Latest Odisha News

BREAKING NEWS

Browsing Category

ଖେଳ

ଟି୨୦ ବିଶ୍ୱକପ ପରେ ଘୋଷିତ ହେଲା ଭାରତର ବ୍ୟସ୍ତବହୂଳ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ୨୦୨୧-୨୨ରେ ଭାରତୀୟ କ୍ରିକେଟ ଦଳ ନିକଟରେ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ରହିଛି । ଆଇସିସି ଟି୨୦ ବିଶ୍ୱକପ ପରେ ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ଭାରତ ସିରିଜ ଆୟୋଜନ କରିବ । ସୋମବାର ଏହି ସିରିଜଗୁଡିକର କାର୍ଯ୍ୟସୂଚୀ ଘୋଷିତ କରାଯାଇଛି ।…

ଭାରତୀୟ କ୍ରିକେଟରଙ୍କ ମ୍ୟାଚ ଫି ବଢ଼ାଇଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଖେଳାଳିଙ୍କ ମ୍ୟାଚ ଫି ବଢ଼ାଇଛି । ବିସିସିଆଇ ଆପେକ୍ସ କାଉନସିଲ ବୈଠକରେ ଏହି ନିଷ୍ପତି ନିଆଯାଇଛି । ସିନିୟର କ୍ରିକେଟର(୪୦ ମ୍ୟାଚରୁ ଊର୍ଦ୍ଧ୍ୱ)ଙ୍କୁ ଏଥର ମ୍ୟାଚ ଫିଛା ୬୦୦୦୦ ଟଙ୍କା ମିଳିବ । ସେହିପରି ୨୩ ବର୍ଷରୁ କମ ଖେଳାଳିଙ୍କୁ ୨୫ ହଜାର ଓ…

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଜୁନିୟର ଖୋ-ଖୋ ଚାମ୍ପିୟନଶିପ ସେପ୍ଟମ୍ବର ୨୨ରୁ

ଭୁବନେଶ୍ୱର: ଜାତୀୟ ଜୁନିୟର ଖୋଖୋ ଚାମ୍ପିୟନଶିପ ସେପ୍ଟମ୍ବରୁ ୨୨ରୁ ୨୬ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବ । ଯୁବ ଓ କ୍ରୀଡା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କହିଛନ୍ତି । ଓଡିଶା ଖୋଖୋ ଆସୋସିଏଶନ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ କିଟ ଡିମ…

କିଟ, କିସ ପକ୍ଷରୁ ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧନା: ପ୍ରମୋଦ, ଦୂତିଙ୍କ ନାମରେ ହେବ ଷ୍ଟାଡିୟମ

ଭୁବନେଶ୍ୱର: କିଟ ଓ କିସ୍ ପକ୍ଷରୁ ଆଜି ଅଲିମ୍ପିଆନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶକୁ ଗୌରାବାନ୍ୱିତ କରିଥିବା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗବତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କିଟ, କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଅନ୍ୟ…

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ବାରବାଟୀକୁ ଖୁବ୍ ଶୀଘ୍ର ଫେରୁଛି ଆନ୍ତର୍ଜାତୀୟ କ୍ରିକେଟ

ଭୁବନେଶ୍ୱର: ଓଡିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର କଟକ ବାରବାଟୀ ଷ୍ଟାଡିୟମକୁ ଫେରୁଛି ଆନ୍ତର୍ଜାତୀୟ କ୍ରିକେଟ । ୱେଷ୍ଟଇଣ୍ଡିଜର ଭାରତ ଗସ୍ତ ଅବସରରେ ଆସନ୍ତା ବର୍ଷ ଫେବୃୟାରୀ ୧୫ରେ ବାରବାଟୀରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ । ଓଡିଶା କ୍ରିକେଟ ଆସୋସିଏଶନ ସମ୍ପାଦକ…

ଗୋଟିଏ ଟିମରୁ ୨୦୦ ମ୍ୟାଚ ଖେଳିବେ କୋହଲି !

