Latest Odisha News

BREAKING NEWS

Browsing Category

ଖେଳ

ପୁନର୍ବାର ଚେନ୍ନାଇ ଅଧିନାୟକ ହେଲେ ଧୋନୀ

ମୁମ୍ବାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୮ ମ୍ୟାଚରୁ କେବଳ ୨ଟିରେ ବିଜୟ ହାସଲ କରିଛି । ଶନିବାର ଅଧିନାୟକ ରବୀନ୍ଦ୍ର ଜାଡେଜା ତାଙ୍କ ପଦ ଛାଡିଛନ୍ତି । ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଏବଂ ତାଙ୍କ ପ୍ରଦର୍ଶନ ପ୍ରତି ଯତ୍ନବାନ ହେବା ପାଇଁ…

କୋହଲି ଫର୍ମକୁ ଫେରିବା ସତ୍ୱେ ମ୍ୟାଚ ହାରିଲା ବାଙ୍ଗାଲୋର

ମୁମ୍ବାଇ: ଏଠାରେ ଶନିବର ଅନୁଷ୍ଠିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ବିରାଟ କୋହଲି (୫୮)ଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଥିଲା ।…

ତହଲକା ମଚାଉଛନ୍ତି ଭାରତର ଗାମୁଛା, ରୁଦ୍ରାକ୍ଷ ମାଳ ପିନ୍ଧା ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାର

ଭୁବନେଶ୍ୱର: ୱାର୍ଲ୍ଡ ରେସଲିଂ ଏଂଟରଟେନମେଂଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ରେ ଭାରତର ଦି ଗ୍ରେଟ ଖଲୀ ଆଶାତୀତ ସଫଳତା ହାସଲ କରିଥିଲେ । ସେ ସାଜିଥିଲେ ଯୁବ ପିଢ଼ୀରେ ପ୍ରମୁଖ ଷ୍ଟାର । ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ଆଉ ଜଣେ ଭାରତୀୟ । ବୀର ମହାନ ନାମକ ଏହି ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟାରଙ୍କ ଷ୍ଟାଇଲ…

ଟେନିସ ଖେଳାଳି ବୋରିସ ବେକରଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ

ଲଣ୍ଡନ: ପୂର୍ବତନ ଟେନିସ ଚାମ୍ପିୟନ ତଥା ମହାନ ଖେଳାଳି ବୋରିସ ବେକରଙ୍କୁ ଆଜି ସ୍ଥାନୀୟ କୋର୍ଟ ଦଣ୍ଡାଦେଶ ଶୁଣାଇଛି । ବ୍ୟାଙ୍କ ଲୋନ ନ ଶୁଝିବା ପାଇଁ ସେ ଠକାମୀର ଆଶ୍ରୟ ନେଇଥିଲେ । ଏଥିପାଇଁ ତାଙ୍କୁ ୨.୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୫୪ ବର୍ଷୀୟ ଏହି ଟେନିସ ଖେଳାଳି ନିଜକୁ ଦେବାଳିଆ…

୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ନେହାଲ ୱାଧେରା

ଚଣ୍ଡୀଗଡ: ୨୩ ବର୍ଷରୁ କମ କ୍ରିକେଟରେ ପଂଜାବର ନେହାଲ ୱାଧେରା ୬୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ସେ ୫୭୮ ରନର ଇନିଂସ ଖେଳି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାଟିଣ୍ଡା ବିପକ୍ଷ ଏହି ମ୍ୟାଚରେ ସେ ୪୧୪ ବଲରେ ୩୭ ଛକା ଓ ୪୨ ଚୌକାରେ ଏହି ରନ ସଂଗ୍ରହ କରିଥିଲେ । ତାଙ୍କ ପୂର୍ବରୁ ଚମନ…

ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପ: ସେମିରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ସିନ୍ଧୁ

ନୂଆଦିଲ୍ଲୀ: ମାଲେସିଆର ଶାହ ଆଲେମରେ ଚାଲିଥିବା ବ୍ୟାଡମିଂଟନ ଏସିଆ ଚାମ୍ପିୟନଶିପରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମହିଳା ସିଙ୍ଗଲ୍ସ ସେମି ଫାଇନାଲରେ ଭାରତର ପିଭି ସିନ୍ଧୁ ପ୍ରବେଶ କରି ପଦକ ନିଶ୍ଚିତ କରିଛନ୍ତି । ୨ ଥର ଅଲିମ୍ପିକ ପଦକ ବିଜେତା ସିନ୍ଧୁ କ୍ୱାର୍ଟର…

ଆଫ୍ରିଦୀ ମୋତେ ଫସାଇଥିଲେ: କାନେରିଆ

ଲାହୋର: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ସ୍ପିନର ଦାନୀଶ କାନେରିଆ ପାକିସ୍ତାନ କ୍ରିକେଟ ବୋର୍ଡ ଏବଂ ଶାହିଦ ଆଫ୍ରିଦୀଙ୍କ ଉପରେ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ମୁଁ ହିନ୍ଦୁ ହୋଇଥିବାରୁ ପିସିବି ସବୁବେଳେ ମୋତେ ଅଣଦେଖା କରିଛି । ଅଧିନାୟକ ଶାହୀଦ ଆଫ୍ରିଦୀ ମୋତେ ଷଡଯନ୍ତ୍ର…

ବେନ ଷ୍ଟୋକ୍ସ ହେଲେ ଇଂଲଣ୍ଡର ନୂତନ ଅଧିନାୟକ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଜାତୀୟ ଦଳର ନୂତନ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ଇଂଲଣ୍ଡ ପକ୍ଷରୁ ସେ ୭୯ ଟେଷ୍ଟ ଖେଳି ୫୦୬୧ ରନ କରିଛନ୍ତି । ଏଥିରେ ୧୧ ଶତକ ଓ ୨୬ ଅର୍ଦ୍ଧଶତକ ସାମିଲ । ବୋଲିଂରେ ସେ ୧୭୪ ୱିକେଟ ଅକ୍ତିଆର କରିଛନ୍ତି ।…

ଭୁବନେଶ୍ୱରରେ ପ୍ରଥମ ଟାଇବକ୍ସ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ମେ ୧ ରେ ପ୍ରଥମ କରି ରାଜ୍ୟସ୍ତରୀୟ ଟାଇବକ୍ସ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ବୁଦ୍ଧେଶ୍ୱରୀ କଲୋନୀ କମ୍ପ୍ଲେକ୍ସ ସେଣ୍ଟର୍ ଠାରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତରେ ବିଭିନ୍ନ ଜିଲ୍ଲାରୁ ୩୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେବେ। ଟାଇବକ୍ସ ଏକ ସାମରିକ…

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ବିଶ୍ରାମ ନେବେ ସପ୍ତରଥୀ

ଭୁବନେଶ୍ୱର: ଆଇପିଏଲ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ପରେ ଭାରତ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ ଖେଳିବ । ଏହା ପରେ ଟିମ ଇଣ୍ଡିଆ ଆର‌୍ୟଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ଏହାକୁ ଦେଖି ବିସିସିଆଇ ଦଳର…