Latest Odisha News

BREAKING NEWS

Browsing Category

ଖେଳ

ଆଇପିଏଲ: ଏଲିମିନେଟର ମ୍ୟାଚରେ ଖେଳିଥିଲେ ୮ ଅଧିନାୟକ

ଆବୁଧାବି: ଆଇପିଏଲ ୧୩ତମ ସଂସ୍କରଣରେ ଶୁକ୍ରବାର ଅନୁଷ୍ଠିତ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଲିମିନେଟର ମ୍ୟାଚରେ ୮ଜଣ ଅଧିନାୟକ ଖେଳୁଥିଲେ । ବାଙ୍ଗାଲୋର ପକ୍ଷରୁ ୩ଜଣ ଖେଳୁଥିଲେ । ସେମାନେ ହେଲେ ଟିମ୍ ଇଣ୍ଡିଆର ତଥା ବାଙ୍ଗାଲୋରର ନିୟମିତ ଅଧିନାୟକ ବିରାଟ କୋହଲି,…

ବାଙ୍ଗାଲୋରକୁ ୧୩୧ ରନରେ ରଖିଲା ହାଇଦ୍ରବାଦ

ଆବୁଧାବି: ଚଳିତ ଆଇପିଏଲରେ ଶୁକ୍ରବାର ଏଲିମିନେଟର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନୈରାଶ୍ୟଜନକ ବ୍ୟାଟିଂ କରିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ଏହି ମୁକାବିଲାରେ ବାଙ୍ଗାଲୋର ୨୦ ଓଭରରେ ୭ ଉଇକେଟ ହରାଇ ୧୩୧ ରନ କରିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଏବି…

ଆଇପିଏଲ ଏଲିମିନେଟର ମ୍ୟାଚ: ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତି

ଆବୁଧାବି: ଚଳିତ ଆଇପିଏଲର ଶୁକ୍ରବାର ଖେଳାଯାଉଥିବା ଏଲିମିନେଟର ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବ । ବାଙ୍ଗାଲୋର ଚୂଡାନ୍ତ ଦଳରେ ୩ଟି ପରିବର୍ତନ କରିଛି । ଜୋଶ ଫିଲିପ,…

ମୋ ଘରେ ଏବେ କରୋନା ଭାଇରସ୍ ପ୍ରବେଶ କରିସାରିଛି: ଗମ୍ଭୀର

ନୂଆଦିଲ୍ଲୀ: ଏବେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଓ ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଘରେ  କରୋନା ଏଣ୍ଟ୍ରି ମାରିଛି । ଯାହା ପରେ ଗମ୍ଭୀର ନିଜକୁ କ୍ୱାରେଣ୍ଟିନ୍ କରିଛନ୍ତି । ଗମ୍ଭୀର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗମ୍ଭୀର ଟୁଇଟରେ ଲେଖିଛନ୍ତି, ମୋ ଘରେ…

ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲା:ମହାରାଷ୍ଟ୍ର ବିଧାନସଭା ସଚିବଙ୍କୁ ସୁପ୍ରିମକୋର୍ଟଙ୍କ ସମନ

ନୂଆଦିଲ୍ଲୀ: ଅର୍ଣ୍ଣବ ଗୋସ୍ୱାମୀଙ୍କ ସ୍ୱାଧୀକାର ଭଙ୍ଗ ନୋଟିସ ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ମହାରାଷ୍ଟ୍ର ସରକାରଙ୍କୁ ଭର୍ତ୍ସନା କରିଛି । ଏହି ମାମଲାରେ ରିପବ୍ଳିକ ଟିଭିର ମାଲିକ ଅର୍ଣ୍ଣବଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମନ କରିବାକୁ ଯାଇ…

୧୦୦୦ ମ୍ୟାଚ ଜିତିଲେ ବିଶ୍ୱର ୨ ନମ୍ବର ଟେନିସ ଖେଳାଳି

ପ୍ୟାରିସ: ବିଶ୍ୱର ୨ ନମ୍ବର ଖେଳାଳି ରାଫେଲ ନାଡାଲ କ୍ୟାରିୟରର ୧୦୦୦ତମ ବିଜୟ ହାସଲ କରିଛନ୍ତି । ପ୍ୟାରିସ ମାଷ୍ଟର୍ସ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ବିଜୟୀ ହେବା ପରେ ସେ ବିଶ୍ୱର ୪ର୍ଥ ଖେଳାଳି ଭାବେ ଏହି ସଫଳତା ହାତେଇଛନ୍ତି । ନାଡାଲ ୭୮୯ ସପ୍ତାହ (ପାଖାପାଖ ୧୫ ବର୍ଷ) ପ୍ରଥମ ୧୦ ଜଣଙ୍କ…

ଷଷ୍ଠ ଥର ଆଇପିଏଲ୍ ଫାଇନାଲରେ ମୁମ୍ୱାଇ ଇଣ୍ଡିଆନ୍ସ

ଦୁବାଇ: ରୋହିତ ବାହିନୀର ରୋମାଞ୍ଚକର ବିଜୟ । ଷଷ୍ଠ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । ପ୍ରଥମ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୭ ରନରେ ହରାଇ ପ୍ରଥମ ଫାଇନାଲିଷ୍ଟ ହୋଇଛି ମୁମ୍ୱାଇ । ଏହି ବିଜୟ ସହ ପଞ୍ଚମ ଥର ଚାମ୍ପିଅନ୍ ଆଇପିଏଲ ଚାମ୍ପିଅନ୍ ହେବାଠାରୁ…

ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୨୦୧ ରନ୍‌ର ଟାର୍ଗେଟ

ଦୁବାଇ: ଯୁବ ଖେଳାଳି ଈଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଚମତ୍କାର ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ପ୍ଲେ ଅଫରେ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ୨୦୧ ରନର ବିଜୟ ଲକ୍ଷ୍ୟ ରଖିଛି । ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ହରାଇ ୨୦୦…

ଆଇପିଏଲ ପ୍ରଥମ କ୍ୱାଲିଫାୟର: ଟସ ଜିତି ପ୍ରଥମେ ବୋଲିଂ କରିବ ଦିଲ୍ଲୀ

ଦୁବାଇ : ଆଇପିଏଲର ଚାପ ଭରା ପ୍ରଥମ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ବୋଲିଂ ନିଷ୍ପତି ନେଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ  ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଫଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବ । ଆଜି…

ଫାଇନାଲ୍ ପାଇଁ ଫାଇଟ୍: IPL ପ୍ରଥମ କ୍ୱାଲିଫାୟାରରେ ଆଜି ମୁମ୍ୱାଇ-ଦିଲ୍ଲୀ ଲଢ଼େଇ

ଦୁବାଇ: ଚୁଡ଼ାନ୍ତ ପର୍ଯ୍ୟୟାରେ ପହଞ୍ଚିଛି ଆଇପିଏଲର ୧୩ତମ ସଂସ୍କରଣ । ଆଜି ଖେଳାଯିବ ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ । ମୁହାଁମୁହାଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ୱାଇ ଇଣ୍ଡିଆନ୍ସ ଓ ରାଇଜିଂ ଟିମ୍ ଦିଲ୍ଲୀ କ୍ୟାପିଟାଲ୍ସ । ଦୁଇ ଦଳ ଭିତରେ ଲଢ଼େଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।…