Latest Odisha News

BREAKING NEWS

Browsing Category

ଖେଳ

ବାପା ହେଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଭୁବନେଶ୍ୱର କୁମାର ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତାଙ୍କ ପତ୍ନୀ ନୁପୂର ଏକ ଘରୋଇ ଡାକ୍ତରଖାନାରେ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହା ସେମାନଙ୍କ ପ୍ରଥମ ସନ୍ତାନ । ୪ର୍ଥ ବିବାହ ବାର୍ଷିକୀ ଅବସରରେ ସେମାନଙ୍କୁ ଏହି ଗୁଡ…

ହଲାଲ ମିଟ ବିବାଦ: ସ୍ପଷ୍ଟୀକରଣ ରଖିଲା ବିସିସିଆଇ

କାନପୁର: ହଲାଲ ମିଟ ବିବାଦ ଜୋର ଧରିବାରୁ ଶେଷରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏ ନେଇ ମୁହଁ ଖୋଲିଛି । କୋଷାଧ୍ୟକ୍ଷ ଅରୁଣ ଧମାଲ କହିଛନ୍ତି ଖେଳାଳି ଏବଂ ସପୋର୍ଟିଂ ଷ୍ଟାଫ ସେମାନଙ୍କ ମନ ପସନ୍ଦର ଖାଦ୍ୟ ଖାଇପାରିବେ । ଏହା ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ ନିଷ୍ପତି, ଏଥିନେଇ କୌଣସି…

ପ୍ରଥମ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆକୁ ଟିପ୍ସ ଦେଉଛନ୍ତି ରାହୁଲ ଦ୍ରାବିଡ

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): କାଲିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ । କାନପୁରରେ ଖେଳାଯିବ ପ୍ରଥମ ଟେଷ୍ଟ । ମୋଟ୍ ଦୁଇଟି ଟେଷ୍ଟ ଖେଳାଯିବ । ଏହି ଟେଷ୍ଟ ସିରିଜ୍ ଜିତିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଝାଳବୁହା ଅଭ୍ୟାସ ଚଳାଇଛନ୍ତି ଖେଳାଳି । ପ୍ରତିଟି ଖେଳାଳିଙ୍କୁ ଟିପ୍ସ…

ଏପ୍ରିଲ ୨ରୁ ଆରମ୍ଭ ହେବ ଆଇପିଏଲ ସିଜନ ୧୫ !

ଚେନ୍ନାଇ:ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ଏପ୍ରିଲ ୨ରୁ ଆରମ୍ଭ ହୋଇପାରେ ବୋଲି ପ୍ରତିଷ୍ଠିତ କ୍ରିକେଟ ୱେବସାଇଟରେ ଖବର ପ୍ରକାଶ ପାଇଛି । ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ ସମସ୍ତ ଫ୍ରାଂଚାଇଜଙ୍କୁ ଏପ୍ରିଲ୨ର ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ରହିବାକୁ ବିସିସିଆଇ ପକ୍ଷରୁ କୁହାଯାଇଛି…

କଳିଙ୍ଗରେ ଜୁନିଅର ହକି ବିଶ୍ୱକପ୍

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠୁ ଆରମ୍ଭ ହୋଇଛି ପୁରୁଷ ଜୁନିଅର ବିଶ୍ୱକପ୍ ହକି । ବିନା ଦର୍ଶକରେ ମ୍ୟାଚ୍ ଖେଳାଯାଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ବେଲଜିୟମ୍ ଓ ଦକ୍ଷିଣ ଆଫ୍ରିକା । ଆଜି ୫ଟି ମ୍ୟାଚ୍ ଖେଳାଯିବ । କାନାଡ଼ା-ପୋଲାଣ୍ଡ, ମାଲେସିଆ-ଚିଲି,…

