Latest Odisha News

BREAKING NEWS

Browsing Category

ଖେଳ

ଆଇଏସଏଲ: ଓଡିଶା-ନର୍ଥଇଷ୍ଟ ମ୍ୟାଚ ଡ୍ର

ଭୁବନେଶ୍ୱର: ଗୋଆର ବାମ୍ବୋଲିମ୍‌ଠାରେ ଅନୁଷ୍ଠିତ ଇଣ୍ଡିଆନ ସୁୁପର ଲିଗ ଫୁଟବର ମଙ୍ଗଳବାର ଓଡିଶା ଏଫସି ଓ ନର୍ଥଇଷ୍ଟ ୟୁନାଇଟେଡ ମ୍ୟାଚ ୨-୨ ଗୋଲରେ ସମାପ୍ତ ହୋଇଛି । ଓଡିଶା ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ପୁନର୍ବାର ବିଜୟ ସ୍ୱାଦ ଚାଖିବାରେ ବିଫଳ ହୋଇଛନ୍ତି । ୬୭ତମ ମିନିଟ ପରଠାରୁ ଉଭୟ ଦଳ…

କୋହଲିଙ୍କ ଅଷ୍ଟ୍ରେଲିଆ ଗସ୍ତ ଶେଷ, ନିରାଶ ସାଥୀ ଖେଳାଳିଙ୍କ ମନୋବଳ ବଢ଼ାଇ ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚଳିତ ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଛି । ତାଙ୍କ ପତ୍ନୀ ଅନୁଷ୍ମା ଶର୍ମା ମାଆ ହେବାକୁ ଯାଉଥିବାରୁ ସେ ତାଙ୍କ ସହିତ ରହିବା ପାଇଁ ଗସ୍ତ ଅଧାରୁ ସ୍ୱଦେଶ ଫେରିଛନ୍ତି । ପୂର୍ବରୁ ସେ ପ୍ୟାଟରନିଟୀ ଲିଭ୍ ପାଇଁ ଅନୁରୋଧ କରିଥିଲେ ।…

ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ବାସନ୍ଦ ହେଲେ ମାର୍କସ

ବର୍ଲିନ: ପଡିଆରେ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ବୋରୁସିଆ ମୋନସେନଗ୍ଲାବାଖରର ଫୁଟବଲ ଖେଳାଳିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କରୋନା କାଳରେ ମାର୍କସ ଥୁରମ ସାଥୀ ଖେଳାଳିଙ୍କ ଉପରକୁ ଛେପ ପକାଇ ୫ଟି ମ୍ୟାଚରୁ ବାସନ୍ଦ ହେବା ସହ ୫୦ ହଜାର ଡଲାର ଜରିମାନା ଦଣ୍ଡରେ ଦଣ୍ଡିତ ହୋଇଛନ୍ତି…

ଆଇଏସଏଲ: ବିଜୟ ସନ୍ଧାନରେ ଓଡିଶା ଏଫସି

ଭୁବନେଶ୍ୱର: ଚଳିତ ଆଇଏସଏଲ ଫୁଟବଲରେ ଓଡିଶା ଏଫସିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୬ଟି ମ୍ୟାଚ ଖେଳି ଓଡିଶା କେବଳ ଗୋଟିଏ ଡ୍ର ରଖିପାରିଥିବା ବେଳେ ବାକିତକ ମ୍ୟାଚ ହାରିଛି । ମଙ୍ଗଳବାର ସନ୍ଧ୍ୟା ୭ଟା୩୦ରେ ଓଡିଶା ଅପେକ୍ଷାକୃତ ଭଲ ପ୍ରଦର୍ଶନ କରୁଥିବା ନର୍ଥଇଷ୍ଟ ୟୁନାଇଟେଡକୁ ଭେଟିବେ । ଏହି…

୯୨ ବର୍ଷ ପରେ ନିଲାମ ହେଲା ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ କ୍ୟାପ

ସିଡନୀ:ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ସାର ଡୋନାଲ୍ଡ ବ୍ରାଡମ୍ୟାନଙ୍କ ପଦାର୍ପଣ ଟେଷ୍ଟ ମ୍ୟାଚ କ୍ୟାପ ମଙ୍ଗଳବାର ୯୨ ବର୍ଷ ପରେ ନିଲାମ ହୋଇଛି । ବିଜନେସମ୍ୟାନ ଓ ରୋଡ ମାଇକ୍ରୋ ଫୋନ୍ସର ଫାଉଣ୍ଡର ପିଟର ଫ୍ରିଡମ୍ୟାନ ଏହି କ୍ୟାପକୁ ୨.୫୧ କୋଟି ଟଙ୍କା ନିଲାମରେ ଆଣିଥିଲେ । ୧୯୨୮ରେ…

