Latest Odisha News

BREAKING NEWS

Browsing Category

ଖେଳ

୧୦ ମାସ ପରେ ସାଇନା, ସିନ୍ଧୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ୧୦ ମାସ ପରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଉଛି । ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ସୋମବାର ବ୍ୟାଙ୍କକରେ ଜାନୁୟାରୀଠାରେ ଆରମ୍ଭ ହେବାକୁ ଯାଉଥିବା ୩ଟି ଟୁର୍ଣ୍ଣାମେଂଟ ପାଇଁ ଖେଳାଳି ଚୟନ କରିଛି…

‘ଖେଲୋ ଇଣ୍ଡିଆ-୨୦୨୧’ରେ ସାମିଲ୍‌ ହେଲା ଏହି ଚାରୋଟି ସ୍ୱଦେଶୀ କ୍ରୀଡ଼ା

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଭାରତରେ ସ୍ୱଦେଶୀ କ୍ରୀଡ଼ାର ଏକ ସମୃଦ୍ଧ ଐତିହ୍ୟ ରହିଛି ଏବଂ ଏହି କ୍ରୀଡ଼ା ସଂରକ୍ଷଣ, ପ୍ରୋତ୍ସାହନ ତଥା ଲୋକପ୍ରିୟ କରିବା କ୍ରୀଡ଼ା ମନ୍ତ୍ରଣାଳୟର ପ୍ରାଥମିକତା। ଯେଉଁଥିପାଇଁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ରେ…

ଆଇସିସି ର‌୍ୟାଙ୍କିଙ୍ଗ: ସ୍ମିଥଙ୍କ ନିକଟତର ହେଲେ କୋହଲି

ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ସଦ୍ୟ ପ୍ରକାଶିତ ଆଇସିସି ର‌୍ୟାଙ୍କିଙ୍ଗରେ ଅଧିନାୟକ ବିରାଟ କୋହଲିଙ୍କ ଉନ୍ନତି ଘଟିଛି । କୋହଲି ୭୪ ରନର ଇନିଂସ ଖେଳିଥିଲେ । ଫଳରେ ର‌୍ୟାଙ୍କିଙ୍ଗରେ ୨ୟ ସ୍ଥାନରେ ଥିବା କୋହଲିଙ୍କୁ ୨…

ସରିଥିଲା ନିର୍ବନ୍ଧ, କେବେ ହେବ ବିବାହ ?

ନୂଆଦିଲ୍ଲୀ: ବିବାହ ପାଇଁ କ୍ରିକେଟର୍‌ଙ୍କ ପସନ୍ଦ ଟକେ ନିଆରା । କିଏ ଅଭିନେତ୍ରୀଙ୍କ ହାତ ଧରିଛନ୍ତି ତ କିଏ ନିଜ ବାନ୍ଧବୀ ତ ଆଉ କିଏ ଘର ଲୋକଙ୍କ ପସନ୍ଦ ଉପରେ ବିଶ୍ୱାସ ଦେଖାଇଛନ୍ତି । ହେଲେ ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ ଖବର ଅନେକଙ୍କୁ ଚମକାଇଦେଇଥିଲା । ଉଭୟ ୟୁଜବେନ୍ଦ୍ର ଓ ଦାନ୍ତ…

ବିଦେଶ ମାଟିରେ ଟିମ୍ ଇଣ୍ଡିଆକୁ ଗୋଡାଉଛି ଆଉ ଏକ ଖରାପ ରେକର୍ଡ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛି । ଇତି ମଧ୍ୟରେ ପ୍ରଥମ ଟେଷ୍ଟରେ ସର୍ବନିମ୍ନ ସ୍କୋର କରିବା ସହ ଶୋଚନୀୟ ପରାଜୟବରଣ କରିଛି । ଏହି ପରାଜୟ ପରେ ଟିମ୍ ଇଣ୍ଡିଆକୁ ଆଉ ଏକ ଖରାପ ରେକର୍ଡ ଗୋଡାଉଛି । ବିଦେଶ ମାଟିରେ ଭାରତ ପ୍ରଥମ ଟେଷ୍ଟ ହାରିବା ପରେ…

