Latest Odisha News

BREAKING NEWS

Browsing Category

ଖେଳ

ମାନସିକ ପୂରଣ ହେଲା, ଚୁଟି କାଟିଲେ ନଟରଜନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଦଳର ଐତିହାସିକ ସଫଳତା ପରେ ଦଳର ପେସ ବୋଲର ତ୍ୟାଗୀ ନଟରାଜନ ତାଙ୍କ ମାନସିକ ପୂରଣ ହୋଇଥିବା କହିଛନ୍ତି । ଭଗବାନ ମୁରଗାନଙ୍କ ମନ୍ଦିରରେ ସେ ସମ୍ପୂର୍ଣ୍ଣ ଭାବେ ଲଣ୍ଡା ହେବା ସହ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ନିଜ ଫଟୋ ଶେୟାର…

ଅକାମୀ ହାତ ବଳରେ ସାକ୍ଷୀଙ୍କୁ ହରାଇ ସୋନମ ହେଲେ ଜାତୀୟ ରେସଲିଂ ଚାମ୍ପିୟନ

ଚଣ୍ଡୀଗଡ: ଜାତୀୟ ରେସଲିଂ ଚାମ୍ପିୟନଶିପରେ ହରିୟାଣାର ୧୮ ବର୍ଷୀୟା ସୋନମ ମଲିକ ନୂତନ ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ସେ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକଙ୍କୁ ପରାସ୍ତ କରିଥିଲେ । ଯେଉଁ ପାରାଲାଇଜଡ ହାତ ଯୋଗୁ ସେ ରେସଲିଂ ଛାଡିବେ ବୋଲି ଚିନ୍ତା କରୁଥିଲେ ସେଥିଯୋଗୁ ସେ ଏହି…

ମେସିଙ୍କ ସହ ୫୫୫ ମିଲିୟନ ୟୁରୋ ଚୁକ୍ତି କରିଛି ବାର୍ସିଲୋନା !

ବାର୍ସିଲୋନା : ମହାନ ଫୁଟବଲ ଖେଳାଳି ଲିଓନେଲ ମେସିଙ୍କ ସହ ବାର୍ସିଲୋନା ୫୫୫ ମିଲିୟନ ୟୁରୋର ଚୁକ୍ତି କରିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । କ୍ଲବ କିମ୍ବା ମେସିଙ୍କ ପକ୍ଷରୁ ଏ ନେଇ କିଛି କୁହାଯାଇ ନାହିଁ । ସ୍ପେନିଶ ନ୍ୟୁଜପେପର ଇଲ ମୁଣ୍ଡୋ ପକ୍ଷରୁ ଏହି ଖବର ପ୍ରଥମେ ପ୍ରକାଶ ପାଇଥିଲା ।…

ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗର ଆଜି ଉଦଯାପନ

ଭୁବନେଶ୍ୱର : କିଟ ସ୍ପୋର୍ଟ୍ସ ଗ୍ରାଉଣ୍ଡଠାରେ ଚାଲିଥିବା 'ଓଡ଼ିଆ ମେଗା ସିରିଏଲ କ୍ରିକେଟ ଲିଗ' ଆଜି ଉଦଯାପନ ହେବ । ଆଜି ବିଜୟୀ ୮ଟି ଟିମ କ୍ୱାର୍ଟର ଫାଇନାଲ, ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଖେଳିବେ । ଉଦଯାପନୀ ଉତ୍ସବରେ କ୍ରିକେଟର ଶିବସୁନ୍ଦର ଦାସ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ,…

ଜୟ ଶାହ ହେଲେ ଏସିଆନ୍ କ୍ରିକେଟ କାଉନସିଲ ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିସିସିଆଇ ସମ୍ପାଦକ ଜୟ ଶାହଙ୍କୁ ଶନିବାର ଆଉ ଏକ ଗୁରୁଦାୟିତ୍ୱ ମିଳିଛି । ସର୍ବ ସମ୍ମତି କ୍ରମେ ତାଙ୍କୁ ଏସିଆନ୍ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ବାଂଲାଦେଶର ନାଜମୁଲ ହାସନଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । କରୋନା ମହାମାରୀ ଯୋଗୁ ୨୦୨୦ରେ…

ଟିଏମସିର ୪ ବିଧାୟକ ଆଜି ବିଜେପିରେ ମିଶିବେ !

