Latest Odisha News

BREAKING NEWS

Browsing Category

ଖେଳ

ଏସିଆ କପ ହକି: ସୁପର ୪ର ପ୍ରଥମ ମୁକାବିଲାରେ ଜାପାନକୁ ହରାଇଲା ଭାରତ

ଭୁବନେଶ୍ୱର: ଇଣ୍ଡୋନେସିଆର ଜାକାର୍ତାରେ ଅନୁଷ୍ଠିତ ଏସିଆ କପ ହକିରେ ଚାମ୍ପିୟନ ଭାରତ ତାର ପୂର୍ବ ଫର୍ମକୁ ଫେରିଛି । ଶନିବାର ସୁପର୪ର ପ୍ରଥମ ମୁକାବିଲାରେ ଭାରତ ସମସ୍ତ ବିଭାଗରେ ଭଲ ପ୍ରଦର୍ଶନ କରି ୨-୧ରେ ଜାପାନକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ପୁଲ ମ୍ୟାଚର ମଧୁର ପ୍ରତିଶୋଧ…

ଜାତୀୟ ଜୁନିୟର ହକି: ସେମିରେ ହାରିଲା ଓଡିଶା

ଭୁବନେଶ୍ୱର: ତାମିଲନାଡୁର କୋଭିଲପାଟ୍ଟିରେ ଅନୁଷ୍ଠିତ ଜାତୀୟ ଜୁନିୟର ହକି ଚାମ୍ପିୟନଶିପରେ ଓଡିଶା ସେମିଫାଇନାଲରେ ପରାଜିତ ହୋଇଛି । ଚଣ୍ଡୀଗଡ ବିପକ୍ଷ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ନିର୍ଦ୍ଧାରିତ ସମୟରେ ପରସ୍ପର ବିରୋଧରେ ୨ଟି ଲେଖାଏ ଗୋଲ ସ୍କୋର କରିଥିଲେ । ଚଣ୍ଡୀଗଡ ପେନାଲ୍ଟି…

ରାଜ୍ୟସ୍ତରୀୟ ସନ୍ତରଣ ଚାମ୍ପିୟନଶିପ ମେ ୨୮ରୁ: ଅଂଶଗ୍ରହଣ କରିବେ ୨୫୮ ପ୍ରତିଯୋଗୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଥିବା ବିଜୁ ପଟ୍ଟନାୟକ ସୁଇମିଂ ପୁଲ କମ୍ପେ୍ଲକ୍ସରେ ମେ ୨୮ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଜୁନିୟର ଓ ସବଜୁନିୟର ସନ୍ତରଣ ଚାମ୍ପିୟନଶିପ । ୨୦ ଜିଲ୍ଲାର ୭୧ ବାଳିକାଙ୍କ ସମେତ ମୋଟ ୨୫୮ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିବେ । ଓଡିଶା ଯୁବ ଓ କ୍ରୀଡା ବିଭାଗ ଓ…

ଆଇପିଏଲ ଡାକରା ପାଇବା ପରେ ବାହାଘର ଘୁଂଚାଇ ଦେଇଥିଲେ ରଜତ

ନୂଆଦିଲ୍ଲୀ: ଆଇପିଏଲ ଏଲିମିନେଟର ମୁକାବିଲାରେ ବୁଧବାର ରଜତ ପାଟୀଦାରଙ୍କ ଆକର୍ଷଣୀୟ ଶତକ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୱାଲିଫାୟର ୨କୁ ଉନ୍ନୀତ ହୋଇଛି । ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ ଓ ଫାପ ଡୁ ପ୍ଲେସି ଫେଲ ମାରିଥିବା ବେଳେ ସେ କିନ୍ତୁ ଖେଳିଥିଲେ ସ୍ମରଣୀୟ ଇନିଂସ ।…

ଏସିଆ କପ ହକି: ଇଣ୍ଡୋନେସିଆକୁ ୧୬-୦ରେ ହରାଇ ସୁପର ୪ରେ ଭାରତ

ଜାକାର୍ତା: ଏଠାରେ ଅନୁଷ୍ଠିତ ଏସିଆ କପ ହକିରେ ଗୁରୁବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି । ଶେଷ ପୁଲ ମ୍ୟାଚରେ ଇଣ୍ଡୋନେସିଆକୁ ୧୬-୦ ବୃହତ ବ୍ୟବଧାନରେ ହରାଇ ଭାରତ ସୁପର ୪ରେ ପ୍ରବେଶ କରିଛି । ଭାରତକୁ ଏହି ମ୍ୟାଚରେ ପାକିସ୍ତାନଠାରୁ ଅଧିକ ଗୋଲ ବ୍ୟବଧାନରେ ଜିତିବା ଜରୁରୀ ଥିଲା । ଏଥିସହ…

