Latest Odisha News

BREAKING NEWS

Browsing Category

ଖେଳ

ଖେଳୁଆଡ ମନୋଭାବ ପାଇଁ ମନ ଜିଣିଲେ ସିରାଜ

ସିଡନୀ: ଅଷ୍ଟ୍ରେଲିଆ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚରେ ଭାରତର ମହମ୍ମଦ ସିରାଜ ଖେଳୁଆଡ ମନୋଭାବ ନେଇ ସମସ୍ତଙ୍କ ମନ ଜିଣିଛନ୍ତି । ଏହି ମ୍ୟାଚରେ କାମେରେନ ଗ୍ରୀନଙ୍କ ଏକ ବଲକୁ ଯଶପ୍ରୀତ ବୁମରାଙ୍କୁ ଚମତ୍କାର ଢ଼ଙ୍ଗରେ ଖେଳିଥିଲେ । ମାତ୍ର ବଲ ଦ୍ରୁତ ବେଗରେ ଯାଇ ଗ୍ରୀନଙ୍କ ମୁଣ୍ଡରେ ବାଜିଥିଲା ।…

ବିରାଟ କୋହଲିଙ୍କ ପ୍ରଥମ ଅଡି କାର ଏବେ ବି ଥାନାରେ ପଡି ରହିଛି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଖରେ ଏବେ ଅନେକ ଦାମୀ କାର ରହିଛି । ତେବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ତାଙ୍କର ପ୍ରଥମ ଅଡି କାର ଏବେ ବି ମୁମ୍ବାଇ ଥାନରେ ପଡି ରହିଛି । ଆସନ୍ତୁ ଜାଣିବା ଏହାର ପ୍ରକୃତ କାରଣ...୨୦୧୨ରେ ଅଡି ଇଣ୍ଡିଆ ନୂଆ ଆର୮ ମଡେଲ ଲଂଚ…

୨୦୨୩ ହକି ବିଶ୍ୱ କପ୍: ରାଉରକେଲା ଷ୍ଟା଼ଡିୟମ ପରିଦର୍ଶନ କଲେ ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ

ରାଉରକେଲା : ୨୦୨୩ରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଜି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା  ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ତାଙ୍କ ସହିତ ଟେକ୍ନିକାଲ୍ ଟିମ୍ ଓ ବହୁ ବରିଷ୍ଠ…

ପୁଣି ଫେଲ୍ ମାରିଲେ ରିସଭ ପନ୍ତ !

ଭୁବନେଶ୍ୱର: ତାଜା ସ୍ଥିତିରେ ୱିକେଟ୍ କିପର୍ ରିସଭ ପନ୍ତଙ୍କ ଭାଗ୍ୟ ପିଙ୍କ୍ ବଲ୍ ଟେଷ୍ଟ ସିରିଜ ଉପରେ ନିର୍ଭର କରୁଛି । ତେବେ ଅଷ୍ଟ୍ରେଲିଆ ଏ ବିପକ୍ଷରେ ସେ ସ୍କୋର କରିବାରେ ବିଫଳ ହୋଇଛନ୍ତି । ପୂର୍ବରୁ ରିସଭ ଭାରତର ଦିନିକିଆ ଓ ଟି-୨୦ ଦଳରୁ ବାଦ୍ ପଡିଥିଲେ । ଏବେ ଅଭ୍ୟାସ୍ ମ୍ୟାଚରେ ୧୧ଟି…

ଇଂଲଣ୍ଡର ଭାରତ ଗସ୍ତ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଗସ୍ତରେ ଇଂଲଣ୍ଡ କ୍ରିକେଟ ଟିମ୍ ଆସିବ । ଗୁରୁବାର ଏହାର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ୫ ଫେବୃୟାରୀରୁ ଟେଷ୍ଟ, ୧୨ ମାର୍ଚ୍ଚରୁ ଟି୨୦ ଓ ୨୩ ମାର୍ଚ୍ଚରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହି ଅବସରରେ ଯୁବ ଖେଳାଳିଙ୍କ ପାଇଁ ଗୁଜରାଟ କ୍ରିକେଟ ଆସୋସିଏଶନର…

