Latest Odisha News

BREAKING NEWS

Browsing Category

ଖେଳ

IPL ଟାଇଟଲ ଲଢ଼େଇ: ମୁମ୍ୱାଇ ବନାମ ଦିଲ୍ଲୀ ଟକ୍କର

ଦୁବାଇ: କିଏ ଜିତିବ ଆଇପିଏଲ୍ ୧୩ତମ ସଂସ୍କରଣର ଟାଇଟଲ୍ ? ମୁମ୍ୱାଇ ଇଣ୍ଡିଆନ୍ସ ନା ଦିଲ୍ଲୀ କ୍ୟାପିଟାଲ୍ସ ? ଆଜି ଟାଇଟଲ ପାଇଁ ଲଢ଼େଉ । ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଫାଇନାଲ ମୁକାବିଲା ହେବ । ପଞ୍ଚମ ଥର ଚାମ୍ପିଅନ୍ ହେବା ଲକ୍ଷ୍ୟରେ ରହିଛି ମୁମ୍ୱାଇ ଇଣ୍ଡିଆନ୍ସ । ସେପଟେ ପ୍ରଥମ ଥର…

୫ ମାସ ତଳେ ଆଇପିଏଲ ନେଇ ଭବିଷ୍ୟବାଣୀ କରିଥିଲେ, ୬ରୁ ୫ ଠିକ୍….

ଆବୁଧାବି: ଆଇପିଏଲର ଫାଇନାଲ ମ୍ୟାଚ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହା ପରେ ଚାମ୍ପିୟନ କିଏ ହେବ ଜଣାପଡିବ । ତେବେ ବର୍ତମାନ ସୋସିଆଲ ସାଇଟରେ ୪ ମାସ ତଳେ ଫଳାଫଳ ଭବିଷ୍ୟବାଣୀ କରିଥିବା ଜଣେ ବ୍ୟକ୍ତି ଏବେ ଚର୍ଚ୍ଚାରେ । ତାଙ୍କ ଟୁଇଟ ଏବେ…

ପ୍ରଥମ ଟେଷ୍ଟ ପରେ କୋହଲି ସ୍ୱଦେଶ ଫେରିବେ, ରୋହିତ ଅଷ୍ଟ୍ରେଲିଆ ଗସ୍ତରେ ଯିବେ

ମୁମ୍ବାଇ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପରେ ସ୍ୱଦେଶ ଫେରିବେ । ଏହାର କାରଣ ହେଲା ପତ୍ନୀ ଅନୁଷ୍କା ସେ ସମୟରେ ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବେ । କୋହଲି ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ତାଙ୍କ ସହିତ ରହିବେ । ସେହିପରି…

ବିନା ବ୍ୟାଣ୍ଡ, ବାଜା ଓ ବରଯାତ୍ରୀରେ ବିବାହ କରିବେ ରେସଲର ବଜରଙ୍ଗ

ନୂଆଦିଲ୍ଲୀ:ରେସଲର ବଜରଙ୍ଗ ପୁନିଆଙ୍କ ଧୂମଧାମରେ ବିବାହ କରିବା ସ୍ୱପ୍ନ ସାକାର ହୋଇପାରିବ ନାହିଁ । ଭାରତୀୟ ଆଥଲେଟ ଦୁନିଆର ଦୁଇ ମହାରଥୀ ବଜରଙ୍ଗ ଓ ସଙ୍ଗୀତା ଫଗୋଟ କରୋନା କାଳରେ ସାମନ୍ୟ ଢ଼ଙ୍ଗରେ ବିବାହ କରିବା ପାଇଁ ନିଷ୍ପତି ନେଇଛନ୍ତି । ୨୫ ନଭେମ୍ବରରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ…