ଭାରତୀୟ ଅଲିମ୍ପିକ୍ ସଂଘ ସଭାପତି ପଦରୁ ବିଦା ହେଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ: ହକି ଇଣ୍ଡିଆରେ 'ଆଜୀବନ ସଦସ୍ୟ' ପଦକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଛନ୍ତି। ଏହାପରେ କ୍ରୀଡ଼ା ପ୍ରଶାସକ ନରିନ୍ଦର ବାତ୍ରାଙ୍କୁ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସଭାପତି ପଦରୁ ହଟାଇ ଦେଇଛି। ବାତ୍ରା ୨୦୧୭ ମସିହାରେ ଆଇଓଏ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ବିଜୟୀ ହୋଇଥିଲେ।…

ଜାତୀୟ ଜୁନିୟର ମହିଳା ହକି ଟିମ ଘୋଷିତ: ଓଡିଶାରୁ ୪

ଭୁବନେଶ୍ୱର: ୟୁନିଫରରେ ହେବାକୁ ଥିବା ୨୩ ବର୍ଷରୁ କମ ପଂଚଦେଶୀୟ ହକି ପ୍ରତିଯୋଗିତା ପାଇଁ ୨୦ ଜଣିଆ ଜାତୀୟ ଦଳ ଘୋଷଣା କରାଯାଇଛି । ବୈଷ୍ଣବୀ ଭିଠଲ ଫାଲକେ ନେତୃତ୍ୱାଧୀନ ଏହି ଦଳରେ ୪ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଦୀପି ମୋନିକା ଟପ୍ପୋ, ଜ୍ୟୋତି ଛତ୍ରୀ, ମମିତା ଓରାମ ଓ…

୪୦ ହଜାର କୋଟି ଟଙ୍କାରେ ବିକ୍ରି ହେଲା ଚେଲସୀ ଫୁଟବଲ କ୍ଲବ

ଲଣ୍ଡନ: ୪୦ ହଜାର କୋଟି ଟଙ୍କା ବିନିମୟରେ ଚେଲସୀ ଫୁଟବଲ କ୍ଲବ ବିକ୍ରି ହୋଇଛି । ବୁଧବାର ବ୍ରିଟିଶ ସରକାର ଟଡ ବୋହେଲୀ ଓ କ୍ଲିୟରଲେକ କସୋର୍ଟିୟମକୁ ମଂଜୁରୀ ଦେବା ସହ ଲାଇସେନ୍ସ ପ୍ରଦାନ କରିଛନ୍ତି । ରୋମନ ଆବ୍ରାମୋଭିଚଙ୍କ ଅନୁମତି ପରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚେଲସୀ କ୍ଲବ…

ଆଇଓଏରୁ ଇସ୍ତଫା ଦେଲେ ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ସଂଘ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନରିନ୍ଦର ବାତ୍ରା । ଭାରତୀୟ ଖେଳର ବିକାଶ ପାଇଁ ଏହି ପଦ ପାଇଁ ଯୋଗ୍ୟ ବ୍ୟକ୍ତି ଚୟନ କରିବା ସମୟ ଉପନୀତ ହୋଇଛି ବୋଲି ସେ ଏହି ଅବସରରେ କହିଛନ୍ତି । ଗତ ମାସରେ ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କା ହେରଫେର କରିବା…

IPL ଲଢ଼େଇ: ପଦାର୍ପଣ ସିଜିନ୍ ଫାଇନାଲରେ ଗୁଜରାଟ ଟାଇଟନ୍ସ

ସ୍ପୋର୍ଟସ ବ୍ୟୁୋ(ଓଡ଼ିଶା ସମ୍ବାଦ): ଆଇପିଏଲରେ ପଦାର୍ପଣ ସିଜିନରେ କମାଲ କରିଛି ଗୁଜରାଟ ଟାଇଟନ୍ସ । ଫାଇନାଲରେ ପ୍ରବେଶ କରିଛି ଏହି ନୂଆ ଫ୍ରାଞ୍ଚାଇଜି ଟିମ୍ । ଗତକାଲି ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟାର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ହରାଇ ଫାଇନାଲ୍ ଟିକେଟ ହାତେଇଛି…