Latest Odisha News

BREAKING NEWS

Browsing Category

ଖେଳ

ଅବସର ନେଇ ପିଭି ସିନ୍ଧୁଙ୍କ ଟୁଇଟ, କଭି ହାଁ କଭି ନାଁ

ମାଡ୍ରାସ: ସୋମବାର ଭାରତର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ତାଙ୍କ ପ୍ରଶଂସକଙ୍କୁ ବଡ ଝଟକା ଦେଇଥିଲେ । ପରେ ଅବଶ୍ୟ ସବୁ କିଛି ଠିକ୍ ହୋଇଯାଇଥିଲା । ଆସନ୍ତୁ ଜାଣିବା ଘଟଣା କଣ ? ଅଲିମ୍ପିଆନ୍ ପିଭି ସିନ୍ଧୁ ସୋମବାର ସକାଳେ ଟୁଇଟ କରିଥିଲେ ଆଇ ରିଟାୟର । ବାସ୍ ପ୍ରଶଂସକମାନେ ନିରାଶ ହେବା ସହ…

ମୋର୍ଗାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ରାଜସ୍ଥାନ ସମ୍ମୁଖରେ ୧୯୨ ରନର ବିଜୟ ଲକ୍ଷ୍ୟ ରଖିଲା କୋଲକାତା

ଚଳିତ ଆଇପିଏଲରେ ରବିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଇଅନ ମୋର୍ଗାନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ କୋଲକାତା ନାଇଟ ରାଇଡର୍ସ ୧୯୨ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ମୋର୍ଗାନ ୩୫ ବଲରୁ ୫ ଚୌକା ଓ ୬ଛକା ସହାୟତାରେ ୬୮ ରନ କରି ଅପରାଜିତ ରହିଥିଲେ । ଆନେ୍ଦ୍ର…

ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରିଙ୍ଗ୍ କରିବାର ବିଶ୍ବ ରେକର୍ଡ କଲେ ଅଲିମ୍ ଦର

ନୂଆଦିଲ୍ଲୀ:ପାକିସ୍ତାନୀ ଅମ୍ପାୟର ଅଲିମ ଦର ସର୍ବାଧକ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅମ୍ପାୟରିଙ୍ଗ୍ କରିବାର ବିଶ୍ବ ରେକର୍ଡ ନିଜ ନାମରେ କରିଛନ୍ତି । ୫୨ ବର୍ଷୀୟ ଦର ୨୧୦ଟି ମ୍ୟାଚର ଅମ୍ପାୟର କାର‌୍ୟ୍ୟ ତୁଲାଇଛନ୍ତି । ତାଙ୍କ ପଛକୂୁ ଦ୍ବିତୀୟ ସ୍ଥାନରେ ରୁଡି କର୍ଟଜନ ଅଛନ୍ତି । ଯିଏକି…

ପ୍ଲେ ଅଫ ରେସରୁ ବାଦ୍ ପଡିଲା ପଞ୍ଜାବ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍ ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ଲେଅଫକୁ ଯାଇପାରି ନାହିଁ । ତେବେ ରବିବାର ଚେନ୍ନାଇ ୯ ଉଇକେଟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ହରାଇ ଦେଇଛି । ଫଳରେ ପଞ୍ଜାବ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି । ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍ ଟସ୍ ଜିଣି…

[ଭିଡିଓ] ଦ୍ୱନ୍ଦ ଦୂର କଲେ ଧୋନୀ, ଜାରି ରହିବ ଖେଳ !