ଦୁବାଇ: ଇଣ୍ଡିଆନ ପ୍ରିମର ଲିଗରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯିବ । ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ଆଉ ଏକ ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ଏହି ମ୍ୟାଚରେ ସେ ପଡିଆକୁ ଯିବା ମାତ୍ରେ ପ୍ରଥମ ଖେଳାଳି ଭାବେ ଗୋଟିଏ ଟିମ…

ଆଇପିଏଲ୍ ମହାସମର: ମୁମ୍ୱାଇକୁ ହରାଇଲା ଚେନ୍ନାଇ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦ୍ୱିତୀୟ ପର୍ୟ୍ୟାୟ ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସକୁ ହରାଇଲା ଚେନ୍ନାଇ ସୁପରକିଙ୍ଗସ୍ । ୨୦ ରନରେ ବିଜୟୀ ହୋଇଛି ଟିମ୍ ଧୋନି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ଓ୍ୱିକେଟ ହରାଇ ୧୫୬ ରନ୍ କରିଥିଲା । ୧୫୭ ରନ୍ ବିଜୟ…

ଆଜିଠୁ ୟୁଏଇରେ IPL: ମୁହାଁମୁହିଁ ହେବେ ଧୋନି-ରୋହିତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିଟେକର ମହାସମର ଆଇପିଏଲର ଦ୍ୱିତୀୟ ରାଉଣ୍ଡ । କରୋନା ସଂକ୍ରମଣ ପାଇଁ ସ୍ଥଗିତ ଥିବା ମ୍ୟାଚ୍ ଆଜିଠାରୁ ୟୁଏଇରେ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଧୋନି ଓ ରୋହିତ ଶର୍ମା । ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ…

କୁମ୍ବଲେ, ଲକ୍ଷ୍ମଣ ଓ ଜୟବର୍ଦ୍ଧନେ ମଧ୍ୟରେ କିଏ ହେବ ଟିମ୍ ଇଣ୍ଡିଆ କୋଚ !

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ପରେ ଭାରତୀୟ କ୍ରିକେଟ ଦଳ ପାଇଁ ନୂଆ କୋଚ ଖୋଜା ହେବ । ବିସିସିଆଇ ପରୋକ୍ଷରେ ରବି ଶାସ୍ତ୍ରୀଙ୍କୁ ହଟେଇବା ନେଇ ସଙ୍କେତ ଦେଇ ସାରିଛି । ଶାସ୍ତ୍ରୀ ତାଙ୍କ ପଦରୁ ହଟିଲେ ଅନୀଲ କୁମ୍ବଲେ, ଭିଭିଏସ ଲକ୍ଷ୍ମଣ ଓ ଶ୍ରୀଲଙ୍କା ମାହେଲା ଜୟବର୍ଦ୍ଧନେଙ୍କ ମଧ୍ୟରୁ…

ଆଇଟା ସୁପର ସିରିଜ ଟୁର୍ଣ୍ଣାମେଂଟ: ଦେବାଶୀଷଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ହରିୟାଣାର ଝାଜେରରେ ଅନୁଷ୍ଠିତ ସର୍ବଭାରତୀୟ ଟେନିସ ଆସୋସିଏଶନ ସୁପର ସିରିଜ ଟୁର୍ଣ୍ଣାମେଂଟରେ ବାଜି ମାରିଛନ୍ତି ଓଡିଶାର ଟପ ରେଟେଡ ଖେଳାଳି ଦେବାଶୀଷ ସାହୁ । ୧୬ ବର୍ଷରୁ କମ୍ ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସ ବିଭାଗରେ ସେ ଟାଇଟଲ ହାସଲ କରିଛନ୍ତି । ସିଙ୍ଗଲ୍ସ ଟାଇଟଲ ମୁକାବିଲାରେ…