Latest Odisha News

BREAKING NEWS

Browsing Category

ଖେଳ

ଟେଷ୍ଟ ଇତିହାସରେ ଭାରତର ସବୁଠୁ ଖରାପ ପ୍ରଦର୍ଶନ, କେହି ଜଣେ ବି କରି ପାରିଲେନି ୧୦ ରନ୍

ଆଡିଲେଡ୍: ଟେଷ୍ଟ ଇତିହାସରେ ଭାରତର ସବୁଠୁ ଖରାପ ବ୍ୟାଟିଂ । ଗୋଟିଏ ଇନିଂସରେ ସର୍ବନିମ୍ନ ସ୍କୋର କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଛି ଭାରତ । ମାତ୍ର ୩୬ ରନରେ ଦଳ ଫିଙ୍ଗି ଦେଇଛି ସମସ୍ତ ୧୦ଟି ଓ୍ୱିକେଟ ।…

ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ବିରାଟ ଓ ଅନୁଷ୍କାଙ୍କୁ ଆମନ୍ତ୍ରଣ କଲେ ବ୍ରେଟ୍ ଲି

ନୂଆଦିଲ୍ଲୀ: ବିରାଟ କୋହଲୀ ଓ ଅନୁଷ୍କା ଶର୍ମାଙ୍କୁ ଅଷ୍ଟ୍ରେଲିଆ ଆସି ଶିଶୁକୁ ଜନ୍ମ ଦେବାକୁ ଆମନ୍ତ୍ରଣ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି । ଏହା ସହ ବ୍ରେଟ୍ ଲି କହିଛନ୍ତି, ମିଷ୍ଟର କୋହଲୀଙ୍କୁ ସ୍ବାଗତ କରିବା ପାଇଁ ଅଷ୍ଟ୍ରେଲିଆବାସୀ ଆଗଭର । ବ୍ରେଟ୍ ଲି…

ଦିବାରାତ୍ର ଟେଷ୍ଟ: ଭାରତକୁ ପ୍ରଥମ ଇନିଂସ ଅଗ୍ରଣୀ

ଆଡିଲେଡ: ଆଡିଲେଡ ଓଭାଲରେ ଖେଳାଯାଉଥିବା ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ବିପକ୍ଷ ଭାରତ ଦୃଢ଼ ସ୍ଥିତିରେ ରହିଛି । ଦ୍ୱିତୀୟ ଦିବସରେ ଭାରତ ଓଭରାଲ ୬୨ ରନର ଅଗ୍ରଣୀ ହାସଲ କରିନେଇଛି । ଭାରତ ଶୁକ୍ରବାର ପ୍ରଥମ ଦିବସର ଅସମାପ୍ତ ଇନିଂସ ୨୩୩/୬ରୁ ବ୍ୟାଟିଂ ଆରମ୍ଭ…

ମେସି, ରୋନାଲ୍ଡୋଙ୍କୁ ପଛରେ ପକାଇ ରବର୍ଟ ଲେବନାଡାସ୍କି ହେଲେ ଫିଫା ପ୍ଲେୟାର ଅଫ ଦି ଇୟର

ଜ୍ୟୁରିକ୍‌: ଫିଫା ପ୍ଲେୟାର ଅଫ ଦି ଇୟର ପୁରସ୍କାର ଦୌଡରେ ଲିଓନେଲ ମେସି ଓ କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବେୟର୍ଣ୍ଣ ମ୍ୟୁନିକର ରବର୍ଟ ଲେବନାଡାସ୍କି । ୩୨ ବର୍ଷୀୟ ଫୁଟବଲ ଖେଳାଳି ଲେବନାଡାସ୍କି ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି । ସେ…

ଟୋକିଓ ଅଲିମ୍ପିକ୍ସରୁ ବାଦ୍ ପଡିଲା ରୁଷିଆ

ମସ୍କୋ: ଡୋପିଂ ନିୟମ ଉଲ୍ଲଂଘନ କରିଥିବା ଯୋଗୁ ରୁଷିଆକୁ ଆଗାମୀ ଟୋକିଓ ଅଲିମ୍ପିକ୍ସରୁ ବାସନ୍ଦ କରାଯାଇଛି । ରୁଷିଆ ପୂର୍ବରୁ ଏ ନେଇ କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋର୍ଟ୍ସର ଦ୍ୱାରସ୍ତ ହୋଇଥିଲା । କାସ ୪ ବର୍ଷର ଦଣ୍ଡକୁୁ ଅଧା କରିଥିଲେ ସୁଦ୍ଧା ବାସନ୍ଦ ଦଣ୍ଡାଦେଶ ବଳବତର ରଖିଛି । ବିନା…

ଆଇଏସଏଲ: ବେଙ୍ଗାଲୁର ଅପରାଜେୟ, ପୁନର୍ବାର ହାରିଲା ଓଡିଶା ଏଫସି

ଭୁବନେଶ୍ୱର: ବୋମ୍ବୋଲିମ୍‌ରେ ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲର ଗୁରୁବାର ମୁକାବିଲାରେ ବେଙ୍ଗାଲୁର ୨-୧ ଗୋଲରେ ଓଡିଶା ଏଫସିକୁ ପରାସ୍ତ କରି ଟୁର୍ଣ୍ଣାମେଂଟରେ ଅପରାଜେୟ ରହିଛି । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଅନ୍ୟ ମ୍ୟାଚ ତୁଳନାରେ ଓଡିଶା ଏଫସି ଅପେକ୍ଷାକୃତ ଭଲ ପ୍ରଦର୍ଶନ…

ବ୍ୟକ୍ତିଗତ ରେସଲିଂ ବିଶ୍ୱକପ : ଅଂଶୁ ଜିତିଲେ ରୌପ୍ୟ

ବେଲଗ୍ରେଡ: ସର୍ବିୟାର ବେଲଗ୍ରେଡରେ ଅନୁଷ୍ଠିତ ବ୍ୟକ୍ତିଗତ ରେସଲିଂ ବିଶ୍ୱକପରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି । ୫୭ କିଗ୍ରା କାଟାଗୋରିର ଫାଇନାଲରେ ଅଂଶୁ ମେସିଡୋନିୟାର ଅନାତାସିଆ ନିକିତାଙ୍କଠାରୁ ୫-୧ରେ ହାରି ଯାଇଥିଲେ । ୧୨ ଡିସେମ୍ବରରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା…

ଦିବାରାତ୍ର ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୩୩/୬

ଆଡିଲେଡ: ଆଡିଲେଡ ଓଭାଲରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଦିବାରାତ୍ର ମୁକାବିଲାରେ ଟିମ୍‌ଇଣ୍ଡିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ବିନିମୟରେ ୨୩୩ ରନ ସଂଗ୍ରହ କରିଛି । ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ…

୨୮ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନ ପେସର ଅମୀର

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରି ଗୁରୁବାର ଯୁବ ପେସ ବୋଲର ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୮ ବର୍ଷୀୟ ଅମୀର ପାକିସ୍ତାନକୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।…

ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ କୋହଲିଙ୍କୁ ପଛରେ ପକାଇବେ ସ୍ମିଥ : ଲକ୍ଷ୍ମଣ

ନୂଆଦିଲ୍ଲୀ:ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ ଭାରତର ବିରାଟ କୋହଲି, ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଗରେ ଅଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ ମତରେ ସ୍ମିଥ ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନଙ୍କଠାରୁ…