Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ୍ ଏଲିମିନେଟର ମୁକାବିଲା: ବେଙ୍ଗାଳୁରୁକୁ ହରାଇଲା କୋଲକାତା

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ୱାଦ): ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଆଇପିଏଲ୍ ଟ୍ରଫି ଜିତିବା ସ୍ୱପ୍ନ ଚୁରମାର ହୋଇଛି । ଗତକାଲି ଖେଳାଯାଇଥିବା ଏଲିମିନେଟର ମୁକାବିଲାରେ ବେଙ୍ଗାଳୁରୁକୁ ୪ ଓ୍ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ଶାରଜାହ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା…

ଆନ୍ତର୍ଜାତୀୟ ଗୋଲ ସ୍କୋରରେ ପେଲେଙ୍କ ସହ ସମକକ୍ଷ ହେଲେ ଛେତ୍ରୀ

ନୂଆଦିଲ୍ଲୀ: ଭାରତର ଷ୍ଟାର ଫୁଟବଲ ଖେଳାଳୀ ସୁନୀଲ ଛେତ୍ରୀ ଆନ୍ତର୍ଜାତୀୟ ଗୋଲ ସ୍କୋର କରିବା ମାମଲାରେ ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ପେଲେ ୯୨ ମ୍ୟାଚରେ ୭୭ ଗୋଲ କରିଥିଲେ । ମାଲଡିଭସରେ ଖେଳା ଯାଉଥିବା ସାଉଥ ଏସିଆନ ଫୁଟବଲ ଫେଡେରେଶନ ଚାମ୍ପିୟନଶିପରେ…

IPL ଫାଇନାଲରେ ଚେନ୍ନାଇ: ଦିଲ୍ଲୀ ହାତରୁ ମ୍ୟାଚ୍ ଛଡ଼ାଇ ନେଲେ ଧୋନି

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ । ନବର ଥର ଫାଇନାଲକୁ ଯାଇଛି ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ପ୍ରଥମ କ୍ୱାଲିଫାୟାରରେ କମାଲ କଲେ ମାହି । ଶେଷ ଓଭରରେ ମୁମ୍ୱାଇ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲେ ।…

ପୃଥ୍ୱୀ ଶ, ପନ୍ତଙ୍କ ଅର୍ଦ୍ଧଶତକ:ଚେନ୍ନାଇ ସମ୍ମୁଖରେ ୧୭୩ ରନର ଟାର୍ଗେଟ ରଖିଲା ଦିଲ୍ଲୀ

ଦୁବାଇ: ଚଳିତ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ଏହି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…

ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ଷ୍ଟାର୍ଲିଂ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ସର୍ବାଧିକ ଚୌକା (୨୮୮) ମାରିବାରେ ଆୟର୍ଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ପଲ ଷ୍ଟାର୍ଲିଂ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଭାରତର ବିରାଟ କୋହଲିଙ୍କ ଏହି ରେକର୍ଡକୁ ଭଙ୍ଗ କରିଛନ୍ତି । ୟୁଏଇ ବିପକ୍ଷ ମ୍ୟାଚରେ ଷ୍ଟାର୍ଲିଂ ୪ ଚୌକା…

ଥମାସ-ଉବେର କପ ବ୍ୟାଡମିଂଟନ: ସ୍ପେନ ବିପକ୍ଷରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ: ଡେନମାର୍କରେ ଖେଳା ଯାଉଥିବା ଥମାସ-ଉବେର କପ ବ୍ୟାଡମିଂଟନର ପ୍ରଥମ ଦିବସରେ ସ୍ପେନ ବିପକ୍ଷରେ ଭାରତ ୩-୨ର ଅଗ୍ରଣୀ ହାସଲ କରିଛି । ଭାରତର ଷ୍ଟାର ମହିଳା ଖେଳାଳି ସାଇନା ନେହ୍ୱାଲ ପ୍ରଥମ ସେଟରେ ବିପକ୍ଷ ଦଳର କ୍ଲାରା ଅର୍ଜୁରମେଂଣ୍ଡୀଙ୍କ ବିପକ୍ଷରେ ହାରିବା ପରେ ଆଘାତ ସମସ୍ୟା ଯୋଗୁ…

