Latest Odisha News

BREAKING NEWS

Browsing Category

ଖେଳ

IPL ଟିମ୍ କିଣିବେ ବଲିଉଡ଼ ଷ୍ଟାର ଦମ୍ପତି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚଳିତ ଆଇପିଏଲ ସିଜିନ୍‌ରେ ମୈଦାନରେ ଷ୍ଟାର ଦମ୍ପତିଙ୍କ ଦବଦବା ଦେଖିବାକୁ ମିଳିବ । ଦୁଇଟି ନୂଆ ଫ୍ରାଞ୍ଚାଇଜ୍ ଆଇପିଏଲରେ ସାମିଲ ହେବେ । ଯାହାର ବିଡିଂ କରିବେ ଅଭିନେତ୍ରୀ ଦୀପିକା ପାଦୁକୋଣ ଓ ରଣବୀର ସିଂହ । ଶାହରୁଖ ଖାନ୍ ଓ ପ୍ରୀତି ଜିଣ୍ଟାଙ୍କ ବ୍ୟତୀତ ଏହି ଦୁଇ…

ଟି୨୦ ବିଶ୍ୱକପ : ବୁକିଙ୍କ ଫେଭରାଇଟ ଟିମ୍ ଇଣ୍ଡିଆ

ଦୁବାଇ: ଭାରତ ଏଥର ଟି୨୦ ବିଶ୍ୱକପ କ୍ରିକେଟ ଟାଇଟଲ ହାସଲ କରିବ ବୋଲି ବୁକିମାନେ ଦାବୀ କରିଛନ୍ତି । ଭାରତ ପଛକୁ ଇଂଲଣ୍ଡ ରହିଛି । ୨୦୦୭ରେ ପାକିସ୍ତାନକୁ ଫାଇନାଲରେ ହରାଇ ଚାମ୍ପିୟନ ହୋଇଥିବା ଟିମ୍ ଇଣ୍ଡିଆର ଏହି ଫର୍ମାଟରେ ଭଲ ରେକର୍ଡ ରହିଛି । ଟି୨୦ ବିଶ୍ୱକପରେ ଭାରତ ୩୩ ମ୍ୟାଚରୁ ୨୦ରେ…

ବିସିସିଆଇ ୧୯ ବର୍ଷରୁ କମ୍ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହେଲେ ଓଡିଶାର ସୁଶୀଲ

ଭୁବନେଶ୍ୱର:ଓଡିଶାର ଉଦୀୟମାନ କ୍ରିକେଟର ସୁଶୀଲ କୁମାର ବାରିକ ୧୯ ବର୍ଷରୁ କମ୍ ବିସିସିଆଇ ଚ୍ୟାଲେଞ୍ଜର ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ଭିନୁ ମଙ୍କଡ ଟ୍ରଫିରେ ଅଲରାଉଣ୍ଡର ସୁଶୀଲ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ଏଲିଟ ଗ୍ରୁପରେ ଓଡିଶା ୨ ବିଜୟ ଓ ୨ ପରାଜୟ ସହ ତୃତୀୟ ସ୍ଥାନରେ ରହିଥିଲା ।…

ଟି୨୦ ବିଶ୍ୱକପ: ପାକିସ୍ତାନ ବିପକ୍ଷରେ ସର୍ବଦା ବିରାଟ ଇନିଂସ ଖେଳି ନଟଆଉଟ ରହିଛନ୍ତି କୋହଲି

ଦୁବାଇ:ଟି୨୦ ବିଶ୍ୱକପ ଆରମ୍ଭ ହୋଇଯାଇଛି । ତେବେ ସାରା ବିଶ୍ୱର କ୍ରିକେଟପ୍ରେମୀଙ୍କ ନଜର ରହିଛି ଭାରତ-ପାକିସ୍ତାନ ମ୍ୟାଚ ଉପରେ । ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପାକିସ୍ତାନ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ରହିଛି । ସେ ଟି୨୦ ବିଶ୍ୱକପରେ ପର୍ଯ୍ୟନ୍ତ ପାକିସ୍ତାନ ବିପକ୍ଷରେ ଆଉଟ…

ଟି୨୦ ବିଶ୍ୱକପ କ୍ରିକେଟ: ସୁପର ୧୨ରେ ବାଂଲାଦେଶ

ଦୁବାଇ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ର ଟିକେଟ କାଟିଛି ବାଂଲାଦେଶ । ଗୁରୁବାର ଏଠାରେ ଅନୁଷ୍ଠିତ ପାପୁଆ ନିଉ ଗିନି ବିପକ୍ଷ ମ୍ୟାଚରେ ବାଂଲାଦେଶ ଚମତ୍କାର ପ୍ରଦର୍ଶନ କରି ୮୪ ରନରେ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୭ ଉଇକେଟ ହରାଇ ୧୮୧ ରନ କରିଥିଲା ।…

ଆଇପିଏଲ ପ୍ରସାରଣ ରାଇଟ୍ସ ପାଇଁ ବିସିସିଆଇ ନେବ ୩୭ହଜାର କୋଟି !

