Latest Odisha News

BREAKING NEWS

Browsing Category

ଖେଳ

ଚଳିତ ବର୍ଷ ଟି୨୦ ବିଶ୍ୱକପ ଆଶା ମଉଳିଲା

ମୁମ୍ବାଇ: ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ଆଇସିସି ଟି୨୦ ବିଶ୍ୱକପ ଆଶା ଏକପ୍ରକାର ମଉଳି ଯାଇଛି କହିଲେ ଭୁଲ ହେବ ନାହିଁ । କରୋନା ଭାଇରସ ଯୋଗୁ ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବା ସମ୍ଭବପର ନୁହେଁ । ଆଇସିସି ସ୍ପଷ୍ଟ ଭାବେ ଏହା କହି ନ ଥିଲେ ମଧ୍ୟ କେତେକ ଅଧିକାରୀ ନିଜ ନାମ…

ଟେନିସ କିମ୍ବଦନ୍ତୀ କୁପରଙ୍କ ପରଲୋକ

ସିଡନୀ:ଅଷ୍ଟ୍ରେଲୀୟ ଟେନିସ କିମ୍ବଦନ୍ତୀ ଆଶଲେ କୁପରଙ୍କ ୮୩ ବର୍ଷରେ ପରଲୋକ ହୋଇଯାଇଛି । ୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା କୁପର ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ୧୯୫୯ରେ ସେ ଟେନିସକୁ ଅଲବିଦା କହିଥିଲେ । ୧୯୫୮ରେ ଅଷ୍ଟ୍ରେଲିଆନ୍‌, ୱିମ୍ବେଲଡନ ଓ ୟୁଏସ ଓପନ ଟାଇଟଲ ହାସଲ କରିଥିଲେ ।…

କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ବାସନ୍ଦ

ପ୍ୟାରିସ: କଲମ୍ବିଆର ଷ୍ଟାର ସାଇକ୍ଲିଷ୍ଟ ପାଟୋଂନା ଡୋପିଂ କଳଙ୍କରେ ଛନ୍ଦି ହୋଇ ପଡିଛନ୍ତି । ଏଥିଯୋଗୁ ସେ ୪ ବର୍ଷ ବାସନ୍ଦ ଦଣ୍ଡାଦେଶର ସମ୍ମୁଖୀନ ହୋଇଛନ୍ତି । ଗତ ବର୍ଷ ହୋଇଥିବା ଡୋପ ଟେଷ୍ଟରେ ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ୨୦୧୬ ଟୁର ଡି ଫ୍ରାନ୍ସର ଏକ ଷ୍ଟେଜରେ…

ଭାରତ-ଦକ୍ଷିଣଆଫ୍ରିକା ଟି୨୦ ସିରିଜ ଅଗଷ୍ଟ ଶେଷ ଭାଗରେ ହୋଇପାରେ !

ନୂଆଦିଲ୍ଲୀ: କରୋନା ମହାମାରୀ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଲେ ଅଗଷ୍ଟ ଶେଷ ଆଡକୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯାଇପାରେ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଏହି ସିରିଜ ପାଇଁ ପ୍ରସ୍ତାବ ଦେଇଥିବାରୁ ଦକ୍ଷିଣ ଆଫ୍ରିକା ବୋର୍ଡ ଏ ନେଇ ଆଗ୍ରହୀ ଅଛି ।…

ଜୁନ ୨୫ରେ ଫିଫା ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ

ଜୁରିକ୍‌: ଆସନ୍ତା ମାସ ୨୫ରେ ଅନ୍ତର୍ଜାତୀୟ ଫୁଟବଲ ଫେଡେରେଶନ ୨୦୨୩ ମହିଳା ବିଶ୍ୱକପ ଆୟୋଜକ ଦେଶ ଚୟନ କରିବ । ଏଥର ବିଶ୍ୱକପ ଆୟୋଜନ କରିବା ଦୌଡରେ ବ୍ରାଜିଲ, ଜାପାନ, କଲମ୍ବିଆ, ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଦେଶ ରହିଛନ୍ତି । ଫିଫା କାଉନସିଲର ୩୭ ସଦସ୍ୟ ମତଦାନ ମାଧ୍ୟମରେ ଅୟୋଜକ ବାଛିବେ ।…