ଆଇପିଏଲ: ଆଜି ଚେନ୍ନାଇ-ଦିଲ୍ଲୀ ମଧ୍ୟରେ କ୍ୱାଲିଫାୟର ମୁକାବିଲା

ଦୁବାଇ: ଆଇପିଏଲ ୨୦୨୧ର ପ୍ରଥମ ପ୍ଲେ ଅଫ ମୁକାବିଲା ଆଜି ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ବିଜେତା ଟିମ ସିଧାସଳଖ ଫାଇନାଲରେ ପ୍ରବେଶ କରିବ ଏବଂ ପରାଜିତ ଟିମକୁ ଏଥି ନିମନ୍ତେ ଆଉ ଏକ ସୁଯୋଗ ମିଳିବ । ଦ୍ୱିତୀୟ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ…

୨୦୩୬ରେ ଭାରତ ଅଲିମ୍ପିକ୍ସ ଆୟୋଜନ କରିପାରେ !

ଅହମ୍ମଦାବାଦ: ଭାରତର ଅଲିମ୍ପିକ୍ସ ଆୟୋଜନ ଉଜ୍ଜୀବୀତ ହୋଇଛି । ୨୦୩୬ ସମର ଅଲିମ୍ପିକ୍ସ ଆୟୋଜନ ଅଧିକାର ପାଇଁ ଆନ୍ତର୍ଜାତୀୟ ଅଲିମ୍ପିକ କମିଟି ସହ ଆଲୋଚନା କରାଯାଉଛି ବୋଲି ଆଇଓଏ ସଭାପତି ନରିନ୍ଦର ବାତ୍ରା କହିଛନ୍ତି । ମୋଟେରା ଗ୍ରାଉଣ୍ଡ ଉଦଘାଟନୀ ଉତ୍ସବ ପାଇଁ ସର୍ବଶ୍ରେଷ୍ଠ ବୋଲି ବାତ୍ରା…

ମନ ଲଢେଇରେ ଜିତିଲେ ଦୀପକ: ଷ୍ଟାଡିୟମରେ ପ୍ରେମିକା ଜୟାଙ୍କୁ ମୁଦି ପିନ୍ଧାଇଲେ

ଦୁବାଇ: ଚଳିତ ଆଇପିଏଲରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି ପଞ୍ଜାବ । ମାତ୍ର ଏହି ମ୍ୟାଚରେ ଦଳ ହାରିଥିଲେ ମଧ୍ୟ ମନ ଲଢ଼େଇରେ ବିଜୟ ହୋଇଛନ୍ତି ଦୀପକ ଚହର । ମ୍ୟାଚ ପରେ ଦୀପକ ତାଙ୍କ ଦୀର୍ଘ ଦିନର ପ୍ରେମିକାଙ୍କୁ ଷ୍ଟାଡିୟମରେ ସମସ୍ତଙ୍କ ଉପସ୍ଥିତିରେ ମୁଦି…

ରାହୁଲଙ୍କ ମାରାତ୍ମକ ବ୍ୟାଟିଂ, ପଞ୍ଜାବର ପ୍ଲେ ଅଫ ଆଶା ଏବେ ବି ଉଜ୍ଜୀବିତ

ଦୁବାଇ: କେଏଲ ରାହୁଲଙ୍କ ବିସ୍ଫୋରକ ଅପରାଜିତ ବ୍ୟାଟିଂ ( ୪୨ ବଲରେ ୯୮ ରନ) ବଳରେ ପଞ୍ଜାବ କିଙ୍ଗସ ୬ ଉଇକେଟରେ ଚେନ୍ନାଇ ସୁପର କିଙ୍ଗସକୁ ଶୋଚନୀୟ ଭାବେ ପରାଜିତ କରିଛି । ଏହି ବିଜୟ ସହ ପଞ୍ଜାବ ଏବେ ବି ପ୍ଲେ ଅଫ ପ୍ରବେଶ ଆଶା ଉଜ୍ଜୀବିତ ରଖିଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ…