Latest Odisha News

BREAKING NEWS

Browsing Category

ଖେଳ

ସୁପର ସଣ୍ଡେରେ ଟିମ୍ ଇଣ୍ଡିଆର କମାଲ: ଦ୍ବିତୀୟ ଟି-୨୦ ବିଜୟ ସହ ଆଗୁଆ ସିରିଜ୍ କବଜା

ସିଡନୀ: ଦିନିକିଆର ବଦଲା ଟି-୨୦ରେ ନେଲା ଭାରତ । ସୁପର ସଣ୍ଡେରେ କମାଲ କଲା ଟିମ୍ ଇଣ୍ଡିଆ । ଦ୍ବିତୀୟ ଟି-୨୦କୁ ୬ ୱିକେଟରେ ଜିତିଲା ବିରାଟ ବାହିନୀ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ସହ ଶିଖର ଧୱନ ଓ ଅଧିନାୟକ କୋହଲୀଙ୍କ ଦମଦାର ଇନିଂସ ଯୋଗୁ ଦ୍ବିତୀୟ ଟି-୨୦ରେ ଅଷ୍ଟ୍ରେଲିଆକୁ…

କାଲି ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଟି-୨୦: ସିରିଜ୍ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-୨୦ । ସିଡନୀରେ ମ୍ୟାଚ୍ ଅନୁଷ୍ଠିତ ହେବ । ସିଡନୀର ଏହି ଗ୍ରାଉଣ୍ଡରେ ଦୁଇଟି ଦିନିକିଆ ଖେଳିଥିଲା ଭାରତ । ଏହି ଦୁଇ ମ୍ୟାଚରେ ଅଷ୍ଟ୍ରେଲିଆ ବିଶାଳ ସ୍କୋର କରିଥିଲା । ଫଳରେ ଭାରତ ପରାସ୍ତ ହୋଇଥିଲା । ପୁଣି ଥରେ ଏହି…

ନିଜ ଦେଶ ଛାଡି ଆମେରିକା ପାଇଁ କ୍ରିକେଟ୍ ଖେଳିବେ ଏହି ଖେଳାଳି !

ଭୁବନେଶ୍ୱର: ଦିନିକିଆ କ୍ରିକେଟରେ ତାଙ୍କ ନାଁରେ ରହିଛି ଦ୍ୱିତୀୟ ଦୃତ୍ତତମ ଶତକ । ଆଇପିଏଲରେ ବି ସେ ନିଜ ଦବଦବା ଦେଖାଇ ସାରିଛନ୍ତି । ତଥାପି ନିଜ ଦେଶ ଛାଡି ଅନ୍ୟ ଦେଶ ତଥା ଆମେରିକା ପାଇଁ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି ଜଣେ ମହାନ୍ କ୍ରିକେଟର୍ । ନ୍ୟୁଜିଲ୍ୟାଣ୍ଡର କୋରି…

ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରୁ ବାଦ ପଡ଼ିଲେ ରବୀନ୍ଦ୍ର ଜାଡେଜା

ନୂଆଦିଲ୍ଲୀ: ବିଜୟରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆକୁ ଝଟକା ଲାଗିଛି । ଆହତ କାରଣରୁ ସିରିଜକୁ ବାଦ ପଡ଼ିଛନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ତାଙ୍କ ସ୍ଥାନରେ ସାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି । କାନବେଲାରରେ ଗତକାଲି ଅଷ୍ଟ୍ରେଲିଆ…

ବିବାଦ ସୃଷ୍ଟି କଲା ଟି୨୦ର କନକସନ ସବଷ୍ଟିଚ୍ୟୁଟ ନିୟମ

କାନବେରା:ଭାରତ-ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ମ୍ୟାଚରେ ନୂତନ ଭାବେ ଲାଗୁ କରାଯାଇଥିବା କନକସନ ସବଷ୍ଟିଚ୍ୟୁଟ ନିୟମ ବିବାଦ ସୃଷ୍ଟି କରିଛି । ଏହି ନିୟମ ଯୋଗୁ ଭାରତକୁ ମ୍ୟାଚ ଜିତାଇବାରେ ସଫଳ ହୋଇଛନ୍ତି ୟୁଜଭେନ୍ଦ୍ର ଚାହଲ । ଭାରତ ଇନିଂସ ଶେଷ ଭାଗରେ ବ୍ୟାଟ୍ସମ୍ୟାନ ରବୀନ୍ଦ୍ର ଜାଡେଜାଙ୍କ…

