Latest Odisha News

BREAKING NEWS

Browsing Category

ଖେଳ

୪୦ ହଜାର କୋଟି ଟଙ୍କାରେ ବିକ୍ରି ହେଲା ଚେଲସୀ ଫୁଟବଲ କ୍ଲବ

ଲଣ୍ଡନ: ୪୦ ହଜାର କୋଟି ଟଙ୍କା ବିନିମୟରେ ଚେଲସୀ ଫୁଟବଲ କ୍ଲବ ବିକ୍ରି ହୋଇଛି । ବୁଧବାର ବ୍ରିଟିଶ ସରକାର ଟଡ ବୋହେଲୀ ଓ କ୍ଲିୟରଲେକ କସୋର୍ଟିୟମକୁ ମଂଜୁରୀ ଦେବା ସହ ଲାଇସେନ୍ସ ପ୍ରଦାନ କରିଛନ୍ତି । ରୋମନ ଆବ୍ରାମୋଭିଚଙ୍କ ଅନୁମତି ପରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚେଲସୀ କ୍ଲବ…

ଆଇଓଏରୁ ଇସ୍ତଫା ଦେଲେ ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ଭାରତୀୟ ଖେଳର ବିକାଶ ପାଇଁ ଏହି ପଦ ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ କରିବା ସମୟ ଉପନୀତ ହୋଇଛି ବୋଲି ସେ ଏହି ଅବସରରେ କହିଛନ୍ତି । ଗତ ମାସରେ ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କା ହେରଫେର କରିବା…

IPL ଲଢ଼େଇ: ପଦାର୍ପଣ ସିଜିନ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ

ସ୍ପୋର୍ଟସ ବ୍ୟୁୋ(ଓଡ଼ିଶା ସମ୍ବାଦ): ଆଇପିଏଲରେ ପଦାର୍ପଣ ସିଜିନରେ କମାଲ କରିଛି ଗୁଜରାଟ ଟାଇଟନ୍ସ । ଫାଇନାଲରେ ପ୍ରବେଶ କରିଛି ଏହି ନୂଆ ଫ୍ରାଞ୍ଚାଇଜି ଟିମ୍ । ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟାର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଫାଇନାଲ୍ ଟିକେଟ ହାତେଇଛି…

ଇଣ୍ଡିଆନ ଗ୍ରାଁପ୍ରି ୪: ଲଙ୍ଗଜମ୍ପରେ ବାଜି ମାରିଲେ ନୟନା, ଅମୀୟଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରି୪ରେ ମଙ୍ଗଳବାର ମହିଳା ଲଙ୍ଗଜମ୍ପରେ କେରଳର ଦୁଇ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । କେରଳର ନୟନା ଜେମ୍ସ ୨ ଥର ୬.୩୬ ମିଟର ଜମ୍ପ କରି ଲଙ୍ଗଜମ୍ପ ଟାଇଟଲ ହାସଲ କରିଛନ୍ତି । ପ୍ରଥମ ୨…

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାଜକୁ ହରାଇଲା ଭେଲୋସିଟି

ମୁମ୍ବାଇ: ଚଳିତ ମହିଳା ଟି୨୦ ଚ୍ୟାଲେଞ୍ଜ କ୍ରିକେଟରେ ମଙ୍ଗଳବାର ଦୀପ୍ତି ଶର୍ମା ନେତୃତ୍ୱାଧୀନ ଭେଲୋସିଟି ୭ ୱିକେଟରେ ସୁପରନୋଭାଜକୁ ପରାସ୍ତ କରିଛି । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଂଟରେ ୧୫୦ରୁ ଊର୍ଦ୍ଧ୍ୱ ସ୍କୋର ଚେଜ ହୋଇଛି । ସୁପରନୋଭାଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୦ ରନ…

