Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ : ଅଷ୍ଟ୍ରେଲିଆ ବିପକ୍ଷ ୱାର୍ମଅପ ମୁକାବିଲାରେ ବାଜି ମାରିଲା ଟିମ୍ ଇଣ୍ଡିଆ

ଦୁବାଇ: ଟି୨୦ ବିଶ୍ୱକପର ଏକ ୱାର୍ମ ଅପ ମ୍ୟାଚରେ ଭାରତ ୯ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ରୋହିତ ଶର୍ମା ଫର୍ମକୁ ଫେରିବା ସହ ୬୦ ରନର ଆକର୍ଷଣୀୟ ଇନିଂସ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକେଶ ରାହୁଲ ୩୯ ଓ ସୂର୍ଯ୍ୟକୁମାର ଯାଦବ ୩୮ ରନ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମେ…

ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ ଖେଳିବେ ହିଟମ୍ୟାନ !

ଦୁବାଇ: ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ କ୍ରିକେଟ ଖେଳିବାକୁ ଯାଉଛନ୍ତି । ରବିବାର ଦୁବାଇ ପଡିଆକୁ ଓହ୍ଲାଇବେ ମାତ୍ରେ ସେ ଏହି ରେକର୍ଡର ଅଧିକାରୀ ହେବେ । ରୋହିତ ଏ ପର୍ଯ୍ୟନ୍ତ ୬ ଟି୨୦ ବିଶ୍ୱକପ ଖେଳି ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ…

କୋହଲି ସ୍ପଷ୍ଟ କଲେ, ରୋହିତ-ରାହୁଲ ଓପନିଂ କରିବେ

ଦୁବାଇ: ଟି୨୦ ବିଶ୍ୱକପରେ ରୋହିତ ଶର୍ମା ଓ କେଏଲ ରାହୁଲ ଓପନିଂ କରିବେ ବୋଲି ଅଧିନାୟକ ବିରାଟ କୋହଲି ସ୍ପଷ୍ଟ କରିଛନ୍ତି । ୱାର୍ମ ଅପ ମ୍ୟାଚରେ ଇଶାନ କିଶାନ ୭୦ ରନର ଇନିଂସ ଖେଳିଥିଲେ ମଧ୍ୟ ତାଙ୍କୁ ସୁଯୋଗ ମିଳିବା କଷ୍ଟକର ବୋଲି ଜଣାପଡିଛି । କୋହଲି ନିଜେ ୩ନଂ ସ୍ଥାନରେ ବ୍ୟାଟିଂ କରିବେ…

ଟପ ଟେନରୁ ଖସିଲେ ଫେଡେରର

ନୂଆଦିଲ୍ଲୀ: ସୁଇଜରଲାଣ୍ଡର ଷ୍ଟାର ଟେନିସ ଖେଳାଳି ରୋଜର ଫେଡେରରର ଏଟିପି ର‌୍ୟାଙ୍କିଙ୍ଗରେ ୫ ବର୍ଷ ପରେ ଟପ ଟେନରୁ ଖସି ଆସିଛନ୍ତି । ଇଣ୍ଡିଆନ ୱେଲ୍ସ ଟେନିସ ଟୁର୍ଣ୍ଣାମେଂଟ ପରେ ପ୍ରକାଶିତ ସଦ୍ୟ ର‌୍ୟାଙ୍କିଙ୍ଗରେ ୪୦ ବର୍ଷୀୟ ଫେଡେରର ୧୧ତମ ସ୍ଥାନ ହାସଲ କରିଛନ୍ତି । ଜୁଲାଇରେ ୱିମ୍ବେଲଡନ…

ଟି୨୦ ବିଶ୍ୱକପ : ଇତିହାସ ରଚିଲେ ଆୟର୍ଲାଣ୍ଡ ବୋଲର କ୍ୟାମ୍ଫର

ଦୁବାଇ: ଟି୨୦ ବିଶ୍ୱକପରେ ଆଜି ଆୟର୍ଲାଣ୍ଡର ପେସ ବୋଲର କାର୍ଟିସ କ୍ୟାମ୍ଫର ୪ଟି ବଲରେ୪ଟି ଉଇକେଟ ନେଇ ଇତିହାସ ରଚିଛନ୍ତି । ଟି୨୦ରେ ଏହି ଉପଲବ୍ଧି ହାସଲ କରିବାରେ ସେ ତୃତୀୟ ଏବଂ ବିଶ୍ୱକପରେ ପ୍ରଥମ ଖେଳାଳି ପାଲଟିଛନ୍ତି । ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ୨୦୧୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ…

