Latest Odisha News

BREAKING NEWS

Browsing Category

ଖେଳ

ବ୍ୟକ୍ତିଗତ ରେସଲିଂ ବିଶ୍ୱକପ : ଅଂଶୁ ଜିତିଲେ ରୌପ୍ୟ

ବେଲଗ୍ରେଡ: ସର୍ବିୟାର ବେଲଗ୍ରେଡରେ ଅନୁଷ୍ଠିତ ବ୍ୟକ୍ତିଗତ ରେସଲିଂ ବିଶ୍ୱକପରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି । ୫୭ କିଗ୍ରା କାଟାଗୋରିର ଫାଇନାଲରେ ଅଂଶୁ ମେସିଡୋନିୟାର ଅନାତାସିଆ ନିକିତାଙ୍କଠାରୁ ୫-୧ରେ ହାରି ଯାଇଥିଲେ । ୧୨ ଡିସେମ୍ବରରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା…

ଦିବାରାତ୍ର ଟେଷ୍ଟ: ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨୩୩/୬

ଆଡିଲେଡ: ଆଡିଲେଡ ଓଭାଲରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ଦିବାରାତ୍ର ମୁକାବିଲାରେ ଟିମ୍‌ଇଣ୍ଡିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ବିନିମୟରେ ୨୩୩ ରନ ସଂଗ୍ରହ କରିଛି । ଭାରତୀୟ କ୍ରିକେଟ ଦଳ ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ…

୨୮ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଲେ ପାକିସ୍ତାନ ପେସର ଅମୀର

ଲାହୋର: ପାକିସ୍ତାନ କ୍ରିକେଟ ବୋର୍ଡ ମାନସିକ ଯନ୍ତ୍ରଣା ଦେଉଥିବା ଅଭିଯୋଗ କରି ଗୁରୁବାର ଯୁବ ପେସ ବୋଲର ମହମ୍ମଦ ଅମୀର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୨୮ ବର୍ଷୀୟ ଅମୀର ପାକିସ୍ତାନକୁ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।…

ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ କୋହଲିଙ୍କୁ ପଛରେ ପକାଇବେ ସ୍ମିଥ : ଲକ୍ଷ୍ମଣ

ନୂଆଦିଲ୍ଲୀ:ଆଇସିସି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଦୌଡରେ ଭାରତର ବିରାଟ କୋହଲି, ନ୍ୟୁଜିଲାଣ୍ଡର କେନ ୱିଲିୟମସନ ଓ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଆଗରେ ଅଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣଙ୍କ ମତରେ ସ୍ମିଥ ଅନ୍ୟ ଦୁଇ ବ୍ୟାଟ୍ସମ୍ୟାନଙ୍କଠାରୁ…

ବାପା ହେଲେ ନ୍ୟୁଜିଲାଣ୍ଡ କ୍ରିକେଟର ୱିଲିୟମସନ

ଅକଲାଣ୍ଡ:ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ ୱିଲିୟମସନ ବୁଧବାର ବାପା ହୋଇଛନ୍ତି । ପତ୍ନୀ ସାରା ଓ ୱିଲିୟମସନ କୁନି ଝିଅର ଫଟୋ ସୋସିଆଲ ସାଇଟରେ ଶେୟାର କରିଛନ୍ତିି । ଇନଷ୍ଟଗ୍ରାମରେ ଝିଅକୁ ଜାବୁଡି ଧରିଥିବା ୱିଲିୟମସନଙ୍କ କଳା ଓ ଧଳା ରଙ୍ଗର ଫଟୋ ଶେୟାର କରାଯାଇଛି । ଯାହାକୁ…

୯ ବର୍ଷ ପ୍ରେମ ପରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ହକି ଖେଳାଳି ମନପ୍ରୀତ-ଇଲୀ