ଆବୁଧାବି ଟି୧୦ କ୍ରିକେଟ: ଗେଲ୍‌, ବ୍ରାଭୋ ଓ ଆଫ୍ରିଦୀଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଦେଖିବେ ପ୍ରଶଂସକ

ଆବୁଧାବି:ଆବୁଧାବି ଟି୧୦ ଲିଗର ୪ର୍ଥ ସଂସ୍କରଣ ଜାନୁୟାରୀ ୨୮ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥର ବିଶ୍ୱ କ୍ରିକେଟର ୩ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍‌, ଡ୍ୱେନ ବ୍ରାଭୋ ଓ ପାକିସ୍ତାନର ଶାହୀଦ ଆଫ୍ରିଦୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି ।…

୨୦୨୧ ଆଇପିଏଲରେ ନୂତନ ଟିମ ସାମିଲ ହେବେନି : ରିପୋର୍ଟ

ମୁମ୍ବାଇ: ୨୦୨୧ ଆଇପିଏଲରେ ଅଧିକ ଟିମ୍ ଖେଳିବା ସମ୍ଭାବନା କ୍ଷୀଣ ହୋଇଛି । ଏଥିନେଇ ରିପୋର୍ଟ ପ୍ରକାଶ ପାଇଥିଲେ ମଧ୍ୟ ବିସିସିଆଇ ପକ୍ଷରୁ ବିଧିବଦ୍ଧ କୌଣସି ଘୋଷଣା କରାଯାଇ ନାହିଁ । ପୂର୍ବରୁ ୨ଟି ନୂଆ ଟିମ୍ ସାମିଲ ହେବା ନେଇ ବିସିସିଆଇ ଘୋଷଣା କରିଥିଲା । ରିପୋର୍ଟ ମୁତାବକ ୨୦୨୧ ଆଇପିଏଲ…

ରୋନାଲ୍ଡୋ ହାସଲ କଲେ ଗୋଲ୍ଡେନ ଫୁଟ ପୁରସ୍କାର

ମୋନାକୋ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ସୋମବାର ସମ୍ମାନଜନକ ଗୋଲ୍ଡେନ ଫୁଟ ପୁରସ୍କାର-୨୦୨୦ର ଅଧିକାରୀ ହୋଇଛନ୍ତି । ୟୁଇଏଫଏରେ ଚମତ୍କାର ପ୍ରଦର୍ଶନ କରି ଜୁଭେଂଟସ ଦଳକୁ ରୋନାଲ୍ଡୋ ଶୀର୍ଷରେ ପହଂଚାଇଥିଲେ । ଓଭରାଲ ୧୮ତମ ଖେଳାଳି ଭାବେ ସେ ଏହି ପୁରସ୍କାର ପାଇଛନ୍ତି…

୧୦ ମାସ ପରେ ସାଇନା, ସିନ୍ଧୁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପିଭି ସିନ୍ଧୁ ୧୦ ମାସ ପରେ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଉଛି । ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ସୋମବାର ବ୍ୟାଙ୍କକରେ ଜାନୁୟାରୀଠାରେ ଆରମ୍ଭ ହେବାକୁ ଯାଉଥିବା ୩ଟି ଟୁର୍ଣ୍ଣାମେଂଟ ପାଇଁ ଖେଳାଳି ଚୟନ କରିଛି…

‘ଖେଲୋ ଇଣ୍ଡିଆ-୨୦୨୧’ରେ ସାମିଲ୍‌ ହେଲା ଏହି ଚାରୋଟି ସ୍ୱଦେଶୀ କ୍ରୀଡ଼ା

ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ଭାରତରେ ସ୍ୱଦେଶୀ କ୍ରୀଡ଼ାର ଏକ ସମୃଦ୍ଧ ଐତିହ୍ୟ ରହିଛି ଏବଂ ଏହି କ୍ରୀଡ଼ା ସଂରକ୍ଷଣ, ପ୍ରୋତ୍ସାହନ ତଥା ଲୋକପ୍ରିୟ କରିବା କ୍ରୀଡ଼ା ମନ୍ତ୍ରଣାଳୟର ପ୍ରାଥମିକତା। ଯେଉଁଥିପାଇଁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୧ ରେ…