ଦୀପାବଳୀ ସମ୍ପର୍କରେ ଜ୍ଞାନ ଦେଇ ଟ୍ରୋଲ ହେଲେ କୋହଲି

ଦୁବାଇ: ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବେଳ ଭଲ ନାହିଁ । ଯାହା ବି କିଛି କରୁଛନ୍ତି ତାହା ତାଙ୍କ ସପକ୍ଷରେ ଯାଉନି । ନିକଟରେ ସେ ଦୀପାବଳୀ ନେଇ ପ୍ରଶଂସକଙ୍କୁ ଜ୍ଞାନ ବାଂଟିଥିଲେ । ମାତ୍ର ଏ ନେଇ ପ୍ରଶଂସକମାନେ ବିଗିଡି ଯିବା ସହ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ଏପରିକି…

T20 ବିଶ୍ୱକପ: ଓ୍ୱାର୍ମଅପ୍ ମୁକାବିଲାରେ ଟିମ୍ ଇଣ୍ଡିଆର ୩ ଖେଳାଳିଙ୍କ ଉପରେ ନଜର

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆସନ୍ତା ୨୪ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ଅଭିଯାନ ଆରମ୍ଭ କରିବ ଭାରତ । ପାକିସ୍ତାନ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍ । ତାପୂର୍ବରୁ ଆଜି ଇଂଲଣ୍ଡ ବିପକ୍ଷରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳିବ । ୨୦ ତାରିଖରେ ଦ୍ୱିତୀୟ ଓ୍ୱାର୍ମଅପରେ ଅଷ୍ଟ୍ରେଲିଆକୁ…

ୟୁଏଇରେ ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଲେ ମେଣ୍ଟର ମାହି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଟି-୨୦ ବିଶ୍ୱକପରେ ଆସନ୍ତା ୨୪ ତାରିଖରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ୟୁଏଇରେ ଦଳ ସହ ସାମିଲ ହେଲେ ମେଣ୍ଟର ମହେନ୍ଦ୍ର ସିଂ ଧୋନି । ପ୍ରଥମ ଅଭ୍ୟାସ ମ୍ୟାଚ ପୂର୍ବରୁ ମାହି ଟିମ୍ ଇଣ୍ଡିଆ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଚଳିତ…

କ୍ରିକେଟର ଯୁବରାଜ ସିଂ ଗିରଫ

ହାଂସୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଷ୍ଟାର ଖେଳାଳି ଯୁବରାଜ ସିଂଙ୍କୁ ଆଜି ହରିୟାଣା ପୋଲିସ ଗିରଫ କରିଛି । ଏକ ଲାଇଭ ଚାଟ ଶୋରେ ସେ ସ୍ପିନ ବୋଲର ୟୁୁଜଭେନ୍ଦ୍ର ଚହଲଙ୍କ ପ୍ରତି ଜାତି ଭିତିକ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ । ଏ ନେଇ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଲୋକେ ତାଙ୍କ ଉପରେ…

T-20 ବିଶ୍ୱକପ୍: ଆଜିଠୁ କ୍ୱାଲିଫାୟାର ରାଉଣ୍ଡ, ୨୩ରୁ ଅସଲ ଲଢ଼େଇ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଜିଠୁ ଆରମ୍ଭ ହେଉଛି ଟି-ଟ୍ୱେଣ୍ଟି ପୁରୁଷ ବିଶ୍ୱକପ୍ । ୟୁଏଇ ଏବଂ ଓମାନରେ ଆରମ୍ଭ ହେବ ମହାମୁକାବିଲା । ଆଜିଠୁ ଆରମ୍ଭ ହେବ କ୍ୱାଲିଫାୟାର ରାଉଣ୍ଡ । ସୁପର୍ ୧୨କୁ ଯିବାକୁ ଥିବା ୪ଟି ଟିମ୍ ପାଇଁ ଲଢ଼େଇ ହେବ । ୮ଟି ଟିମ୍ ଭାଗ ନେଉଛନ୍ତି ।…