ଚଣ୍ଡୀଗଡ:ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଓ ଇଲୀ ସାଦ୍ଦିକ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ୭ ବର୍ଷର ପ୍ରେମ ଏବେ ଶାସ୍ୱତ ରୂପ ନେଇଛି । ମାଲେସିଆର ଇଲୀଙ୍କ ନାମ ପଞ୍ଜାବୀରେ ନବପ୍ରୀତ କୌର ରଖାଯାଇଛି । ୨୦୧୨ରେ ମାଲେସିଆରେ ସୁଲତାନ ଅଫ ଜୋହର କପରେରେ ଇଲୀଙ୍କୁ ଭେଟିଥିଲେ…

ଆଡିଲେଡ ଟେଷ୍ଟ ପାଇଁ ଚୂଡାନ୍ତ ଏକାଦଶ ଘୋଷଣା କଲା ଟିମ୍ ଇଣ୍ଡିଆ

ଆଡିଲେଡ:ଆଡିଲେଡରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ମୟଙ୍କ ଅଗ୍ରୱାଲ ଓ ପୃଥ୍ୱୀ ଶ’ ଓପନର ଦାୟିତ୍ୱ ତୁଲାଇବେ । ମିଡିଲ ଅର୍ଡରରେ ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ…

ଅଲିମ୍ପିକ ମଶାଲ ଶୋଭାଯାତ୍ରା ୨୫ ମାର୍ଚ୍ଚରୁ

ଟୋକିଓ: କରୋନା ମହାମାରୀ ଯୋଗୁ ଟୋକିଓ ଅଲିମ୍ପିକ୍ସ ୨୩ ଜୁଲାଇ ୨୦୨୧ରୁ ଆରମ୍ଭ ହେବ । ମଙ୍ଗଳବାର ଆୟୋଜକ କମିଟି ସ୍ପଷ୍ଟ କରିଛି ଯେ, ୨୫ ମାର୍ଚ୍ଚରୁ ଫୁକୁସିମାରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହେବ । ଜାପାନର ଏହି ସହର ୧୦ ବର୍ଷ ତଳେ ଭୂମିକମ୍ପ ଓ ସୁନାମି ଯୋଗୁ କ୍ଷତିଗ୍ରସ୍ତ ହୋଇଥିଲା । ଏ ସବୁ…

ସୋମବାରଠୁ ଓସିଏ ଇଣ୍ଟର-ଡିଷ୍ଟିକ ଟି-୨୦ କ୍ରିକେଟ ଲିଗ ଆରମ୍ଭ

ଭୁବନେଶ୍ବର: ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଓସିଏ ଇଣ୍ଟର ଡିଷ୍ଟିକ ସିନିୟର ପୁରୁଷ ଟି-୨୦ ଲିଗ ମ୍ୟାଚ। ରାଜ୍ୟର ୩୭ଟି ଟିମକୁ ୬ଟି ଗ୍ରୁପରେ ବିଭକ୍ତ କରି ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଏହି ମ୍ୟାଚ ୧୪ ତାରିଖ ଠାରୁ ଆରମ୍ଭ କରି ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ କଟକ…

କରୋନା ପରେ କ୍ରିକେଟ: ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଘରୋଇ ପ୍ରତିଯୋଗିତା

ମୁମ୍ବାଇ: କରୋନା ସଙ୍କଟ ଟଳିବା ଆରମ୍ଭ କରିଥିବାରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଖୁବ୍ ଶୀଘ୍ର ଘରୋଇ ପ୍ରତିଯୋଗିତାଗୁଡିକ ଆରମ୍ଭ କରିବାକୁ ଯାଉଛି । ରିପୋର୍ଟ ମୁତାବକ ସୟେଦ ମୁସ୍ତାକ ଅଲୀ ଟ୍ରଫି (ଟି୨୦) ଟୁର୍ଣ୍ଣାମେଂଟ ୧୦ରୁ ୩୧ ଜାନୁୟାରୀ ପର୍ଯ୍ୟନ୍ତ ୬ ରାଜ୍ୟକୁ ନେଇ…