Latest Odisha News

BREAKING NEWS

Browsing Category

ଖେଳ

ଡି’ଭିଲିୟର୍ସଙ୍କ ମ୍ୟୁଜିକ ଭିଡିଓରେ କୋହଲି ଓ ଚହଲ୍‌ !

ଭୁବନେଶ୍ୱର: ନିଜ ଦେଶ ପାଇଁ କ୍ରିକେଟ୍ ଖେଳିବା ଛାଡିଛନ୍ତି ହେଲେ ଗାଇବା ନୁହେଁ । ନିକଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏ.ବି ଡି'ଭିଲିୟର୍ସ ନିଜର ଲେଟେଷ୍ଟ ମ୍ୟୁଜିକ ଭିଡିଓ ଆଲବମ୍ ରିଲିଜ କରିଛନ୍ତି । ଏହାର ଟାଇଟଲ ରହିଛି "ଦ ଫ୍ଲେମ୍" । ଗୁରୁବାର ରିଲିଜ୍ ହୋଇଥିବା ଏହି ଭିଡିଓର ଭିୟର୍ସିପ୍…

ଆଇଏସଏଲ: ଓଡିଶା ଏଫସି ନଭେମ୍ବର ୨୩ରୁ ହାଇଦ୍ରାବାଦ ବିପକ୍ଷରେ ଅଭିଯାନ ଆରମ୍ଭ କରିବ

ଭୁବନେଶ୍ୱର: ଇଣ୍ଡିଆନ ସୁପର ଲିଗ୍ (ଆଇଏସଏଲ) ଫୁଟବଲର ୭ମ ସଂସ୍କରଣ କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି । ଓଡିଶା ଏଫସି ନଭେମ୍ବର ୨୩ରୁ ହାଇଦ୍ରାବାଦ ଏଫସି ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ ଗୋଆର ବାମ୍ବୋଲିମର ଜିଏମସି ଷ୍ଟାଡିୟମରେ ଖେଳାଯିବ । ଫୁଟବଲ ସ୍ପୋର୍ଟ୍ସ…

ଟସ ଜିଣି ରାଜସ୍ଥାନର ବୋଲିଂ ନିଷ୍ପତ୍ତି

ଆବୁଧାବି:ଆବୁ ଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୫୦ତମ ମ୍ୟାଚ ପଂଜାବ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି । ପ୍ଲେ ଅପରେ ପହଞ୍ଚିବା ଲାଗି ଏହି ମ୍ୟାଚଟି ପଞ୍ଜାବ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ରାଜସ୍ଥାନ ଦଳ ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ।…

ଅଲିମ୍ପିକ୍ସରେ କ୍ରିକେଟ ସାମିଲ ନେଇ ଆଶା ବଢ଼ିଲା, ଆଇସିସିର ଉଦ୍ୟମ ଆରମ୍ଭ

ଦୁବାଇ: ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ଆଶା ଉଜ୍ଜୀବିତ ହୋଇଛି । ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଆବଶ୍ୟକୀୟ ଉଦ୍ୟମ ଆରମ୍ଭ କରିଛି । କ୍ରିକେଟ୍ ସାମିଲ ହେଲେ କି ପ୍ରକାର ଆର୍ଥିକ ଲାଭ ମିଳିବ, ତାହା ଜଣାଇବାକୁ ଆଇସିସି ସଦସ୍ୟ ବୋର୍ଡଗୁଡ଼ିକୁ ଆହ୍ବାନ କରିଛି ।…

IPL ପ୍ଲେ ଅଫରେ ମୁମ୍ୱାଇ ଇଣ୍ଡିଆନ୍ସ

ଦୁବାଇ: ପ୍ରଥମ ଟିମ୍ ଭାବରେ ଚଳିତ ଆଇପିଏଲ୍ ପ୍ଲେ ଅଫରେ ପ୍ରବେଶ କରିଛି ମୁମ୍ୱାଇ ଇଣ୍ଡିଆନ୍ସ । କୋଲକାତା ନାଇଟ୍ ରାଇଡର୍ସକୁ ଚେନ୍ନାଇ ସୁପରକିଙ୍ଗସ ୬ ଓ୍ୱିକେଟରେ ପରାସ୍ତ କରିବା ପରେ ମୁମ୍ୱାଇ ପ୍ଲେ ଅଫକୁ ଉନ୍ନୀତ ହୋଇଛି । ଚଳିତବର୍ଷ ଆଇପିଏଲର ୪୯ତମ ମ୍ୟାଚ ଖେଳିବା ପରେ ପ୍ରଥମ ପ୍ଲେ ଅଫ୍…

