Latest Odisha News

BREAKING NEWS

Browsing Category

ଖେଳ

କୋହଲିଙ୍କ ସହ ବିଶ୍ୱକପ ମ୍ୟାଚ ବେଳେ କଣ କଥା ହୋଇଥିଲ ପ୍ରଶ୍ନରେ ରାଗିଗଲେ ବାବର

କରାଚୀ: ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଶୋଚନୀୟ ଭାବେ ପାକିସ୍ତାନ ନିକଟରୁ ପରାଜିତ ହୋଇଥିଲା । ସୋମବାର ଏକ ସାକ୍ଷାତକାରରେ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କୁ ପତ୍ରକାର ପଚାରିଥିଲେ, ତୁମେ ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ କଣ କଥା ହୋଇଥିଲ ? ଏଥିରେ ବାବର ରାଗିଯିବା ସହ…

ପାକିସ୍ତାନ ଗସ୍ତରେ ଯାଇଥିବା ୱେଷ୍ଟଇଣ୍ଡିଜ ଟିମର ୩ ଖେଳାଳି କରୋନା ସଂକ୍ରମିତ

ଲାହୋର: ପାକିସ୍ତାନ ଗସ୍ତରେ ଯାଇଥିବା ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ୩ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ରୋଷ୍ଟନ ଚେଜ, ଶେଲ୍ଡନ କୋଲ୍ଟ୍ରେଲ ଓ କାଇଲ ମାୟର୍ସ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କୁ ଆଇସୋଲେଟ କରାଯିବା ସହ…

ଜାତୀୟ ଶୁଟିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ଜିତିଲେ ବିଜେପି ଏମଏଲଏ ଶ୍ରେୟାଶି

ପାଟନା: ଜାତୀୟ ଶୁଟିଂ ଚାମ୍ପିୟନଶିପରେ ଜମୁଇର ବିଜେପି ଏମଏଲଏ ଶ୍ରେୟାଶି ସିଂ ଡବଲ ଟ୍ରାପ ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବିହାର ପକ୍ଷରୁ ପ୍ରତିନିଧିତ୍ୱ କରି ସେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ତାଙ୍କର ଏହି ସଫଳତା ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି । ଜେଡିୟୁ ନେତା…

ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ଆଗ୍ନେଲ

ପ୍ୟାରିସ: ଫ୍ରାନ୍ସର ଷ୍ଟାର ସନ୍ତରଣକାରୀ ତଥା ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ୟାନିକ ଆଗ୍ନେଲ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି । ୨୦୧୬ରେ ଜଣେ ୧୫ ବର୍ଷୀୟା ନାବାଳିକା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ । ଏବେ ସଂମ୍ପୃକ୍ତ ଘଟଣାରେ ଆଗ୍ନେଲଙ୍କୁ…

ବିଜୟ ହଜାରେ ଟ୍ରଫି: ୨୪ ଓଭରରେ ଶେଷ ହୋଇଗଲା ନାଗାଲାଣ୍ଡ-ତ୍ରିପୁରା ମ୍ୟାଚ

ଅଗରତାଲା: ଜୟପୁରରେ ଖେଳାଯାଇଥିବାର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟରେ ପ୍ଲେଟ ଗ୍ରୁପର ଏକ ମୁକାବିଲା ମାତ୍ର ୨୪ ଓଭରରେ ଶେଷ ହୋଇଯାଇଛି । ନାଗାଲାଣ୍ଡ ଓ ତ୍ରିପୁରା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନାଗାଲାଣ୍ଡ ୪୮ରନରେ ଅଲଆଉଟ ହୋଇ ଯାଇଥିଲା । ୬ଜଣ…

ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ: ଈଶାନ୍ତ, ରାହାଣେ ଓ ପୂଜାରାଙ୍କ ପାଇଁ ଅଗ୍ନି ପରୀକ୍ଷା

ନୂଆଦିଲ୍ଲୀ: ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ କେତେକ ଭାରତୀୟ କ୍ରିକେଟରଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ ହୋଇଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ୩୩ ବର୍ଷୀୟ ଈଶାନ୍ତଙ୍କ ଏହା ଏକ ପ୍ରକାର ଶେଷ ସିରିଜ ହେବାକୁ ଯାଉଛି । ସେ ପୂର୍ବ ଭଳି ୱିକେଟ ହାସଲ କରିପାରୁ ନାହାନ୍ତି । ଅନ୍ୟ…

ଆସାମରୁ ଉଦ୍ଧାର ହେଲା ମାରାଡୋନାଙ୍କ ଚୋରି ଘଂଟା

ନୂଆଦିଲ୍ଲୀ:ଆର୍ଜେଂଟିନାର ମହାନ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କ ଚୋରି ହୋଇଥିବା ଘଂଟା ଆସାମରୁ ଉଦ୍ଧାର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି । ମାରାଡୋନାଙ୍କ ମୃତ୍ୟୁ ୨୦୨୦ରେ ହୋଇଥିଲା । ଆସାମ ଓ ଦୁବାଇ ପୋଲିସ ମିଳିତ ଭାବେ…

ଆଶେସ ଶୃଙ୍ଖଳା : ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବୃହତ ବିଜୟ

ବ୍ରିସବେନ:ଏଠାରେ ଅନୁଷ୍ଠିତ ଆଶେସ ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ବୃହତ ବିଜୟ ହାସଲ କରିଛି । ପ୍ରଥମ ଇନିଂସରେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ୧୪୭ ରନ କରି ଅଲଆଉଟ ହେବା ପରେ ଅଷ୍ଟ୍ରେଲିଆ ୪୨୫ ରନ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୨୯୭…

ସାଇବର ଫ୍ରଡ କାମ୍ବଲୀଙ୍କ ଆକାଂଉଟରୁ ଠକି ନେଲେ ୧.୧୪ ଲକ୍ଷ ଟଙ୍କା

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିନୋଦ କାମ୍ବଲୀଙ୍କ ଅକାଂଊଟରୁ ସାଇବର ଫ୍ରଡ ୧.୧୪ ଲକ୍ଷ ଟଙ୍କା ଉଡେଇ ନେଇଛନ୍ତି । କାମ୍ବଲୀଙ୍କ ଆକାଂଉଟ ଥିବା ବ୍ୟାଙ୍କର ଏକଜିକ୍ୟୁଟିଭ କହି ଠକ ଜଣଙ୍କ କାମ୍ବଲୀଙ୍କୁ ଫସାଇଥିଲା । କେୱାଇସି ଅପଡେଟ କରିବ ବୋଲି କହି ସେ ଏନିଡେସ୍କ…

ଟ୍ରୋଲ ହେବା ପରେ ମୁହଁ ଖୋଲିଲେ ଗାଙ୍ଗୁଲି

କୋଲକାତା: ବିରାଟ କୋହଲି ଭାରତୀୟ କ୍ରିକେଟ ଦଳର ଦିନିକିଆ ଅଧିନାୟକ ପଦରୁ ହଟିବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସେକ୍ରେଟାରୀ ଜୟ ଶାହ ଟ୍ରୋଲ ହେବାରେ ଲାଗିଥିଲେ । ଗୁରୁବାର ଏ ନେଇ ଗାଙ୍ଗୁଲି ମୁହଁ ଖୋଲିଛନ୍ତି । ସେ କହିଛନ୍ତି କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ନିଷ୍ପତି…