କରୋନା ପଜିଟିଭ୍ ହେଲେ ଖେଳାଳି: ଟସ୍ ପୂର୍ବରୁ ସ୍ଥଗିତ ରହିଲା ମ୍ୟାଚ୍

କେପଟାଉନ୍: ମ୍ୟାଚ୍ ପାଇଁ ପ୍ରସ୍ତୁତି ସରିଥିଲା । ମୁହାଁମୁହିଁ ହୋଇଥାନ୍ତେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା । ଟସ୍ ପଡିଥାନ୍ତା, ମ୍ୟାଚ୍ ଆରମ୍ଭ ହୋଇଥାନ୍ତା । ହେଲେ ଶେଷ ମୁହୂର୍ତ୍ତରେ ସ୍ଥଗିତ ରହିଲା ମ୍ୟାଚ୍ । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳି ମ୍ୟାଚ୍ ଦିନ କରୋନା ପଜିଟିଭ୍ ଚିହ୍ନଟ ହେବାରୁ…

ନଟରାଜନ, ଚହଲଙ୍କ ଚମତ୍କାର ବୋଲିଂ, ପ୍ରଥମ ଟି୨୦ରେ ଅଷ୍ଟ୍ରେଲିଆକୁ ହରାଇଲା ଟିମଇଣ୍ଡିଆ

କାନବେରା: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ୧୧ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଭାରତ ପ୍ରଦତ ୧୬୨ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୭ ଉଇକେଟ ବିନିମୟରେ ୧୫୦ ରନ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୭ ଉଇକେଟ…

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି: ଦିନିକିଆ ପରାଜୟର ବଦଲା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

କାନବେରା: ଆଜିଠୁ ଭାରକ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜି । ଦିନିକିଆରେ ୨-୧ରେ ସିରିଜି ହାରିବା ପରେ ଟି-ଟ୍ୱେଣ୍ଟିରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କୋହଲି ବାହିନୀ । କାନବେରାରେ ଆଜି ଏହି ମ୍ୟାଚ ଖେଳାଯିବ । ପ୍ରଥମ ଟି-ଟ୍ୱେଣ୍ଟିରୁ ବିଜୟ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ…

ମେଜର ଧ୍ୟାନ ଚାନ୍ଦଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପ୍ରଦାନ ଲାଗି ଦାବି

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ୍ ପରିସରରେ ପଦ୍ମ ଭୁଷଣ ମେଜର୍ ଧ୍ୟାନ ଚାନ୍ଦଙ୍କ ୪୧ ତମ ଶ୍ରାଦ୍ଧ ବାଷିର୍କୀ ପାଳନ ହୋଇଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିମାନେ ସାମିଲ ହୋଇଥିଲା ବେଳେ ଧ୍ୟାନ୍ ଚାନ୍ଦଙ୍କୁ ମରୋଣୋତ୍ତର ଭାରତ ରତ୍ନ ସମ୍ମାନ ଦିଆଯାଉ ବୋଲି ନିଜର ମତ ରଖି…

ଶେଷ ମିନିଟରେ ଓଡିଶା ହାତରୁ ମ୍ୟାଚ ଛଡାଇନେଲା ମୋହନବାଗାନ

ଭୁବନେଶ୍ୱର: ଗୋଆର ଫାଟୋର୍ଦ୍ଦା ଷ୍ଟାଡିୟମରେ ଗୁରୁବାର ଏଟିକେ ମୋହନବାଗାନ ଓ ଓଡିଶା ଏଫସି ମଧ୍ୟରେ ଅନୁଷ୍ଠିତ ଆଇଏସଏଲର ସଂଘର୍ଷପୂର୍ଣ୍ଣ ମ୍ୟାଚ ୧-୦ ଗୋଲରେ ଶେଷ ହୋଇଛି । ମ୍ୟାଚର ଶେଷ ମିନିଟରେ ମୋହନବାଗାନ ରୟ କ୍ରିଷ୍ଣାଙ୍କ ଗୋଲ ବଳରେ ଓଡିଶା ହାତରୁ ମ୍ୟାଚ ଛଡାଇ ନେଇଥିଲା । ଯାହା କି ଓଡିଶା…