ପେଲେଙ୍କ ରେକର୍ଡ ସହ ସମକକ୍ଷ ହେଲେ ମେସି

କେପନାଉ:ଆର୍ଜେଟିଂନା ସୁପରଷ୍ଟାର ଲିଓନେଲ ମେସି ରବିବାର ଆଉ ଏକ ବଡ ଉପଲବ୍ଧି ହାସଲ କରିଛନ୍ତି । ଗୋଟିଏ କ୍ଲବ ପକ୍ଷରୁ ଖେଳି ସର୍ବାଧିକ ଗୋଲ ସ୍କୋର କରିଥିବା ବ୍ରାଜିଲର ମହାନ ଖେଳାଳି ପେଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ମେସି ସ୍ପେନିଶ କ୍ଲବ ବାର୍ସିଲୋନା ପକ୍ଷରୁ ୭୪୮ ମ୍ୟାଚରେ ୬୪୩…

ବିଶ୍ୱକପ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଭାରତର ଅମିତ

ବର୍ଲିନ: ଜର୍ମାନୀରେ ଚାଲିଥିବା ବକ୍ସିଂ ବିଶ୍ୱକପରେ ଭାରତକୁ ଶନିବାର ବଡ ସଫଳତା ମିଳିଛି । ପୁରୁଷ ୫୨ କେଜି ବର୍ଗରେ ଅମିତ ପଙ୍ଘଲ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ରଭାବୀ ପ୍ରଦର୍ଶନ କରି ସେ ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀ ବକ୍ସର ଅରଗିଷ୍ଟ…

ଦ୍ୱିତୀୟ ଟେଷ୍ଟରେ ଆଘାତପ୍ରାପ୍ତ ସାମିଙ୍କ ଖେଳିବା ନେଇ ସନ୍ଦେହ

ଆଡିଲେଡ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତର ପେସ୍ ବୋଲର ଆଘାତପ୍ରାପ୍ତ ହୋଇଛନ୍ତି । ସାମି ବ୍ୟାଟିଂ କରୁଥିବା ବେଳେ ପ୍ୟାଟ କମିନ୍ସଙ୍କ ଏକ ବଲ ତାଙ୍କ ହାତରେ ବାଜିଥିଲା । ପ୍ରାରମ୍ଭିକ ଚିକିତ୍ସା ପରେ ସେ ପୁନର୍ବାର ବ୍ୟାଟିଂ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବ୍ୟାଟ…

ଟିମ୍ ଇଣ୍ଡିଆର ଡିସେମ୍ବର ୧୯ ସଂଯୋଗ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ପାଇଁ ଡିସେମ୍ବର ୧୯ ପୁନର୍ବାର ସ୍ମରଣୀୟ ହୋଇ ରହିଯିବ । ଆଜିର ଦିନରେ ଭାରତ ଗୋଟିଏ ଇନିଂସରେ ସର୍ବନିମ୍ନ ୩୬ ରନ କରି ଅଲୋଡା ରେକର୍ଡ କରିଛି । ଏଥିସହ ଦଳ ପ୍ରଥମ ଦିବାରାତ୍ର ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଛି । ପୂର୍ବରୁ ଏହି ଦିନରେ ଟିମ୍ ଇଣ୍ଡିଆ ଗୋଟିଏ…

ଦିବାରାତ୍ର ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ

ଆଡିଲେଡ: ଏଠାରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର କ୍ରିକେଟ ଟେଷ୍ଟରେ ଭାରତ ୮ ଉଇକେଟରେ ଶୋଚନୀୟ ପରାଜୟବରଣ କରିଛି । ଏଥିସହ ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ସିରିଜରେ ଘରୋଇ ଦଳ ୧-୦ର ଅଗ୍ରଣୀ ହାସଲ କରିନେଇଛି । ଭାରତ ପ୍ରଦତ ୯୦ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୨ ଉଇକେଟରେ ହାସଲ କରି…