ଦୁବାଇ: ଚଳିତ ବର୍ଷ ଆଇପିଏଲ୍‌ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଓ ଝଡ ଉଠିଛି । ଖରାପ ଫର୍ମ, ଲଗାତାର ମ୍ୟାଚରେ ପରାଜୟ, ଦଳରେ ଯୁବ ଖେଳାଳିଙ୍କ ଅଭାବ, ବରିଷ୍ଠ ଖେଳାଳି ମ୍ୟାଚ ଜିତିଇବାରେ ଅସଫଳ ଓ ଶେଷରେ ପ୍ଲେ-ଅଫ୍‌ରୁ ବାଦ୍…

ଶେଫିଲ୍ଡ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପୁକୋଭସ୍କି-ମାର୍କସ୍ ହାରିସ୍

ସିଡନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛି । ସାଉଥ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପ୍ନର ୱିଲ୍ ପୁକୋଭସ୍କି ଓ ମାର୍କସ୍ ହାରିସ୍ ନୂତନ କୀର୍ତିମାନ କରିଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ…

ଆଇପିଏଲରେ କୋହଲିଙ୍କୁ ରେକର୍ଡ ଥର ଆଉଟ କଲେ ସନ୍ଦୀପ

ଶାରଜା:ଇଣ୍ଡିଆନ ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଅଧିନାୟକ ବିରାଟ କୋହଲିଙ୍କୁ ରେକର୍ଡ ଥର ଆଉଟ କରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ସନ୍ଦୀପ ଶର୍ମା । ସେ କୋହଲିଙ୍କୁ ୭ଥର ଆଉଟ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଜାହୀର ଖାଁ ମଧ୍ୟ ୭ଥର ମହେନ୍ଦ୍ର ସିଂ ଧୋନୀଙ୍କୁ ଏହି…

ବିଶ୍ୱର ୨ ନମ୍ବର ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ

ବୁଚାରେଷ୍ଟ: ବିଶ୍ୱର ୨ ନମ୍ବର ମହିଳା ଟେନିସ ଖେଳାଳି ସିମୋନା ହାଲେପ କୋଭିଡ-୧୯ ପଜିଟିଭ ଥିବା ଜଣାପଡିଛି । ରୋମାନିଆର ହାଲେପ ନିଜେ ଟୁଇଟ କରି ପ୍ରଶଂସକଙ୍କୁ ଏ ସମ୍ପର୍କରେ ଜଣାଇଛନ୍ତି । ମୁଁ ଏବେ ଏକାନ୍ତବାସରେ ରହିଛି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ଟେଷ୍ଟ କରାଇ ନେବା ପାଇଁ ସେ…

ବକ୍ସିଂ ରିଙ୍ଗକୁ ଫେରିବେ ଦୁଇ ମହାରଥୀ ଟାଇସନ ଓ ରୟ ଜୋନ୍ସ

ଲସଆଞ୍ଜେଲ୍ସ:ବକ୍ସିଂ ଇତିହାସର ଦୁଇ ମହାରଥୀ ପୁନର୍ବାର ରିଙ୍ଗକୁ ଫେରିବେ । ଏହି ଦୁଇ ଜଣ ହେଲେ ମାଇକ ଟାଇସନ ଓ ରୟ ଜୋନ୍ସ ଜୁନିୟର । ନଭେମ୍ବର ୨୮ରେ ଲସଆଞ୍ଜେଲ୍ସର ଷ୍ଟାପଲ୍ସ ସେଂଟରରେ ଏହି ବାଉଟ ଆୟୋଜିତ ହେବ । ଏହା ଏକ ପ୍ରଦର୍ଶନୀ ଫାଇଟ ହୋଇଥିଲେ ମଧ୍ୟ ଆମେ ଉଚ୍ଚକୋଟୀର ପ୍ରଦର୍ଶନ କରିବା…

ମୁମ୍ବାଇର ବିଜୟଧାରା ଜାରି, ଚିନ୍ତାରେ ଦିଲ୍ଲୀ

ଦୁବାଇ: ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ ଜାରି କରିଛି । ଶନିବାର ମୁମ୍ବାଇ ୯ ୱିକେଟରେ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି । ମୁମ୍ବାଇ ପ୍ଲେ ଅଫରେ ପ୍ରବେଶ କରି ସାରିଥିବା ବେଳେ ଦିଲ୍ଲୀର ଚିନ୍ତା ବଢ଼ାଇଛି । ମୁମ୍ବାଇ ୧୧୧ ରନର ବିଜୟ ଲକ୍ଷ୍ୟ ମାତ୍ର ଗୋଟିଏ…