ମେନ୍ୟୁରେ ହଲାଲ ମିଟ: ବିସିସିଆଇ ଉପରେ ପ୍ରଶଂସକ କ୍ଷୁବ୍ଧ

କାନପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ନୂଆ ବିବାଦ ମୁଣ୍ଡ ଟେକିଛି । କାନପୁରରେ ଖେଳାଳିମାନଙ୍କ ଡାଏଟ ତାଲିକା ପ୍ରକାଶ ପାଇବା ପରେ ପ୍ରଶଂସକମାନେ ବୋର୍ଡ ଉପରେ କ୍ଷୁବ୍ଧ ହୋଇ ପଡିଛନ୍ତି । ମେନ୍ୟୁରେ ହଲାଲ ମିଟ ସାମିଲ ହୋଇଥିବାରୁ ସୋସିଆଲ…

ଟିମ ଇଣ୍ଡିଆକୁ ବଡ ଝଟକା: ଆଘାତ ସମସ୍ୟା ଯୋଗୁ ପ୍ରଥମ ଟେଷ୍ଟରୁ ଓହରିଲେ ରାହୁଲ

କାନପୁର: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତୀୟ ଦଳକୁ ଶକ୍ତ ଝଟକା ଲାଗିଛି । ଦଳର ଷ୍ଟାର ଓପନ କେଏଲ ରାହୁଲ ଆଘାତ ସମସ୍ୟା ଯୋଗୁ ପ୍ରଥମ ଟେଷ୍ଟରୁ ଓହରି ଯାଇଛନ୍ତି । ରାହୁଲଙ୍କ ବାମ ଜଙ୍ଘର ମାଂସପେଶୀ ଜନିତ ସମସ୍ୟା ଦେଖା ଦେବାରୁ ସେ ଅନିଚ୍ଛା ସତ୍ୱେ ଏଥିରୁ ଓହରି ଯାଇଛନ୍ତି…

କାନପୁର ଅଭ୍ୟାସ ପିଚ ଦେଖି ରାଗିଗଲେ ଭାରତ, ନ୍ୟୁଜିଲାଣ୍ଡ ଟିମ୍‌

କାନପୁର: ୨୫ ନଭେମ୍ବରରେ କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଠାକାର ଅଭ୍ୟାସ ପିଚ ନେଇ ଉଭୟ ଦଳର ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପରିସ୍ଥିତି ଏପରି ହେଲା ଯେ, କ୍ୟୁରେଟର ବାଧ୍ୟ ହୋଇ ପିଚକୁ ସଜାଡିଥିଲେ । ଟିମ୍ ଇଣ୍ଡିଆ…

ମୃତ୍ୟୁ ପରେ ବି ମାରାଡୋନାଙ୍କ ପିଛା ଛାଡୁନି ବିବାଦ, ଏବେ ଆଉ ଏକ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ: ଫୁଟବଲ ଇତିହାସର ମହାନ ଖେଳାଳି ଭାବେ ବିବେଚିତ ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କ ବର୍ଷେ ହେବ ପରଲୋକ ଘଟିବା ସତ୍ୱେ ବିବାଦ ତାଙ୍କ ପିଛା ଛାଡୁନି । କ୍ୟୁବାର ୩୭ ବର୍ଷୀୟା ମାଭିସ ଆଲଭେରାଜ ମାରାଡୋନାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ମୋତେ ଯେତେବେଳେ ୧୬ ବର୍ଷ ବୟସ…

କିଟ୍‍ ଓ କିସ୍‍ ହକି ଷ୍ଟାଡିୟମରେ ହେବ FIH ଓଡ଼ିଶା ପୁରୁଷ ଜୁନିଅର ବିଶ୍ବକପ୍‍ ତାଲିମ୍‍ ଓ ଅଭ୍ୟାସ

ଭୁବନେଶ୍ବର : ଆସନ୍ତା ୨୪ରୁ ଭୁବନେଶ୍ବରରେ ଆରମ୍ଭ ହେଉଛି ଜୁନିଅର ହକି ବିଶ୍ବକପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ବିଶ୍ବକପ୍ ଶେଷ ପର୍ଯ୍ୟନ୍ତ କିଟ୍‍ ଓ କିସ୍‍ର ହକି ଷ୍ଟାଡିୟମରେ ସମସ୍ତ ଅଭ୍ୟାସ ଓ ତାଲିମ୍‍ ମ୍ୟାଚ୍ ଖେଳାଯିବ । ବିଶ୍ବକପ୍‍ ପାଇଁ ଭାରତ…