Latest Odisha News

BREAKING NEWS

Browsing Category

ଖେଳ

ରୋହିତଙ୍କ ଆକର୍ଷଣୀୟ ଶତକ: ଭାରତ ୩୦୦/୬

ଚେନ୍ନାଇ: ରୋହିତ ଶର୍ମାଙ୍କ ଆକର୍ଷଣୀୟ ଶତକ ସହାୟତାରେ ଭାରତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୬ ଉଇକେଟ ହରାଇ ୩୦୦ ରନ ସଂଗ୍ରହ କରିଛି । ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ । ତେବେ ରୋହିତ ୧୬୧ ଓ ଅଜିଙ୍କ୍ୟ ରାହାନେଙ୍କ…

ଖେଳାଳିମାନେ ଲୟକୁ ଫେରିଛନ୍ତି: କୋଚ ପେୟଟନ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ ଫୁଟବଲରେ କେରଳ ବ୍ଲାଷ୍ଟର୍ସ ବିପକ୍ଷ ମ୍ୟାଚ ଓଡିଶା ଏଫସି ଡ୍ର ରଖିବା ଫଳରେ ଖେଳାଳିମାନଙ୍କ ମନୋବଳ ବଢ଼ିଛି । କ୍ରମାଗତ ପରାଜୟ ପରେ ଏଥର ଖେଳାଳିମାନେ ଲୟକୁ ଫେରିଛନ୍ତି ବୋଲି କୋଚ ଗେରୀ ପେୟଟନ କହିଛନ୍ତି । ଓଡିଶା ତାର ପରବର୍ତୀ ମ୍ୟାଚରେ ନର୍ଥଇଷ୍ଟ…

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟସ୍ ଜିତି ବ୍ୟାଟିଂ କରୁଛି ଟିମ୍ ଇଣ୍ଡିଆ, ଦଳରେ ତିନିଟି ପରିବର୍ତ୍ତନ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଆଜି ଖେଳାଯାଉଛି ଦ୍ୱିତୀୟ ଟେଷ୍ଟ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍ ବିରାଟ କୋହଲି । ଖାତା ଖୋଲିଆ ପୂର୍ବରୁ ପାଭିଲନ୍ ଫେରିଛନ୍ତି ଓପନର ଶୁଭମନ୍ ଗିଲ୍ । ତାଙ୍କ ଆଉଟ୍ କରି ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଛନ୍ତି ଓଲି…

ଦ୍ୱିତୀୟ ଚେଷ୍ଟାରେ ଫିଟନେସ ଟେଷ୍ଟ ପାସ୍ କଲେ ଜୟଦେବ, ଈଶାନ ଓ ସିଦ୍ଧାର୍ଥ

ମୁମ୍ବାଇ: ବିସିସିଆଇ ଫିଟନେସ ଟେଷ୍ଟରେ ବିଫଳ ହୋଇଥିବା ୬ଜଣ ଖେଳାଳିଙ୍କ ମଧ୍ୟ ଶୁକ୍ରବାର ୩ଜଣ ସେମାନଙ୍କ ଦ୍ୱିତୀୟ ଚେଷ୍ଟାରେ ସଫଳ ହୋଇଛନ୍ତି । ଏହି ଖେଳାଳିମାନେ ହେଲେ ଜୟଦେବ ଉନାଡକଟ, ଈଶାନ କିଶାନ ଓ ସିଦ୍ଧାର୍ଥ କୌଲ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟରେ ସଞ୍ଜୁ ସାମସନ, ଈଶାନ…

ବିସିସିଆଇର ନୂଆ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଫିଟନେସ ଟେଷ୍ଟରେ ୬ଯୁବ ଖେଳାଳି ବିଫଳ ହୋଇଛନ୍ତି । ଖେଳାଳିମାନଙ୍କୁ ୮.୩୦ ମିନିଟରେ ୨କିଲୋମିଟର ଦୌଡିବାକୁ କୁହାଯାଇଥିଲା । ଏହାର ନାମ ୟୋ ୟୋ ଟେଷ୍ଟ ରଖାଯାଇଛି । ଖେଳାଳିମାନେ ଏନସିଏରେ ଏହି ଟେଷ୍ଟ ଦେଇଥିଲେ । ସଞ୍ଜୁ ସାମସନ, ଈଶାନ…