ଆଇପିଏଲରେ ରୋହିତ ଶର୍ମାଙ୍କୁ ଟପିଲେ ଶିଖର ଧଓ୍ୱନ

ଦୁବାଇ: ପ୍ରଥମ ଥର ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ୱିତୀୟ କ୍ୱାଲିଫାୟାରରେ ହାଇଦ୍ରାବାଦକୁ ହରାଇ ଫାଇନାଲ୍ ଟିକେଟ ହାତେଇଛି ଦିଲ୍ଲୀ । ଏହି ବିଜୟ ପଛରେ ରହିଛି ଶିଖର ଧଓ୍ୱନଙ୍କ ବଡ଼ ଭାଗିଦାରୀ । ଏହି ମ୍ୟାଚରେ ସେ କରିଥିଲେ ୫୦ ବଲରେ ୩୮ ରନ୍ । ରୋହିତଙ୍କୁ…

ଧାୱନ ଧମାକା, ଦିଲ୍ଲୀ ୧୮୯/୩

ଆବୁଧାବି: ଚଳିତ ଆଇପିଏଲରେ ରବିବାର ଖେଳାଯାଉଥିବା ଦ୍ୱିତୀୟ ପ୍ଲେ ଅଫ ମୁକାବିଲାରେ ଶିଖର ଧାୱନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୦ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୩ ଉଇକେଟ ହରାଇ ୧୮୯ ରନ…

ବାଂଲାଦେଶ ଟି୨୦ ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ପଜିଟିଭ

ଢ଼ାକା: ବାଂଲାଦେଶ ଟି୨୦ କ୍ରିକେଟ ଦଳର ଅଧିନାୟକ ମହମ୍ମୁଦାଲ୍ଲାଙ୍କ ଦ୍ୱିତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଫଳରେ ସେ ପାକିସ୍ତାନ ସୁପର ଲିଗରେ ଖେଳିପାରିବେ ନାହିଁ । ମୋଇନ ଅଲୀଙ୍କ ସ୍ଥାନରେ ମୁଲ୍ଲାତାନ ସୁଲ୍ଲତାନ ଟିମରେ ତାଙ୍କୁ ସାମିଲ କରାଯାଇଥିଲା । କୌଣସି କରୋନା ଲକ୍ଷଣ ନ…

ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ ଟିମ୍

ଆବୁଧାବି: ଆଇପିଏଲ୍-୧୩ର ଦ୍ଵିତୀୟ କ୍ୱାଲିଫାୟାରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ଇଜର୍ସ ହାଇଦ୍ରାବାଦ ମୁକାବିଲା ହୋଇଛି ।  ଦିଲ୍ଲୀ ଟିମ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜିର ବିଜେତା ଦଳ ହିଁ ୪ ଥର ବିଜେତା ମୁମ୍ବାଇ ଫାଇନାଲରେ ଭେଟିବ । ହାଇଦ୍ରାବାଦ ଲଗାତାର…

ନମିତା ଟପ୍ପୋ ପାଇବେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର: ଓଡିଆ ହକି ଅଲମ୍ପିଆନ୍ ନମିତା ଟପ୍ପୋ ଚଳିତ ବର୍ଷ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏକଲବ୍ୟ କମିଟି ସଦସ୍ୟ ମାନେ ରବିବାର ଦିନ ସର୍ବସମ୍ମତି କ୍ରମେ ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପାକ୍ଟ ପକ୍ଷରୁ ନମିତା ଟପ୍ପୋଙ୍କୁ ଚୟନ କରାଯାଇଥିଲା ।…

ଆଇଏସଏଲ: ଓଡିଶା ଏଫସିର ନେତୃତ୍ୱ ନେବେ ଷ୍ଟିଭେନ ଟେଲର

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲ (ଆଇଏସଏଲ)ର ଆଗାମୀ ସଂସ୍କରଣରେ ଓଡିଶା ଏଫସିର ନେତୃତ୍ୱ ନେବେ ଷ୍ଟିଭେନ ଟେଲର । ଶନିବାର ଆୟୋଜିତ ଦଳୀୟ ବୈଠକରେ ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଏ ନେଇ ସୂଚନା ଦେଇଛନ୍ତ । ନିଉ କ୍ୟାସଲ ୟୁନାଇଟେଡର ପୂର୍ବତନ ଡିଫେଣ୍ଡରଙ୍କ ଅଭିଜ୍ଞତା ଦଳକୁ ଫାଇଦାରେ…