ଏସିଆ କପ ହକି: ଜାପାନଠାରୁ ହାରିଲା ଭାରତ

ଜାକର୍ତା: ଇଣ୍ଡୋନେସିଆର ଜାକର୍ତାରେ ଚାଲିଥିବା ଏସିଆ କପ ହକିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ପୁଲ ଏର ଚତୁର୍ଥ ମ୍ୟାଚରେ ଜାପାନ ୫-୨ରେ ଭାରତକୁ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଭାରତୀୟ ଖେଳାଳିମାନେ ୨୦୧୮ ଏସିଆନ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାପାନକୁ…

ସ୍କୁଲ୍‌ ସ୍ତରରୁ ଅଲମ୍ପିକ୍‌ ପ୍ରସ୍ତୁତି : ଦେଶରେ ଆହୁରି ମଜଭୁତ ହେବ ଅଲମ୍ପିକ ଆନ୍ଦୋଳନ

ଭୁବନେଶ୍ୱର:  ଓଡ଼ିଶାରେ ଇଣ୍ଟରନାସନାଲ୍ ଅଲମ୍ପିକ କମିଟି (ଆଇଓସି) ଦ୍ୱାରା ପ୍ରଥମ ଅଲମ୍ପିକ ଭାଲ୍ୟୁସ ଏଡୁକେସନ ପ୍ରୋଗ୍ରାମ (ଓଭିଇପି)ର ଶୁଭାରମ୍ଭ ହୋଇଛି । ଯାହାକୁ ପ୍ରଶଂସା କରିଛନ୍ତି ନିତା ଅମ୍ବାନି । ଓଭିଇପିରେ ଶିକ୍ଷା ଓ କ୍ରୀଡ଼ାର ସମନ୍ୱୟ ରହିଛି ଯାହା ଅଲମ୍ପିଜିମର ମୂଲ୍ୟବୋଧକୁ…

ବାଂଲାଦେଶକୁ ମିଳିପାରେ ଏସିଆ କପ ୨୦୨୨ ଆୟୋଜନ ଅଧିକାର

ଢ଼ାକା: ଏସିଆ କପ କ୍ରିକେଟ ୨୦୨୨ ଆୟୋଜନ ଅଧିକାର ବାଂଲାଦେଶକୁ ମିଳିପାରେ । ଅବଶ୍ୟ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ଏସିଆନ କ୍ରିକେଟ କାଉନସିଲ ଏହାର ଆୟୋଜନ ଅଧିକାର ଶ୍ରୀଲଙ୍କାକୁ ପ୍ରଦାନ କରିଥିଲା । ମାତ୍ର ସେଠାରେ ଦେଶ ଆର୍ଥୀକ ସଙ୍କଟ ଦେଇ ଗତି କରୁଥିବାରୁ ଏହାର ବିକଳ୍ପ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟିରେ ଗେମ୍ ଚେଞ୍ଜର ହେବେ ଉମରାନ୍ ମଲ୍ଲିକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ପାଇଁ ଯୁବ ଓ ଅଭିଜ୍ଞଙ୍କୁ ନେଇ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ଆଇପିଏଲରେ ପ୍ରଦର୍ଶନ ଆଧାରରେ ଖେଳାଳିଙ୍କୁ ମିଳିଛି ସୁଯୋଗ । ସମସ୍ତଙ୍କର ନଜର ଏବେ ଜମ୍ମୁ କାଶ୍ମୀର ସ୍ପିଡ ଷ୍ଟର ଉମରାନ୍ ମଲ୍ଲିକଙ୍କ ଉପରେ । ଆଇପିଏଲରେ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ପାଇଁ ୟଙ୍ଗ ଇଣ୍ଡିଆ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ ଏବଂ ଇଂଲଣ୍ଡ ବିପକ୍ଷ ବକେୟା ଟେଷ୍ଟ ମ୍ୟାଚ ପାଇଁ ରବିବାର ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି । ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପାଇଁ କେଏଲ ରାହୁଲ ନେତୃତ୍ୱାଧିନ ଘୋଷିତ ଦଳରେ ପେସ ବୋଲର ଉମରାନ…