ନାଗେଶ ଟ୍ରଫି କ୍ରିକେଟ: ଓଡିଶାର ବିଜୟଧାରା ଜାରି, ହରିୟାଣାକୁ ହରାଇଲା

ଭୁବନେଶ୍ୱର:ବେଙ୍ଗାଲୁରରେ ଖେଳାଯାଉଥିବା ନାଗେଶ ଟ୍ରଫି (ଜାତୀୟ ଟି୨୦ ଦୃଷ୍ଟି ବାଧିକ କ୍ରିକେଟ)ରେ ଓଡିଶାର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଓଡିଶା ୪୭ ରନରେ ହରିୟାଣାକୁ ପରାସ୍ତ କରି ବିଜୟ ଧାରା ଜାରି ରଖିଛି । ଏ ଗ୍ରୁପରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିବା ଓଡିଶା…

ଆଇପିଏଲ ନିଲାମ ପାଇଁ ଶର୍ଟଲିଷ୍ଟ ଜାରି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୪ତମ ସିଜନ ପାଇଁ ଖେଳାଳିଙ୍କ ମିନ ଅକ୍ସନ ୧୮ ଫେବୃୟାରୀରେ ହେବ । ଏଥିପାଇଁ ୧୬୪ ଭାରତୀୟ ଓ ୧୨୮ ବିଦେଶୀ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୧. ଆଫଗାନିସ୍ତାନର ସ୍ପିନ ବୋଲର ନୂର ଅହମ୍ମଦ ସବୁଠାରୁ ଯୁବ ଖେଳାଳି(୧୬ବର୍ଷ) ଭାବେ ନିଲାମ ପ୍ରକ୍ରିୟାରେ…

ନାଗେଶ ଟ୍ରଫି: ଦିଲ୍ଲୀକୁ ହରାଇ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର : ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଦୃଷ୍ଟିହୀନ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କ୍ବାର୍ଟର ଫାଇନାଲରେ ଓଡ଼ିଶା । ଗୁରୁବାର ଓଡ଼ିଶା ତା’ର ଚତୁର୍ଥ ଲିଗ୍ ମ୍ୟାଚରେ ଦିଲ୍ଲୀକୁ ୧୦ ୱିକେଟରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି । ବେଙ୍ଗାଲୁରୁର ନିର୍ମାଣ-୧…

ପୁଅ ସହ ସୁଇମିଂ ପୁଲରେ ମଜା ଉଠାଇଲେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନାକୋଭିଚ ବୁଧବାର ପୁଅ ଅଗସ୍ତ୍ୟ ସହ ପ୍ରଥମ ଥର ପାଇଁ ସୁଇମିଂ ପୁଲରେ ମଜା ଉଠାଇଛନ୍ତି । ଏହାର ଫଟୋ ହାର୍ଦ୍ଦିକ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ଦି କୁଲ ଫର ଦି ପୁଲ୍ । ଏହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ନତାଶା…

ବିଜୟ ହଜାରେ ଟ୍ରଫି ପାଇଁ ୨୨ଜଣିଆ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ବାଙ୍ଗାଲୋରରେ ୨୦ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ପାଇଁ ବୁଧବାର ୨୨ ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି । ଦଳର ନେତୃତ୍ୱ ଶାନ୍ତନୁ ମିଶ୍ର ନେବେ । ଚୟନ କମିଟି ମୂଖ୍ୟ ପ୍ରଭଞ୍ଜନ ମଲ୍ଲିକଙ୍କ ଉପସ୍ଥିତିରେ ଏହି ଦଳ ବଛା ଯାଇଥିଲା । ଖେଳାଳିଙ୍କ ନାମ:…