ମୁମ୍ବାଇ: ଏଥର ଆଇପିଏଲ ପ୍ରସାରଣ ରାଇଟ୍ସ ପାଇଁ ବିସିସିଆଇ ରେକର୍ଡ ଡିଲ କରିବାକୁ ଯାଉଥିବା ଖବର ପ୍ରକାଶ ପାଇଛି । ବିଶେଷଜ୍ଞଙ୍କ ମତରେ ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ଏହି ରାଇଟ୍ସ ପାଇଁ ବୋର୍ଡ ୫୦୦ କୋଟି ଡଲାର ( ୩୭ ହଜାର କୋଟି) ମୂଲ୍ୟ ରଖିପାରେ । ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ବିସିସିଆଇ ଏଥିପାଇଁ…

କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ୨୪ରୁ ବିଶ୍ୱ କପ୍

ଭୁବନେଶ୍ବର: କମ୍ପିବ କଳିଙ୍ଗ ଷ୍ଟାଡିଅମ୍, ୨୪ରୁ ବିଶ୍ୱ କପ୍ ଆରମ୍ଭ । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ଜୁନିୟର ପୁରୁଷ ହକି ବିଶ୍ୱକପ୍‌ । ସମସ୍ତ ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ବିଶ୍ୱକପ୍‌ର…

ଅଷ୍ଟ୍ରେଲିଆର ହ୍ୟାରିସନ ଗୋଟିଏ ଓଭରରେ ମାରିଲେ ୮ ଛକା

ସିଡନୀ: କ୍ରିକେଟରେ ଗୋଟିଏ ଓଭରରେ ୬ଟି ଛକା କେତେଜଣ ବ୍ୟାଟ୍ସମ୍ୟାନ ମାରି ସାରିଛନ୍ତି । ତେବେ ଗୋଟିଏ ଓଭରରେ ୮ଟି ଛକା ମାରି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି ଅଷ୍ଟ୍ରେଲିଆର ସ୍ୟାମ ହ୍ୟାରିସନ । ଏକ କ୍ଲବ କ୍ରିକେଟ ମୁକାବିଲାରେ ସୋରାଂଟା ଡନକ୍ରେଗ ସିନିୟର ଟିମ ପକ୍ଷରୁ ଖେଳୁଥିବା…

ତାଲିବାନୀଙ୍କ ନୃଶଂସ ପଣିଆ, ମହିଳା ଭଲିବଲ ଖେଳାଳିଙ୍କ ମୁଣ୍ଡ କାଟିଦେଲେ

କାବୁଲ: ଆଫଗାନିସ୍ତାନ ଦଖଲ କରିବ ପରେ ତାଲିବାନ ତାର କଥାରୁ ଓହରିବା ସହ ନିଷ୍ଠୁରତାର ଖେଳ ଆରମ୍ଭ କରିଛି । ବୁଧବାର ଜୁନିୟର ମହିଳା ଭଲିବଲ ଖେଳାଳି ମହଜିବନି ହାକିମିଙ୍କ ମୁଣ୍ଡ ସେମାନେ କାଟି ଦେଇଛନ୍ତି । ଏହି ହତ୍ୟା କାଣ୍ଡ ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ପରିବାରବର୍ଗଙ୍କୁ ଧମକ ଦିଆ…

ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଜେମ୍ସ ପ୍ୟାଟିନସନ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ କ୍ରିକେଟ ଦଳର ପେସ ବୋଲର ଜେମ୍ସ ପ୍ୟାଟିନସନ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବାରମ୍ବାର ଆଘାତ ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ଆଗାମୀ ଆଶେସ ସିରିଜ ପାଇଁ ଦଳରେ ଚୟନ ନ ହେବାରୁ ଶେଷରେ ସେ ନିରାଶ ହୋଇ ଏହି ପଦକ୍ଷେପ…