାରିଲା ଓଡିଶା

ଭୁବନେଶ୍ୱର: ତାମିଲନାଡୁର କୋଭିଲପାଟ୍ଟିରେ ଅନୁଷ୍ଠିତ ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ସେମିଫାଇନାଲରେ ପରାଜିତ ହୋଇଛି । ଚଣ୍ଡୀଗଡ ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ପରସ୍ପର ବିରୋଧରେ ୨ଟି ଲେଖାଏ ଗୋଲ ସ୍କୋର କରିଥିଲେ । ଚଣ୍ଡୀଗଡ ପେନାଲ୍ଟି…

ରାଜ୍ୟସ୍ତରୀୟ ସନ୍ତରଣ ଚାମ୍ପିୟନଶିପ ମେ ୨୮ରୁ: ଅଂଶଗ୍ରହଣ କରିବେ ୨୫୮ ପ୍ରତିଯୋଗୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ କମ୍ପେ୍ଲକ୍ସରେ ମେ ୨୮ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଜୁନିୟର ଓ ସବଜୁନିୟର ସନ୍ତରଣ ଚାମ୍ପିୟନଶିପ । ୨୦ ଜିଲ୍ଲାର ୭୧ ବାଳିକାଙ୍କ ସମେତ ମୋଟ ୨୫୮ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଓଡିଶା ଯୁବ ଓ କ୍ରୀଡା ବିଭାଗ ଓ…

ଆଇପିଏଲ ଡାକରା ପାଇବା ପରେ ବାହାଘର ଘୁଂଚାଇ ଦେଇଥିଲେ ରଜତ

ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମୁକାବିଲାରେ ବୁଧବାର ରଜତ ପାଟୀଦାରଙ୍କ ଆକର୍ଷଣୀୟ ଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୱାଲିଫାୟର ୨କୁ ଉନ୍ନୀତ ହୋଇଛି । ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ ଓ ଫାପ ଡୁ ପ୍ଲେସି ଫେଲ ମାରିଥିବା ବେଳେ ସେ କିନ୍ତୁ ଖେଳିଥିଲେ ସ୍ମରଣୀୟ ଇନିଂସ ।…

ଏସିଆ କପ ହକି: ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସୁପର ୪ରେ ଭାରତ

ଜାକାର୍ତା: ଏଠାରେ ଅନୁଷ୍ଠିତ ଏସିଆ କପ ହକିରେ ଗୁରୁବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି । ଶେଷ ପୁଲ ମ୍ୟାଚରେ ଇଣ୍ଡୋନେସିଆକୁ ୧୬-୦ ବୃହତ ବ୍ୟବଧାନରେ ହରାଇ ଭାରତ ସୁପର ୪ରେ ପ୍ରବେଶ କରିଛି । ଭାରତକୁ ଏହି ମ୍ୟାଚରେ ପାକିସ୍ତାନଠାରୁ ଅଧିକ ଗୋଲ ବ୍ୟବଧାନରେ ଜିତିବା ଜରୁରୀ ଥିଲା । ଏଥିସହ…

ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ପଦରୁ ବିଦା ହେଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ: ହକି ଇଣ୍ଡିଆରେ 'ଆଜୀବନ ସଦସ୍ୟ' ପଦକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହାପରେ କ୍ରୀଡ଼ା ପ୍ରଶାସକ ନରିନ୍ଦର ବାତ୍ରାଙ୍କୁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ପଦରୁ ହଟାଇ ଦେଇଛି। ବାତ୍ରା ୨୦୧୭ ମସିହାରେ ଆଇଓଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।…

ଜାତୀୟ ଜୁନିୟର ମହିଳା ହକି ଟିମ ଘୋଷିତ: ଓଡିଶାରୁ ୪

ଭୁବନେଶ୍ୱର: ୟୁନିଫରରେ ହେବାକୁ ଥିବା ୨୩ ବର୍ଷରୁ କମ ପଂଚଦେଶୀୟ ହକି ପ୍ରତିଯୋଗିତା ପାଇଁ ୨୦ ଜଣିଆ ଜାତୀୟ ଦଳ ଘୋଷଣା କରାଯାଇଛି । ବୈଷ୍ଣବୀ ଭିଠଲ ଫାଲକେ ନେତୃତ୍ୱାଧୀନ ଏହି ଦଳରେ ୪ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପି ମୋନିକା ଟପ୍ପୋ, ଜ୍ୟୋତି ଛତ୍ରୀ, ମମିତା ଓରାମ ଓ…