କ୍ରିକେଟକୁ ଅଲବିଦା କହିଲେ ଟିମ୍ ଇଣ୍ଡିଆର ଏହି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ୍ ଇଣ୍ଡିଆର ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ । ୧୮ ବର୍ଷର ଇଣ୍ଟରନ୍ୟାସନାଲ୍ କ୍ରିକେଟ କ୍ୟାରିୟରରେ ଦି ଏଣ୍ଡ କରିଛନ୍ତି । ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟିରୁ ପାର୍ଥିବ ଅବସର ଘୋଷଣା କରିଛନ୍ତି । ଆଗକୁ…

୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ, ସ୍ୱଦେଶ ଫେରିଯିବି : ପାଣ୍ଡ୍ୟା

ମେଲବୋର୍ଣ୍ଣ: ୪ ମାସ ହେଲା ପୁଅର ମୁହଁ ଦେଖି ନାହିଁ । ସ୍ୱଦେଶ ଫେରିଯିବି ବୋଲି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି୨୦ ସିରିଜର ଅନ୍ତିମ ମ୍ୟାଚ ପରେ କହିଛନ୍ତି । ମ୍ୟାନ ଅଫ ଦି ସିରିଜ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବଳରେ ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାଜିତ କରିଛି ।…

ଟୋକିଓ ଅଲିମ୍ପିକ୍ସ: ଆଥଲେଟ କମ୍ ସମୟ କ୍ରୀଡା ଭିଲେଜରେ ରହିବେ

ଟୋକିଓ: କରୋନା ପ୍ରଭାବ ଏବଂ ଭ୍ୟାକ୍ସିନ ଆଶା ଯୋଗୁ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ଜୋର ଧରିବାରେ ଲାଗିଛି । ତେବେ ଅଲିମ୍ପିକ୍ସ ସମୟରେ ଆଥଲେଟମାନଙ୍କୁ କମ୍ ସମୟ କ୍ରୀଡା ଭିଲେଜରେ ରହିବାକୁ ସୁଯୋଗ ମିଳିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଘୋଷଣା କରିଛି । ଭର୍ଚୁଆଲ ନ୍ୟୁଜ କନଫେରେନ୍ସରେ…

ଭାରତ ହାତରୁ ଖସିଗଲା ସିରିଜ୍ କ୍ଲିନ୍ ସ୍ବିପ୍: ଶେଷ ଟି-୨୦ ଜିତିଲା ଅଷ୍ଟ୍ରେଲିଆ

ସିଡନୀ: ଟିମ୍ ଇଣ୍ଡିଆର ସିରିଜ୍ କ୍ଲିନ୍ ସ୍ବିପ୍ ଆଶା ମଉଳିଗଲା । ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇବାର ସ୍ବପ୍ନ ଅଧୁରା ରହିଗଲା । ଶେଷ ଟି-୨୦ରେ ବାଜି ମାରିନେଲା କଙ୍ଗାରୁ ଦଳ । ଭାରତକୁ ୧୨ ରନରେ ହରାଇ ଅଷ୍ଟ୍ରେଲିଆ ସମ୍ମାନ ରଖିଲା । ଶେଷ ଟି-୨୦ରେ ପରାଜୟ ସତ୍ତ୍ବେ ଭାରତ…

କାଲି ଶେଷ ଟି-୨୦: ୪ ବର୍ଷ ପରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇବ ଟିମ୍ ଇଣ୍ଡିଆ ?

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ତଥା ଶେଷ  ଟି-୨୦ । ଦୁଇଟି ମ୍ୟାଚ୍ ଜିତିଥିବାରୁ ଶେଷ ଟି-୨୦ ଜିତି ସିରିଜ୍ କ୍ଲିନ୍ ସ୍ବିପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ଏପରି ହେଲେ ୪ ବର୍ଷ ପରେ ଅଷ୍ଟ୍ରେଲିଆକୁ ୩-୦ରେ ହରାଇବ ଟିମ୍ ଇଣ୍ଡିଆ । ୨୦୧୬ରେ…