ନୀତୀଶ ରାଣାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, କୋଲକତା ୧୭୨/୫

ଦୁବାଇ: ନୀତୀଶ ରାଣାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଗୁରୁବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୭୩ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି ।  ନୀତୀଶ ବିସ୍ଫୋରକ ୮୭ ରନ୍ ବଳରେ କୋଲକାତା  ନିର୍ଦ୍ଧାରିତ ୨୦ ଓଭର୍‌ରେ ୫ ୱିକେଟ ୧୭୨ ରନ୍ କରିଛି…

ଆଥଲେଟ କ୍ରିଷ୍ଟିଆନ କୋଲମ୍ୟାନ ୨ ବର୍ଷ ବାସନ୍ଦ

ନ୍ୟୁୟର୍କ: ଆମେରିକାର ଲୋକପ୍ରିୟ ଆଥଲେଟ କ୍ରିଷ୍ଟିଆନ କୋଲମ୍ୟାନଙ୍କୁ ୨ ବର୍ଷ ବାସନ୍ଦ ଦଣ୍ଡାଦେଶରେ ଦଣ୍ଡିତ କରାଯାଇଛି । ଏଥିଯୋଗୁ ସେ ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ । ୧୦୦ ମିଟର ଦୌଡର ପୁରୁଷ ବିଭାଗ ଚାମ୍ପିୟନ ୨୪ ବର୍ଷୀୟ କୋଲମ୍ୟାନଙ୍କୁ ମେ’ରେ ଅସ୍ଥାୟୀ ଭାବେ…

ନ୍ୟୁ-ଜିଲ୍ୟାଣ୍ଡ ତରଫରୁ ଖେଳିବେ କି ସୂର୍ଯ୍ୟ କୁମାର ଯାଦବ ?

ଭୁବନେଶ୍ୱର: ବିରାଟ୍ ବାହିନୀ ବିପକ୍ଷରେ ସୂର୍ଯ୍ୟ କୁମାର ଯାଦବଙ୍କ ମ୍ୟାଚ୍ ବିଜୟୀ ଇନିଂସ ଖୁବ ଚର୍ଚ୍ଚାରେ ରହିଛି । ବୁଧବାର ଖେଳାଯାଇଥିବା ମ୍ୟାଚରେ ବିଜୟ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ-୨୦ରେ ପ୍ଲେ-ଅଫ୍‌କୁ ଉନ୍ନିତ ହୋଇଛି । ତେବେ ଘରୋଇ କ୍ରିକେଟ୍‌ରେ ଜବରଦସ୍ତ ପ୍ରଦର୍ଶନ…

ପ୍ଲେ-ଅଫ ଟିକେଟ ପାଇଁ ମୁମ୍ବାଇକୁ ୧୬୫ ରନ୍‌ର ଟାର୍ଗେଟ

ଅବୁଧାବି: ଜୋଶ ଫିଲିପ ଓ ଦେବଦତ୍ତ ପାଡିକ୍କଲଙ୍କ ବିସ୍ଫୋରକ ଆରମ୍ଭ ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭର୍‌ରେ ୬ ୱିକେଟ ହରାଇ  ୧୬୪ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍ ଜିତି ପ୍ଲେ-ଅଫ ଟିକେଟ ହାସଲ କରିବା ପାଇଁ ୧୬୫ ରନ୍‌ର ଟାର୍ଗେଟ ମିଳିଛି । ଫିଲିପ…

ମାଲଡିଭ୍‌ସରେ ମଉଜ କରୁଛନ୍ତି ସାଇନା-କାଶ୍ୟପ

ମାଲେ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଏବଂ ପାରୁପଲ୍ଲୀ କାଶ୍ୟପ ମାଲଡିଭ୍‌ସରେ ମଉଜ କରୁଛନ୍ତି । ଭାରତର ଏହି ଲୋକପ୍ରିୟ ଖେଳ ଯୋଡି ପ୍ରେମରେ ପଡିବାଠାରୁ ବିବାହ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାର ରହିଛନ୍ତି । ବିବାହ ପରେ ନିଜ ପତିଙ୍କ ସହ ସାଇନା ଛୁଟି କଟାଉଛନ୍ତି ।…