‘ଆଇସିସିର ନେତୃତ୍ୱ ନେବା ଦକ୍ଷତା ଗାଙ୍ଗୁଲିଙ୍କର ରହିଛି’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବାର ଦକ୍ଷତା ସୌରଭ ଗାଙ୍ଗୁଲିଙ୍କର ରହିଛି ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ ଗାୱାର କହିଛନ୍ତି । ବିସିସିଆଇ ଅଧ୍ୟକ୍ଷ ଭାବେ ସେ ତାଙ୍କ କାର୍ଯ୍ୟ ସୁଚାରୂରୂପେ ତୁଲାଇ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି ।…

ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଅଞ୍ଜୁମଙ୍କ ନାମ ସୁପାରିଶ କଲା ଏନଆରଏଆଇ

ନୂଆଦିଲ୍ଲୀ:ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନଆରଏଆଇ) ମହିଳା ଶୁଟର ଅଞ୍ଜୁମ ମୋଦଗିଲଙ୍କ ନାମ ସୁପାରିଶ କରିଛି । ୨୬ ବର୍ଷୀୟ ଅଞ୍ଜୁମ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ । ୧୦ ମିଟର ଏୟାର ରାଇଫଲ ଇଭେଂଟରେ ପାନୱାର…

ଫିଟନେସ,ଅର୍ଥ ପାଇଁ ଫୁଡ ଡେଲିଭରି ବୟ କାମ କଲେ ଅଲିମ୍ପିକ ପଦକ ବିଜେତା

ଟୋକିଓ: କରୋନା ଭାଇରସ ଯୋଗୁ ଟୋକିଓ ଅଲିମ୍ପିକ୍ସ ଏକ ବର୍ଷ ପାଇଁ ଘୁଚାଂଇ ଦିଆଯାଇଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଅସୀଚାଳକ ରେୟୋ ମିୟାକି ଫିଟନେସ ଓ ଅର୍ଥ ରୋଜଗାର ପାଇଁ ଫୁଡ ଡେଲିଭରି ବୟ କାର୍ଯ୍ୟ କରୁଛନ୍ତି । ଶୁଣିଲେ ବିଶ୍ୱାସ ଲାଗୁ ନ ଥିଲେ ମଧ୍ୟ ଏହା ସତ୍ୟ ।…

ଆଇସିସି ମହିଳା ବିଶ୍ୱକପ,ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ

ଦୁବାଇ: ଆଇସିସି ମହିଳା ବିଶ୍ୱକପ ଓ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାକୁ ସ୍ଥଗିତ ରଖାଯାଇଛି  । କୋଭିଡ-୧୯ ମହାମାରୀ ପାଇଁ  ୨୦୨୧ ମହିଳା ବିଶ୍ୱକପ୍ ଓ ୨୦୨୨ ପୁରୁଷ ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଯୋଗ୍ୟାତା ପର୍ଯ୍ୟାୟ ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି । ଆସନ୍ତା…

ରିଙ୍ଗକୁ ଫେରିବେ ମାଇକ ଟାଇସନ

ନୂଆଦିଲ୍ଲୀ: ବକ୍ସିଂ ଦୁନିଆର ବେତାଜ ବାଦଶାହା ଭାବେ ପରିଗଣିତ ମାଇକ ଟାଇସନ ୧୫ ବର୍ଷ ପରେ ରିଙ୍ଗକୁ ଫେରୁଛନ୍ତି । ୮୦ ଦଶକରେ ବକ୍ସିଂ ଦୁନିଆରେ ରାଜୁତି କରୁଥିବା ଟାଇସନ ଏଥିର କିନ୍ତୁ ଚ୍ୟାରିଟି ସଂସ୍ଥା ପାଇଁ ଅର୍ଥ ଯୋଗାଡ କରିବା ଉଦ୍ଦେଶ୍ୟରେ ରିଙ୍ଗକୁ ଫେରିବେ । ଏ ନେଇ ଟାଇସନ ସୋସିଆଲ…