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନକୁ ଜିତିବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ ଜାରି ରଖିଛି । ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ମମତା ବାନାର୍ଜୀଙ୍କ ଶକ୍ତ ଧକ୍କା ଦେବା ସହ ଟିଏମସିରୁ ଜଣକ ପରେ ଜଣେ ନେତା ଦଳ ଛାଡିବାରେ ଲାଗିଛନ୍ତି । ରିପୋର୍ଟ ମୁତାବକ ୪ ଜଣ ବିଧାୟକ ଆଜି ଦିଲ୍ଲୀରେ…

କୋହଲିଙ୍କଠାରୁ ଉପହାର ପାଇଁ ୱାର୍ଣ୍ଣରଙ୍କ ଝିଅ ଇଣ୍ଡି ବେଶ୍ ଖୁସି

ନୂଆଦିଲ୍ଲୀ:ଅଷ୍ଟ୍ରେଲିଆର ଉପ ଅଧିନାୟକ ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ସହ ସୋସିଆଲ ସାଇଟରେ ମଜାଦାର କାର୍ଯ୍ୟ ନେଇ ମଧ୍ୟ ବେଶ୍ ଲୋକପ୍ରିୟ । ଏବେ ସେ ନିଜ ଝିଅ ଇଣ୍ଡିରେ ଏପରି ଏକ ଫଟୋ ଛାଡିଛନ୍ତି ଯାହା କି ଭାଇରାଲ ହେବାରେ ଲାଗିଛି । ଇଣ୍ଡି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ…

୮୭ ବର୍ଷରେ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି କ୍ରିକେଟ ଆୟୋଜକ ହେବନି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ସୟେଦ ମୁସ୍ତାକ ଅଲୀ ଟ୍ରଫି ସଫଳତାର ସହ ଆୟୋଜନ କରିବା ପରେ ଅନ୍ୟ ଘରୋଇ ଟୁର୍ଣ୍ଣାମେଂଟ ଆଶା ସଂଚାର ହୋଇଛି । ତେବେ ବିସିସିଆଇ ସମୟର ଅଭାବରୁ ରଣଜୀ ଟ୍ରଫି ବଦଳରେ ବିଜୟ ହଜାରେ ଟ୍ରଫି କରିବା ପାଇଁ ନିଷ୍ପତି ନେଇଛି । ଫଳରେ ୮୭ ବର୍ଷ ପରେ ପ୍ରଥମ…

ଅଷ୍ଟ୍ରେଲିଆନ ଓପନ : ଦିନକରେ ୩୦,୦୦୦ ଦର୍ଶକଙ୍କୁ ଅନୁମତି

ମେଲବୋର୍ଣ୍ଣ: କରୋନା ମହାମରୀ ପରେ ଧିରେ ଧିରେ ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ଫେବୃୟାରୀ ୮ରୁ ଆରମ୍ଭ ହେବାକୁ ଯାଉଥିବା ଅଷ୍ଟ୍ରେଲିଆନ ଓପନ ଟେନିସ ଟୁର୍ଣ୍ଣାମେଂଟ ପାଇଁ ସ୍ଥାନୀୟ ସରକାର କୋହଳ ମନୋଭାବ ଆପଣାଇଛନ୍ତି । ଅଷ୍ଟ୍ରେଲିଆନ ଓପନରେ ଦିନକୁ ୩୦,୦୦୦ ଦର୍ଶକ ଏଥର ମ୍ୟାଚ ଉପଭୋଗ…

ଆଇପିଏଲ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ

ମୁମ୍ବାଇ : ଆଇପିଏଲର ମୁଖ୍ୟ ପ୍ରାୟୋଜକ ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ କରିବ ବିସିସିଆଇ । ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ଏବେ କେହି ଟାଇଟଲ ସ୍ପନସର ବା ମୁଖ୍ୟ ପ୍ରାୟୋଜକ ନାହାନ୍ତି । ତେଣୁ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ । ଗତବର୍ଷ ଚୀନ ସହ ଭାରତର…